Browsing Category
Politics
ପାଟକୁରା ନିର୍ବାଚନ ପାଇଁ ନୂଆ ନିୟମ ଆଣିଲେ ସିଇଓ
ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବାକି ରହିଲା ଆଉ ମାତ୍ର ଦିନଟିଏ । ପାଟକୁରା ମତଦାନ ବେଳେ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା!-->!-->!-->…
Read More...
Read More...
ବିଦ୍ରୋହୀ ବିଧାୟକଙ୍କ ବାବଦରେ ବାଚସ୍ପତି ନେବେ ନିଷ୍ପତ୍ତି:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କର୍ଣ୍ଣାଟକାରେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ। ଏଥିପାଇଁ ସମସ୍ତ କ୍ଷମତା ବାଚସ୍ପତିଙ୍କ ପାଖରେ ରହିଛି ବୋଲି ଆଜି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ସେ!-->…
Read More...
Read More...
ପାଟକୁରାରେ ନବୀନଙ୍କ ରୋଡ୍ ସୋ’
ଭୁବନେଶ୍ୱର: ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ ପାଟକୁରା ବିଧାନସଭା!-->…
Read More...
Read More...
ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ହେବା ଓଡିଶାବାସୀଙ୍କ ସମ୍ମାନ : ଧର୍ମେନ୍ଦ୍ର ପ୍ରଧାନ
ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱଭୂଷଣ ବାବୁଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରି ଓଡିଶାକୁ ପୁଣି ସ୧ାନିତ କରିଥିବାରୁ ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ
ଭୁବନେଶ୍ବର ; ବରିଷ୍ଠ ବିଜେପି ନେତା ତଥା ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ଓଡିଶା ବିଧାନସଭାକୁ ସେ ୫ଥର ନିର୍ବାଚିତ!-->…
Read More...
Read More...
କର୍ଣ୍ଣାଟକ ରାଜନୀତି ସଙ୍କଟ : ୧୮ରେ ଆସ୍ଥା ଭୋଟ
ବେଙ୍ଗାଲୁରୁ : ଆସନ୍ତା ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆସ୍ଥା ଭୋଟ୍ର ସମ୍ମୁଖୀନ ହେବେ । ସୋମବାର ବାଚସ୍ପତି କେଆର୍ ରମେଶ କୁମାର ବିଧାନସଭାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି ।!-->…
Read More...
Read More...
ସାଂସଦଙ୍କୁ ରିପୋର୍ଟ ତଲବ କଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ଲିଖିତାକାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶଭୁବନେଶ୍ୱର : ପଞ୍ଚମ ପାଳି ସରକାରକୁ ଆସିବା ପରେ ବିଜେଡି ସୁପ୍ରିମୋ
ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଆଗ୍ରେସିଭ!-->!-->!-->…
Read More...
Read More...
ପାଟକୁରାରେ ବିଜୟଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର
୭ଟି ପଞ୍ଚାୟତର ୨୦ଟି ସ୍ଥାନରେ କଲେ ପଥପ୍ରାନ୍ତ ସଭା ଓ ରୋଡ ଶୋ’ପାଟକୁରା : ପାଟକୁରା ବିଧାନସଭା ଭୋଟ ଲାଗି ଆଉ ମାତ୍ର ପାଞ୍ଚ ଦିନ ବାକି ଅଛି କେଉଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା ଚାଲିଥିବାବେଲେ ଆଜି!-->!-->!-->…
Read More...
Read More...
ବଦଳିଲେ ମହାରାଷ୍ଟ୍ରର ପିସିସି ସଭାପତି : ବାଲାସାହେବ ଥୋରାଟଙ୍କୁ ଦାୟୀତ୍ବ
ମୁମ୍ବାଇ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କଂଗ୍ରେସ ପୁଣିଥରେ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରିଛି। ଏହିକ୍ରମରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ପିସିସି ମୁଖ୍ୟ ଭାବେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି!-->…
Read More...
Read More...
ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ପ୍ରଚାରକ ତାଲିକା
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା!-->…
Read More...
Read More...
କର୍ଣ୍ଣାଟକା ରାଜନୀତି: ଆସ୍ଥା ଭୋଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବୁଡ଼ିବା ସ୍ଥିତିରେ ପହଞ୍ଚିଛି। ତେବେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ!-->…
Read More...
Read More...
ଧାନମଣ୍ଡି ଓ ପୁରୀରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି । ଧାନ ମଣ୍ଡି, ପୁରୀରେ ନାବାଳିକାକୁ ଦୁଷ୍କର୍ମ ଓ ଆବାସିକ ବିଦ୍ୟାଳୟରେ!-->…
Read More...
Read More...
ବିଧାନସଭାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ-ଚନ୍ଦ୍ରବାବୁ ମୁହାଁମୁହିଁ
ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଦିନ ବିଧାନସଭାରେ ମୁହାଁମୁହିଁ ହୋଇଯାଇଥିଲେ | କିଛି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ!-->…
Read More...
Read More...
ବିଜୟଙ୍କ ରଥରେ ପ୍ରତାପ ସାରଥୀ
ପାଟକୁରା : ପାଟକୁରା ନିର୍ବାଚନ ନିଦ ହଜାଇଲାଣି। ମାଳମାଳ ନେତା ଏବେ ପାଟକୁରାରରେ । ଏହି ଅବସରରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ବିଜେପିର ହେବି ଓ୍ବେଟନେତା ଏବେ ପାଟକୁରାରରେ । ବିଜୟଙ୍କୁ ବିଧାନସଭାକୁ!-->…
Read More...
Read More...
