Browsing Category

Politics

ଦାମ ବାବୁଙ୍କୁ ନିଇତି ଦୁର୍ନୀତି- ଦୁର୍ନୀତି ଜପ ପାଇଁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଗୁମର ଖୋଲିବା ନାଁରେ  ଏବେ ବାହାବାହା ନେବା ମୁଡରେ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ । ଚାରା ଘୋଟାଲା ,ଓମଫେଡ ଦୁର୍ନୀତି  ଓ ସମବାୟ ଦିର୍ନୀତି ହେବା ଆରୋପ ଆଣି ଚର୍ଚ୍ଚାରେ ଡାକ୍ତର ଦାମୋଦର ରାଉତ ।,…
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ : କାଲି କଂଗ୍ରେସର ଭାରତ ବନ୍ଦ ଡାକରା

ଭୁବନେଶ୍ବର : କାଲି କଂଗ୍ରେସର ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ  ତିନିଟା ଯାଏ ସାରା ରାଜ୍ୟରେ ଚକାବନ୍ଦ କରିବ କଂଗ୍ରେସ । ବନ୍ଦକୁ ବାମ ଦଳ ସମର୍ଥନ କରୁଥିବାବେଳେ ବିଜେଡି ପ୍ରତିବାଦ ସପକ୍ଷରେ ଥିବାବେଳେ ବନ୍ଦ ଠିକ…
Read More...

ସମବାୟ ବିଷ ଓଗାଳିଲେ ଦାମ, ସମବାୟ ବ୍ୟାଙ୍କରେ ୮ ଶହ କୋଟିର ଦୁର୍ନୀତିର ଆଣିଲେ ଆରୋପ

ଭୁବନେଶ୍ବର : ଚାରା ଏବଂ ଓମଫେଡ୍ ପରେ ଏବେ ସମବାୟ ଦୁର୍ନୀତି । ପୁଣି ଓଗାଳିଛନ୍ତି ଦାମ ରାଉତ । ରାଜ୍ୟ ସମବାୟ ବ୍ୟାଙ୍କରେ ୭ଶହ କେ।ଟି ଟଙ୍କାର ଦୁର୍ନୀତି ହେ।ଇଥିବା ଅଭିଯେ।ଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମେ।ଦର…
Read More...

୧୦ରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଆହ୍ୱାନ

ନୂଆଦିଲ୍ଲୀ :ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ୧୦ରେ ଦେଶବ୍ୟାପୀ ବନ୍ଦ ପାଳନ କରିବ । ଏଥିରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହଯୋଗ କରିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଦଳର ମୁଖ୍ୟ ଯୋଗାଯୋଗ ଭାରପ୍ରାପ୍ତ ରଣଦୀପ…
Read More...

ଚାରା ଘୋଟଲା ପ୍ରସଙ୍ଗ : ଦାମ – ମହାରଥୀ କଥା କଟା କଟି

ଭୁବନେଶ୍ବର : ଚାରା ଘୋଟଲା ପ୍ରସଙ୍ଗରେ ପୂର୍ବତନ କୃଷି ମନ୍ତ୍ରୀ  ଦାମୋଦର ରାଉତ ମୁହଁ ଖୋଲିବା ପରେ ପ୍ରସଙ୍ଗ ଉଠିଛି ବିଧାନସଭାରେ । ଘୋଟାଲରେ  କିଏ କିଏ ସାମିଲ୍ ଏବଂ ଦୁର୍ନୀତିର ଗଡ୍ ଫାଦର୍ କିଏ ତାହାର ସିବିଆଇ ତଦନ୍ତ…
Read More...

ଆଗୁଆ ନିର୍ବାଚନ ସପକ୍ଷରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯଦି ଆଗୁଆ ଲୋକସଭା ନିର୍ବାଚନ କରିବାକୁ ଚାହୁଥାଆନ୍ତି ଏବଂ ଏ ନେଇ କୌଣସି ନିଷ୍ପତ୍ତି ନିର୍ବାଚନ କମିସନ ନେଉ ଥାଆନ୍ତି ତେବେ ସେହି ସମୟରେ ଓଡ଼ିଆ ବିଧାନସଭା ନିର୍ବାଚନ କରାଯାଉ ବୋଲି ବିଜୁ ଜନତା…
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନୁଦାନକୁ ନେଇ ଅଡୁଆ

ଭୁବନେଶ୍ୱର :କେନ୍ଦ୍ରର ଆୟୂଷ୍ମାନ ଯୋଜନାରୁ ବାହାରି ଯାଇ ନିଜସ୍ବ ଅର୍ଥରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ୨୦୭୫ କୋଟି ଟଙ୍କାର ଏହି ଯୋଜନାରେ କେନ୍ଦ୍ରର ୭୦୦ କୋଟି ଥିବା ଜଣାପଡ଼ିଛି…
Read More...

