Browsing Category

Politics

ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଭୁବନେଶ୍ୱର ମହାନଗର ନିଗମ ଅଧୀନ ୧୯ନଂ ୱାର୍ଡର କଂଗ୍ରେସ କର୍ପୋରେଟର୍‍…
Read More...

କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଧାୟକ ପ୍ରକାଶ ବେହେରାଙ୍କ ଇସ୍ତଫା

ଭୁବନେଶ୍ୱର: କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ…
Read More...

ରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି : ବିଜେପି

ଭୁବନେଶ୍ୱର  : ରତ୍ନଭଣ୍ଡାର ଚାବିକୁ ନେଇ ସମଗ୍ର ଓଡିଆ ଜାତି, ଜଗନ୍ନାଥ ପ୍ରେମୀଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଟି କୋଟି ଟଙ୍କାର ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ…
Read More...

ଖୁବ ଶିଘ୍ର ଓଡିଶା ଆସିବେ ରାହୁଲ,କ୍ଷେତ୍ର ପ୍ରସ୍ତୁତିରେ ମାତିଛି କଂଗ୍ରେସ

ଭୁବନେଶ୍ବର : ଟ୍ରାକୁ ଫେରୁଛି କଂଗ୍ରେସ । କଂଗ୍ରେସ ନେତାଏ ଏବେ ଗାଁ ମୁହାଁ ହୋଇଛନ୍ତି । କର୍ମୀଙ୍କ ମନରେ ଯୋଶ ଭରିବାକୁ ଆୟୋଜନ ହେଉଛି କଂଗ୍ରେସ ସମାବେଶ । ଆଜି ଗଡପତିର ଗୁମ୍ମାରେ କଂଗ୍ରେସ ଆୟୋଜନ କରିଥିଲା ସମାବେଶ ।…
Read More...

ବିଜେପି ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା : ଭୟ ନୁହେଁ ବରଂ ମନରେ ଶକ୍ତି ସଂଚାର କରନ୍ତୁ ମା’ ଭଉଣୀ: ବିଜେପି

ଭୁବନେଶ୍ୱର : ବହୁତ ହୋଇଗଲା ମହିଳାମାନଙ୍କ ପ୍ରତି ଅତ୍ୟାଚାର । ଏବେ ସମୟ ଆସିଛି ନିଜକୁ ସଜାଗ ହୋଇ ପ୍ରତିଟି ଘଟଣାରେ ଆଗକୁ ଆସି ପ୍ରତିବାଦ କରିବାର । ନାରୀମାନେ ଦୁର୍ବଳା ନୁହଁନ୍ତି । ନିଜ ଉପରେ ହେଉଥିବା ଅତ୍ୟାଚାର…
Read More...

ମହାନଦୀ ପ୍ରସଙ୍ଗରେବିଜେଡି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ବିଜେପି

ଭୂବନେଶ୍ୱର: ମହାନଦୀକୁ ନେଇ ଶାସକ ବିଜେଡି କେବଳ ରାଜନୀତି କରୁଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ଦଳୀୟ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଶାସକ ବିଜେଡିର ଛାମୁଆ ନେତାଗଣ । ଦୀର୍ଘ ବର୍ଷ ଶାସନ କ୍ଷମତା ପରେ…
Read More...

ଯାଜପୁରରେ ବିଜେପିକୁ ଝଟ୍‍କା :ବିଜେଡିରେ ମିଶିଲେ ବିଜେପି କର୍ମୀ ଓ ନେତା

ଭୁବନେଶ୍ୱର : ବିଜେପିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଯାଜପୁର ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅଶୋକ ବଳଙ୍କ ନେତୃତ୍ୱରେ ଏକ ହଜାରରୁ ଊଦ୍ଧ୍ୱର୍ ବିଜେପିର ମଣ୍ଡଳ ସ୍ତରୀୟ ନେତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ…
Read More...

କଂଗ୍ରେସ ମୁକ୍ତ ଭାରତକୁ ଏବେ କାଉଣ୍ଟର କରିବ ବିଜେପି ମୁକ୍ତ ଭାରତ

ଭୁବନେଶ୍ବର : କଂଗ୍ରେସ ମୁକ୍ତ ଭାରତକୁ ଏବେ କାଉଣ୍ଟର କରିବ ବିଜେପି ମୁକ୍ତ ଭାରତ । କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ବିରୋଧୀଙ୍କୁ ଏକାଠି କରିପାରିଥିବା କଂଗ୍ରେସ ଏବେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ଫଳାଫଳକୁ ଦେଖି…
Read More...

କଂଗ୍ରେସର ବନ୍ଦ ଡାକରା

ତୈଳ ଦର ବୃଦ୍ଧି ଓ ମହାନଦୀ ପ୍ରସଙ୍ଗରେ କଂଗ୍ରେସର ଓଡିଶା ବନ୍ଦ ଡାକରା  । ଏହା ପ୍ରେସ ମିଟ ଡାକି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି ବିଜେଡି ଓ ବିଜେପି ଏବଂ…
Read More...

ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା, ୨୦୧୯ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ

ଭୁବନେଶ୍ବର : ୪ଲୋକସଭା ଏବଂ ୧୦ ବିଧାନସଭା ଉପନିର୍ବାଚନ ଫଳାଫଳ ପରେ ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା । ବିଜେପି ବିରୋଧୀ ମହାମେଣ୍ଟ ପ୍ଲାନ ଗୋଟାକ ପରେ ଗୋଟେ କ୍ଲିକ କରୁଥିବା କାରଣରୁ ୨୦୧୯ ପାଇଁ…
Read More...

ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର : ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜୁ ମହିଳା ଜନତା ଦଳ ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ…
Read More...

ବିଜେଡିରେ ମିଶିଲେ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର : ଏକାମ୍ର ନିର୍ବାଚନ ମଣ୍ଡଳୀର ଅନ୍ୟତମ ସଂଗଠକ ସଂଗ୍ରାମ କେଶରୀ ପାଇକରାୟ ତାଙ୍କ ଅଢ଼େଇ ହଜାରରୁ ଊଦ୍ଧ୍ୱର୍ ସମର୍ଥକଙ୍କୁ ଧରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ…
Read More...

ଗ୍ୟାସର  ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦୀ ସରକାରଙ୍କ ଜନମାରଣ ନୀତି ଯୋଗୁଁ ଆଜି ଅଣରିହାତି ଏଲ.ପି.ଜି (ରନ୍ଧନ ଗ୍ୟାସ)…
Read More...

ମୋଦି ସରକାରଙ୍କ ନୀତି ସଂସ୍କାର ଯୋଗୁ ଓଡିଶା ଭଳି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ – ଧର୍ମେନ୍ଦ୍ର…

ଭୁବନେଶ୍ୱର:  ମୋଦି ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଘରେ ଘରେ ପହଂଚି ଥିବା ବେଳେ ନୀତି ସଂସ୍କାର ଯୋଗୁ ଓଡିଶା ଭଳି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଦେଶର ସବୁଠୁ ଅଧିକ ଲାଭବାନ ହୋଇଥିବା ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ…
Read More...