Browsing Category

Politics

୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏସବୁ ଜିଲ୍ଲାର ଯୁବ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଯୁବ କଂଗ୍ରେସର ରାଜ୍ୟ…
Read More...

କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟସରକାର: ପୃଥ୍ୱୀରାଜ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା । ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ…
Read More...

ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଦେଶ ପାଳୁଛି ୭୪ ତମ ସ୍ବାଧୀନତା ଦିବସ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ହେବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, :ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ । କରୋନା…
Read More...

ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଦେଶର ଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ

ଭୁବନେଶ୍ୱର: ଦେଶର ଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ଓଡିଶାର ଦୁଇ ବିଧାୟକ । ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଜେଡିର ସଙ୍ଗଠନ ସଂପାଦକ ଦାୟୀତ୍ବରେ ଥିବା ପ୍ରଣବ ପ୍ରକାଶ…
Read More...

ପୁଣିଥରେ ଏକାଠି ହେଲେ ଗେହଲଟ-ପାଇଲଟ

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ଆଜି ସନ୍ଧ୍ୟାରେ ସଚିନ ପାଇଲଟ୍‌ ଓ ଅଶୋକ ଗେହଲଟ୍‌ ଭେଟାଭେଟି ହୋଇ ପରସ୍ପରକୁ ମୁରୁକି ହସା ଦେବା ସହ କରମର୍ଦ୍ଦନ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ…
Read More...

ରାଜସ୍ଥାନ ରାଜନୀତି: ଅଗଷ୍ଟ ୧୪ରେ ଆସ୍ଥା ପ୍ରସ୍ତାବ ଆଣିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ଆସନ୍ତାକାଲି(ଶୁକ୍ରବାର) ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଦିନ ହିଁ ଗୃହରେ ଆସ୍ଥା ପ୍ରସ୍ତାବ ଆଣିପାରେ କଂଗ୍ରେସ । କାରଣ ବିଧାୟକଙ୍କୁ ଏତେ ଦିନ ହେବ ହୋଟେଲରେ ରଖିବା ପରେ ଏହି…
Read More...

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବାଧକ ସାଜିଛନ୍ତି ରାଜ୍ୟସରକାର:…

ଭୁବନେଶ୍ୱର: କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ମୋଦି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।…
Read More...

ବିଜେପିରେ ସାମିଲ ହେଲେ ଭୁବନେଶ୍ୱରର ୨୦ରୁ ଉର୍ଦ୍ଧ୍ୱ ଯୁବ ସମାଜସେବୀ ଓ ଯୁବନେତା

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ…
Read More...

୩୦ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)  ୩୦ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ବା ଇନଚାର୍ଜ ଭାବେ ନିଯୁକ୍ତ କରିଛି।  ଜିଲ୍ଲା ଦାୟିତ୍ୱରେ ଥିବା ଏହି ନେତ୍ରୀମାନେ ମୁଖ୍ୟତଃ  ସାଂଗଠନିକ କାର୍ଯ୍ୟ ତଦାରଖ…
Read More...

ଅପରାଧିଙ୍କ ବିରୁଦ୍ଧରେ ରାଜ୍ୟସରକାର କଠୋର ପଦକ୍ଷେପ ଗ୍ରହଣ ନକଲେ, ଲୋକାୟୁକ୍ତ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟସାରା ବ୍ୟାପକ ଦୁର୍ନୀତି ହେଉଥିବାବେଳେ ରାଜ୍ୟସରକାର ନୀରବ ରହିଛନ୍ତି । ଏନେଇ ବିଜେପି ପକ୍ଷରୁ ପ୍ରମାଣ ସହ ବାରମ୍ବାର ଅଭିଯୋଗ ହୋଇଥିଲେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ…
Read More...

ଟଙ୍କା ଫେରସ୍ତ ନିଷ୍ପତିକୁ ରାଜ୍ୟସରକାର ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣଭାବେ ପ୍ରତ୍ୟାହାର କରନ୍ତୁ :ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନାକୁ ତରବରିଆ ଭାବେ ଆରମ୍ଭ କରାଯାଇ ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ୨୦୧୯…
Read More...

ଆଦିବାସୀ ନାବାଳିକାଙ୍କ ଇଜ୍ଜତ ସହ ଖେଳ ଖେଳୁଛନ୍ତି ରାଜ୍ୟସରକାର : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରି ପରେ ତାଙ୍କୁ ଏକ ତେନ୍ତୁଳି ଗଛରେ ଓହଲାଇ ଦେଇଥିଲେ…
Read More...

ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର କରିଥିବା ୫୦୦ ଶହ କୋଟି ଟଙ୍କାର କର୍ପସ ପାଣ୍ଠି…

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡିଆ ଶ୍ରମିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିଲେ । କରୋନା ମହାମାରୀ…
Read More...