Browsing Category

Politics

ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲୁ ରହିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର…
Read More...

ବ୍ରେକଫାଷ୍ଟରେ ନବୀନଙ୍କ ଗୁରୁମନ୍ତ୍ର:‘ଲୋକଙ୍କ ସହ ରୁହ, ଲୋକଙ୍କ ଲାଗି କାମ କର’

ଭୁବନେଶ୍ୱର: ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ଉଚ୍ଚାରଣ କିପରି ରହିବା ଉଚିତ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି।ଏଥିଲାଗି ଆଜି…
Read More...

ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବେ ସୋନମ୍‌ ପଲେଇ

ବ୍ରହ୍ମପୁର:ଖାଲି ପଡ଼ିଥିବା ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦ ପାଇଁ ଆଜି (ମଙ୍ଗଳବାର) ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ପଦଲାଗି ଖଲିକୋଟ ବ୍ଲକ ୧୧ ନଂ…
Read More...

କଂଗ୍ରେସ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ୱଲପୁର: କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ…
Read More...

ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ଚାଲିଥିବା ବେଳେ ଆସନ୍ତା ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଲୋକସଭାରେ ବିଜେପି…
Read More...

ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ସୁଶୀଲ କୁମାର ସିନ୍ଧେ !

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିବା ଘଟଣା ଦଳ ପାଇଁ ଏକ ସମସ୍ୟା ପାଲଟିିଛି। ରାହୁଲ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସର…
Read More...

ବିଜେପି ବିଧାୟକ ଦଳ ଉପନେତା ହେଲେ ବିଷ୍ଣୁ, ମୋହନଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ

ଭୁବନେଶ୍ୱର: : ଷୋଡ଼ଶ ବିଧାନସଭାରେ ବିରୋଧୀ ଦଳ ନେତା ପଦ ବିଜେପିର ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ମିଳିବା ପରେ ଆଜି ବିଜେପି ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ନିଯୁକ୍ତି…
Read More...

ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଜେଡିର ୨ ଓ ବିଜେପିର ଜଣେ ପ୍ରାର୍ଥୀ । ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ବିଜେପିର ବିଜେଡି ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ…
Read More...

ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ। ତେବେ କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ,କେଉଁ କ୍ଷେତ୍ର…
Read More...

ରଜନୀକାନ୍ତ ସିଂ ହେଲେ ବିଧାନସଭାର ଉପବାଚସ୍ପତି

ଭୁବନେଶ୍ୱର:ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ  ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର…
Read More...

ଆଜି ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ତେବେ ଏହି ପଦ ଲାଗି ବିଜେଡି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ତେଣୁ ସଂଖ୍ୟା ଦୃଷ୍ଟିରୁ ସେ ବିଧାନସଭା ଉପବାଚସ୍ପତି…
Read More...

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ଉପବାଚସ୍ପତି ନିର୍ବାଚନ ଆସନ୍ତାକାଲି ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଏହି ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ଆଜି ମଧ୍ୟାହ୍ନ ସୁଦ୍ଧା…
Read More...

୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ୩ଟି ଆସନ ପାଇଁ ଦାଖଲ ହୋଇଥିବା ବିଜେଡିର ଦୁଇ ଜଣ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ମିନୀ ବୈଷ୍ଣବଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି। ରାଜ୍ୟସଭା…
Read More...

ରାହୁଲଙ୍କ ଘୋଷଣା: କଂଗ୍ରେସ ଅଧ୍ୟକ୍ଷ ପଦବୀରେ ରହିବାକୁ ଚାହୁଁନି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀରେ ରହିବେ ନାହିଁ ବୋଲି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଲୋକସଭା ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ଦଳର…
Read More...