ତେଲ ରାଜନୀତି : ତେଲ ଟଙ୍କାରେ ନିର୍ବାଚନ ଲଢ଼ିବ ବିଜେପି- ନିରଞ୍ଜନ

ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଏବେ ନିଆଁ ଲାଗିଛି ଏବଂ ସେହି ନିଆଁରେ ସାଧାରଣ ଲୋକ ଜଳୁଛନ୍ତି । ଅଥଚ ରୋମ ଶାସକ ନିରୋଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଂଶୀବାଦନ କରୁଛନ୍ତି । ରାଜ୍ୟର ବିଜେଡି ସରକାର…
Read More...

ତେଲ ରାଜନୀତି : ତୈଳଦର ବୃଦ୍ଧିରେ ବିଜେଡିର ଆନ୍ଦୋଳନ, ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ : ବିଜେପି 

ଭୁବନେଶ୍ୱର : ତୈଳଦର ବୃଦ୍ଧି ମାମଲାରେ ବିଜେଡିର ଆନ୍ଦୋଳନ ଘୋଷଣା ଦଳର ବୌଦ୍ଧିକ ଦେବାଳିଆ ହେବାର ପ୍ରମାଣ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ମହାପାତ୍ର…
Read More...

ତେଲ ରାଜନୀତି :  ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ' ହୁ' ହୋଇ ବଢ଼ି ·ଲିଥିବା ବେଳେ ସରକାର…
Read More...

ପୁଞ୍ଜି ନିବେଶକୁ ନେଇ ରାଜନୀତି : ଓଡିଶାରେ ଶିଳ୍ପାୟନକ୍ଷେତ୍ରକୁ କାହାର ଅବଦାନ କେତେ ?

ଭୁବନେଶ୍ବର : ପୁଞ୍ଜି ନିବେଶ ଲାଗି କାହାର ଦରଦ କେତେ । ତାକୁ ନେଇ ଆରମ୍ଭ ହୋଇଛି ପ୍ରତିଯୋଗିତା । ରାଜ୍ୟ ସରକାର ମେକ ଇନ ଓଡିଶା କନକ୍ଲେଭ କରି ପୁଞ୍ଜି ପତି ମାନଙ୍କୁ ଓଡିଶାକୁ ଡାକୁଛନ୍ତି । ସେପଟେ କେନ୍ଦ୍ର ପଟ୍ରୋଲିୟମ…
Read More...

୨୦ରୁ ମହିଳା କଂଗ୍ରେସର ସବୁ ଜିଲ୍ଲାରେ ମହିଳା ଆକ୍ରୋଶ ଯାତ୍ରା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ମହିଳାଙ୍କ କ୍ଷେତ୍ରରେ ହିଂସା, ଅତ୍ୟାବଶକୀୟ ଜିନିଷର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୦ରୁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ ମହିଳା ଆକ୍ରୋଶ…
Read More...

ମାତିବ ମହିଳା ମୋର୍ଚ୍ଚ.ସୋସିଆଲ୍ ମିଡିଆରେ ପ୍ରଚାର ହେବ କେନ୍ଦ୍ରୀୟ ଯୋଜନା

ଭୁବନେଶ୍ୱର : ମହିଳାମାନଙ୍କର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥି ସହ ତୃଣମୂଳ ସ୍ତରରେ ବସବାସ କରୁଥିବା ସମସ୍ତ ମହିଳା ଗୋଟିଏ ପ୍ଲାଟ୍ଫର୍ମ ମାଧ୍ୟମରେ ଯୋଡ଼ି ହୋଇ ନିଜର ଅଧିକାର ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ ।…
Read More...

ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି ।  ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଭାବେ  କାମ କରିବେ  …
Read More...