Browsing Category

Politics

ଗାଁ ସହ ସହର କବ୍ଚା ଲକ୍ଷ୍ୟରେ ବିଜେଡି: ଅପପ୍ରଚାର ରୋକିବାକୁ ସାଂସଦ ଓ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: କେବଳଗାଁକୁ ଯାଇ ଲୋକ ସଂପର୍କ ବଢାଅ । ଲୋକଙ୍କ ସହ ମିଶ । ସେମାନଙ୍କ ସୁବିଧା ଅସୁବିଧାରେ ସାମିଲ ହୁଅ । ସରକାରଙ୍କ ଜନହିତକର ଯୋଜନାର ସୁଫଳ କଥା ଲୋକଙ୍କୁ କୁହ । ଜେପିର ‘ମୋ ବୁଥ୍ ସବୁଠୁ ମଜଭୁତ’କୁ କାଉଣ୍ଟର…
Read More...

କାଲି ପ୍ରଚାରରେ ଆସିବେନି ମିରାକୁମାର

ଭୁବନେଶ୍ୱର: ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମିରାକୁମାର ଶନିବାର ଓଡିଶାକୁ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ବାତିଲ ହୋଇଛି । ଅନ୍ୟ କାର୍ୟ୍ୟକ୍ରମ ଥିବାରୁ ତାଙ୍କ ଓଡିଶା ଗସ୍ତକୁ ବାତିଲ କରାଯାଇଛି। ଏନେଇ ବରିଷ୍ଠ…
Read More...

ପ୍ରଚାର ସାରି ଫେରିଲେ କୋବିନ୍ଦ: ବିଜେଡି ଓ ଭାଜପା ନେତାଙ୍କୁ ଅଲଗା ଅଲଗା ଭେଟିଲେ,ନବୀନ ନିବାସରେ କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦବି ଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଏନ୍‌ଡିଏ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ…
Read More...

ଖୁବ ଶିଘ୍ର ବଦଳିବ ପିସିସି ରୂପରେଖ,ହଟିବେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ !

ଭୁୁବନେଶ୍ୱର:ଖୁବ ଶିଘ୍ର ଓଡିଶା କଂଗ୍ରେସର ରୂପରେଖ ବଦଳିବ । ପରିବତ୍ତନ ହେବେ କଂଗ୍ରେସର ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆ । ଏଆଇସିସିରୁ ମିଳିଛି ଏମିତି ଭିତିରି ସୂଚନା । ନିକଟରେ ଛତିଶଗଡ ଓ ଝାଡଖଣ୍ଡ ପସିସି ରୂପରେଖ…
Read More...

ଉପରାଷ୍ଟ୍ରପତି ପଦ ଲାଗି ବିରୋଧୀ ଦେଲେ ପ୍ରାର୍ଥୀ, ୧୪ରେ ଓଡିଶା ପ୍ରଚାର ଲାଗି ଆସିବେ ଗୋବିନ୍ଦ, ରାଜ୍ୟ ରାଜନୀତି ଯୋର

ଭୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଲେ ମିଳିତ ବିରୋଧୀଦଳ । ଗାନ୍ଧିଜୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧି ଏହି ପଦ ପାଇଁ ନିର୍ବାଚନ ଲଢିବେ ବୋଲି ବିଦ୍ଧିବଦ୍ଧ ବାଜିଲା ମୋହର । ତେବେ ରାଷ୍ଟ୍ରପତି…
Read More...

ପୁଣି ଭର୍ତ୍ତୃହରିଙ୍କ ସ୍ତମ୍ବ : କାହାକୁ ବୁଝାଉଛନ୍ତି ସାଂସଦ,ବୁଝିବ କିଏ ?

ଭୁବନେଶ୍ବର:ବିଜେପି ସହିତ ବିଜେପି ସାଲିସ କରୁ। ଜାତୀୟ ସ୍ତରରେ ବିଜେପିର ହାତ ଛାଡିଥିବା ଦଳ ବିଜେପିର ହାତ ଧରିଲେଣି। ଜାତୀୟ ସମୀକରଣ କଥା ଟିକେ ମୁଖିଆ ବୁଝନ୍ତୁ ବୋଲି ବୁଲେଇ ବଙ୍କେଇ ଲେଖିଛନ୍ତି ଭର୍ତ୍ତୃହରି।…
Read More...

ଓଡିଶାରେ ବିକାଶ ଲାଗି କର୍ମୀଙ୍କୁ ସରକାର ବଦଳାଇବାର ମନ୍ତ୍ର ଦେଲେ ଅମିତ ଶାହା

ଯାଜପୁର: ସରକାର ଓ ବିକାଶ ଦୁଇଟି ଯାକ ପରସ୍ପର ସହ ଯୋଡି ହୋଇ ରହିଛି । ଓଡିଶାରେ ବିକାଶ ଆଣିବାକୁ ହେଲେ ସରକାର ବଦଳାଇବାକୁ ପଡିବ । ବିଜେପି ସରକାର ଆସିଲେ ଘରକୁ ଚବିଶ ଘଣ୍ଟା ଶୁଦ୍ଧ ପିଇବା ପାଣି । ୨୪ ଘଣ୍ଟା ବିଜୁଳି…
Read More...

