Browsing Category

Politics

ରାଜ୍ୟରେ ମହିଳା ହିଂସାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ରାଜ୍ୟପାଳଙ୍କୁ  ବିଜେପି ମହିଳା ମୋର୍ଚ୍ଚାର…

ଭୁବନେଶ୍ୱର  : ରାଜ୍ୟରେ ନାରୀମାନଙ୍କ ପ୍ରତି ଦିନକୁ ଦିନ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ କ୍ରମବର୍ଦ୍ଧିଷ୍ନୁ ନାରୀ ନିର୍ଯ୍ୟାତନା ସଭ୍ୟ ସମାଜ ପାଇଁ ବିପଦ ହୋଇପଡିଛି । ବହୁଚର୍ଚ୍ଚିତ କୁନ୍ଦୁଲୀ ଏବଂ ସାଲେପୁର…
Read More...

ଆସୁଛନ୍ତି ଶାହ

ଭୁବନେଶ୍ୱର   : କେବଳ ନବୀନ ସରକାରଙ୍କୁ ଟାର୍ଗେଟ କଲେ ହେବନି ଓଡିଶାରେ ସଂଗଠନକୁ ମଧ୍ୟ ମଜଭୁତ କରିବାକୁ ପଡିବ । ଆଉ ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରୋ ଜୋସ ଭରିବା ସହ ଗୁରୁମନ୍ତ୍ର ଦେବାକୁ ଆସଛନ୍ତି ବିଜେପିର…
Read More...

ଲୋକଙ୍କ ଟିକସରେ ବିଜେଡି ଇଲେକସନ ପ୍ରଚାର ପାଇଁ ମୁଷ୍ଟିମେୟ ଅମଲାଙ୍କ ଷଡଯନ୍ତ୍ର : ବିଜେପି

କଟକ : ରାଜ୍ୟ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ଭୁବନେଶ୍ୱର ଠାରେ ପଂଚତାରକା ହୋଟେଲରେ ଆୟୋଜିତ କର୍ମଶାଳାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତାପାର୍ଟି । ବିଭାଗୀୟ କର୍ମଶାଳାରେ ସବୁ ଜିଲାର ପିଡ ଡିଆରଡିଏ ଓ ବିଡିଓ ମାନେ…
Read More...

ଦେଶରେ ଏକକ ନିର୍ବାଚନ ହେବା ପ୍ରସଙ୍ଗ : ବିଜେଡି କହିଲା ଅନୁଧ୍ୟାନ ଚାଲିଛି,ଠିକଣା ସମୟରେ ଦିଆଯିବ ମତ

ଭୁବନେଶ୍ବର  : ଦେଶରେ ଏକକ ନିର୍ବାଚନ କରିବା ପାଇଁ ପୁଣି ନୀତି ଆୟୋଗ ବୈଠକ ପ୍ରସ୍ତାବ ରଖିଛନ୍ତି ପ୍ରଧାନ ମନ୍ତ୍ରୀ। ଏନେଇ ତୁରନ୍ତ ମତାମତ ଦେବାକୁ  ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ବନ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ…
Read More...

ଜୁଲାଇ ୧ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ,ଦଳୀୟ ସଙ୍ଗଠନ କାର୍ଯ୍ୟ ହେବ ସମୀକ୍ଷା

ଭୁବନେଶ୍ବର :  ବିଜେପି ଫୋକସରେ ଏବେ ଓଡିଶା । ପୂର୍ବାଭାରତ ଦଖଲ ମୁଡରେ ଥିବା ବିଜେପି ଏବେ ୨୦୧୯ ଲାଗି ଓଡିଶାକୁ ଟାର୍ଗେଟ କରିଛି । ସେଥିଲାଗି ରାଜ୍ୟକୁ ଗରୀବ ଯୋଜନା ପ୍ରୟୋଗଶାଳା କରୁଥିବା ନାରା ଦେଉଥିବା ବିଜେପିର…
Read More...

ଆୟୁଷ୍ମାନ ଯୋଜନାକୁ ରାଜ୍ୟର ନା : ଧର୍ମେନ୍ଦ୍ର କହିଲେ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାର ଏହାକୁ ବିରୋଧ ନ କରନ୍ତୁ

ଭୁବନେଶ୍ୱର : କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ନେଇ କହିସାରିଥିବା ବେଳେ ବର୍ତମାନ ରାଜ୍ୟ ସରକାର ଏହାର ନାମକୁ ପରିବର୍ତନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିବା ଅଭିଯୋଗ ହେଉଛି । ଏପରି କି…
Read More...

ସୋସିଆଲ ମିଡିଆରେ ରାଜନୀତି ଯୁଦ୍ଧ : ବିଜେପି-ବିଜେଡି ଓ କଂଗ୍ରେସରେ ବଢୁଛି ସାଇବର ସେନାର ଭୂମିକା

ଭୁବନେଶ୍ବର :  ନିର୍ବାଚନୀ ବୈତରଣୀ  ପାର ପାଇଁ ସୋସିଆଲ ମିଡିଆ ସାଜିବ ପ୍ରମୁଖ ଭୂମିକା। ୨୦୧୯ ସାଧରଣ ନିର୍ବାଚନ  ବେଳେ ରାଜନୈତି ଦଳଗୁଡ଼ିକ ନିଜର ପ୍ରଚାରପ୍ରସାର ପାଇଁ ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର…
Read More...

ନୀତି ଆୟୋଗ ବୈଠକକୁ ନବୀନଙ୍କ ନା

ଭୁବନେଶ୍ବର : ମମତା ବାନାର୍ଜି ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ନୀତି ଆୟୋଗ ବୈଠକକୁ ନବୀନଙ୍କ ନା । ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଭିତରେ ଚାଲିଥିବା…
Read More...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର  : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଏବଂ ଦାନ ସୂତ୍ରରେ ପାଇଥିବା ଅଳଙ୍କାରର ଦୂରୁପଯୋଗ କରିବା ଆଦି ଅଭିଯୋଗ କରି ଗତ ବୁଧବାର ଦିନ ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ସିଂହଦ୍ୱାର ଥାନାରେ ଏତଲା…
Read More...

ପିସିସି ସଭାପତିଙ୍କ ତାଗିଦ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବନି-ନିରଞ୍ଜନ

ଭୁବନେଶ୍ୱର : ଦଳ ଭିତରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । କେହି ମନଇଛ୍ା ମିଡିଆରେ ବି କିଛି କହିପାରିବେନି । ସମସ୍ତେ ଦଳୀୟ ଶୃଙ୍ଖଳାରେ ରହିବେ । ଜିଲ୍ଲା ସଭାପତି,ଦଳୀୟ ନେତା ଓ କର୍ମୀମାନଙ୍କୁ ଏମିତି ଶୃଙ୍ଖଳାର…
Read More...

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ: “ମୁଖ୍ୟମନ୍ତ୍ରୀଙ୍କ ନିରବତା କଳାପାହାଡ଼ ମାନସିକତା ସୃଷ୍ଟି…

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା କଳାପାହାଡ଼ ମାନସିକତାର ପରିଚୟ ବୋଲି…
Read More...

ଗଠନ ହେଲା ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠନ କରିଛନ୍ତି । ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ବାଙ୍ଗିରିପୋଷୀ ବିଧାୟକ ଶ୍ରୀ ସୁଦାମ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ : ଏତଲା ଦେଲା ବିଜେପି

ଭୁବନେଶ୍ୱର  : ଚାବି ହଜିବା ଘଟଣାକୁ ଏକ ସାଧାରଣ ଘଟଣା ବୋଲି କହି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟସରକାର ନିଜର ଅପରାଧୀକ ଷଡଯନ୍ତ୍ରକୁ ଚପାଇଦେବା ପାଇଁ ଅପଚେଷ୍ଟା କରୁଛନ୍ତି । ଭାରତୀୟ ପିଙ୍ଗଲ କୋର୍ଡର ୨୯୫(କ)ଅନୁଯାୟୀ ଏହା…
Read More...

କଂଗ୍ରେସ ଜିଲ୍ଲା ସଭାପତିଙ୍କ ହାତରେ ରହିବ ଟିକେଟ ଚାବି : ନିରଞ୍ଜନ

ଭୁବନେଶ୍ବର :  କଂଗ୍ରେସ ଜିଲ୍ଲା ସଭାପତିଙ୍କ ହାତରେ ରହିବ ଟିକେଟ ଚାବି । ସେମାନଙ୍କ ରିପୋର୍ଟ ଆଧାରରେ ୨୦୧୯ ଟିକେଟ କିଏ ନେବ ତାହା ସ୍ଥିର କରିବ ପିସିସି ଓ ଏଆଇସିସି । ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବୈଠକରେ…
Read More...