ନବୀଙ୍କ ଗଡରେ ଅମିତଙ୍କ ଗର୍ଜନ,୨୦୧୯ରେ ଓଡିଶାରେ ଫୁଟିବ ପଦ୍ମ,୧୨୦ ସିଟରେ ଜିତିବ ବିଜେପି

ଭୁବନେଶ୍ୱର: ୨୦୧୯ରେ ଓଡିଶାରେ ପଦ୍ମ ଫୁଟିବ । ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ୧୨୦ ସିଟ ଜିତ ସରକାର କରିବ ବିଜେପି । ବିଜେଡି ରାଜ୍ୟ ସଭାପତି, ମୁଖ୍ୟ ମନ୍ତୀ ନବୀନଙ୍କ ଗଡରେ ପସି ଆଜି ଏମିତି ଖୋଲା ଖୋଲି ଚ୍ୟାଲେଜଂ…
Read More...

ଅମିତ ନବୀନଙ୍କ ଘରେ ଖାଇଲେ, ଦୁଃଶାସନଙ୍କ ଘରେ ଶୋଇଲେ

ବ୍ରହ୍ମପୁର: ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କର ମଙ୍ଗଳବାର ଥିଲା ଗଂଜାମ ଗସ୍ତ । ନବୀନଙ୍କ ଗଡ ଗଂଜାମ ଜିଲ୍ଲାର ହୁଗୁଳାପଟା ଗାରୁ ଅମିତ ଆରମ୍ଭ କରିଥିଲେ ମୋ ବୁଥ ସବୁଠୁ ମଜଭୁତ…
Read More...

୮ରେ ଧାମରା ଏଲ୍ଏନ୍ଜି ଟର୍ମିନାଲ ପାଇଁ ଭୂମି ପୂଜନ , ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ…

ଭୁୁବନେଶ୍ୱର: ଧାମରା ଏଲଏନଜି ଟର୍ମିନାଲ ଭୂମିପୂଜନ ଉତ୍ସବରେ ଯୋଗଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ଆସନ୍ତା…
Read More...

ଆଜି ଆସିବେନି ମିରା କୁମାର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବାକୁ ଥିବା ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କ ଗସ୍ତ ବାତିଲ ହୋଇଛି। ବାତିଲର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଫ୍ଲାଇଟ୍‌ରେ ଯାନ୍ତ୍ରୀକ ତ୍ରୁଟି ପାଇଁ ଏହା ବାତିଲ ହୋଇଥିବା ଜଣାପଡ଼ିଛି।…
Read More...

ଆଜି ପ୍ରଚାରରେ ଓଡ଼ିଶା ଆସିବେ ମୀରାକୁମାର

ଭୁବନେଶ୍ୱର: ଆଜି କଂଗ୍ରେସ ସମର୍ଥିତରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର ଓଡ଼ିଶା ଗସ୍ତରେ ଆସିବେ । ନିର୍ବାଚନ ପ୍ରଚାର ପାଇଁ ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ମୀରା ତାଙ୍କ ଏହି ଗସ୍ତ ସମୟରେ…
Read More...

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ୟୁଟର୍ଣ୍ଣ, ସ୍ତମ୍ବ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ କଲେ ପ୍ରଶଂସା

ଭୁବନେଶ୍ବର:ଦଳ ଏବଂ ସଭାପତିଙ୍କୁ କଟାକ୍ଷ ପରେ ୟୁଟର୍ଣ୍ଣ ମାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଯେଉଁ ସ୍ତମ୍ବ ଲେଖି ଦଳ ଓ ନବୀନଙ୍କୁ ଅଡୁଆରେ କାଉଥିଲେ ସେଇ ସ୍ତମ୍ବ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ପ୍ରଶଂସା…
Read More...

ଆଜି ଆସିବେ୍ ଅମିତ, ୪ରେ ନବୀନଙ୍କ ଗଡରୁ ଦେବେ ହୁଙ୍କାର ,ସ୍ବର ନରମିବ ନା ଗରମ ହେବ ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର:ଆସନ୍ତା କାଲିଠୁ (ସୋମାବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ୪ଦିନିଆ ଓଡିଶା ଗ୍ରସ୍ତ ଆରମ୍ଭ ହେବ । ୪ ତାରିଖରୁ ଗଂଜାମ ଜିଲ୍ଲାରୁ ଆରମ୍ଭ ହେବ ବିଜେପିର ମୋ ବୁଥ ସବୁଠୁ ମଜଭୁତ କାର୍ଯ୍ୟକ୍ରମ । ଏହା ସହ ୪…
Read More...