Browsing Category
Politics
ପାଟକୁରା ପାଇଁ ବିଜେଡି, ବିଜେପି ପ୍ରକାଶ କଲେ ଷ୍ଟାର ପ୍ରଚାରକ ତାଲିକା
ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ୪୦ ଜଣ ସଦସ୍ୟ ଅଛନ୍ତି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ନିଜେ…
Read More...
Read More...
ଆସନ୍ତା ୧୭ରେ ପାଟକୁରା ଗସ୍ତ କରିବେ ନବୀନ!
ଭୁବନେଶ୍ୱର: ଆଗକୁ ରହିଛି ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ…
Read More...
Read More...
କର୍ଣ୍ଣାଟକ ରାଜନୀତି: ବାଚସ୍ପତିଙ୍କୁ ଭେଟିଲେ ବିଜେପି ନେତା ୟେଦ୍ୟୁରପ୍ପା
ବାଙ୍ଗାଲୁରୁ : କର୍ଣ୍ଣାଟକର ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଜଟିଳ ହେଉଛି । ଆଜି କଂଗ୍ରେସର ଆଉ ଦୁଇଜଣ ବିଧାୟକ ଏମଟିବି ନାଗରାଜ ଓ କେ.ସୁଧାକର ଇସ୍ତଫା ଦେଇଛନ୍ତି । ଫଳରେ ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସ ବିଧାୟକଙ୍କ…
Read More...
Read More...
କର୍ଣ୍ଣାଟକ ରାଜନୀତି: ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବାଚସ୍ପତି
ବେଙ୍ଗାଲୁର: ଗତ ୪ ଦିନ ହେବ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟ ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବାଚସ୍ପତି କେଆର୍ ରମେଶ କୁମାର। ବାଚସ୍ପତି ଚିଠି ଲେଖି ଜଣାଇଛନ୍ତି ଯେ କେହି ବି ବିଦ୍ରୋହୀ ବିଧାୟକ ତାଙ୍କୁ…
Read More...
Read More...
ପାଟକୁରା ନିର୍ବାଚନ ପାଇଁ ବିଜେଡିର ରଣନୀତି: ନବୀନ ନିବାସରେ ବୈଠକ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଜି ନବୀନ ନିବାସରେ ଆଲୋଚନା କରିଛନ୍ତି । ନବୀନ ନିବାସରେ ମନ୍ତ୍ରୀ ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ!-->…
Read More...
Read More...
ରାଜନୀତିରୁ ସନ୍ୟାସ ନେବେ ହରିଶ ରାଓ୍ୱତ୍!
ଡେରାଡୁନ: ରାଜନୀତିରୁ ସନ୍ୟାସ ନେଇ ପାରନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ୍। ନିକଟରେ ସେ କଂଗ୍ରେସ ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାୱତ!-->…
Read More...
Read More...
ପାଟକୁରା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ଦାମ
ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ୍। ପାଟକୁରା ନିର୍ବାଚନ ପ୍ରସଙ୍ଗରେ ଦାମ ଏକ ଗରମାଗରମ ମନ୍ତବ୍ୟ ଦେଇ!-->…
Read More...
Read More...
ବିଜେପିରେ ସାମିଲ ହେଲେ ଭୋଜପୁରୀ ଡାନ୍ସର ସ୍ୱପ୍ନା ଚୈାଧୁରୀ
ଅପେକ୍ଷାର ଅନ୍ତ ଘଟିଛି । ଚର୍ଚ୍ଚିତ ଭୋଜପୁରୀ ଡାନ୍ସର ସପ୍ନା ଚୈାଧୁରୀ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ବିଜେପିର ସଦସ୍ୟତା ଅଭିଯାନରେ ସଦସ୍ୟତା ଗ୍ରହଣ କରି ଦଳରେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ମାସକର ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆଜି ପୂରୁଛି ମାସକର କଣ୍ଟ। ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି। ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି!-->…
Read More...
Read More...
ଆରମ୍ଭ ହେଲା ବିଜେପିର ସଙ୍ଗଠନ ପର୍ବର ‘ସଦସ୍ୟତା ସଂଗ୍ରହ ଅଭିଯାନ’
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିର ଭିମଟାଙ୍ଗିରେ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ସାରା!-->…
Read More...
Read More...
ଜେଡିଏସ ଏବଂ କଂଗ୍ରେସର ୮ ଜଣ ବିଧାୟକଙ୍କ ଇସ୍ତଫା
କର୍ଣ୍ଣାଟକ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବଦଦସ୍ତ ଝଟକା। ଉଭୟ ଜେଡିଏସ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ସରକାରକୁ ବଞ୍ଚାଇବା ପାଇଁ ଏବେ ଶାସକ ଦଳ ଜୋରଦାର ପ୍ରୟାସ କରୁଛି।!-->…
Read More...
Read More...
ଅଗଷ୍ଟ ୫ରେ ଭେଲୋର ଲୋକସଭା ଆସନ ପାଇଁ ନିର୍ବାଚନ
ଚେନ୍ନାଇ: ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି।!-->!-->!-->…
Read More...
Read More...
ଜୁଲାଇ ୨୦ରେ ପାଟକୁରା ନିର୍ବାଚନ, ୨୪ରେ ଭୋଟ ଗଣତି
ଭୁବନେଶ୍ବର : ଜୁଲାଇ ୨୦ରେ ହେବ କେନ୍ଦ୍ରାପଡା ପାଟକୁରା ବିଧାନସଭା ଲାଗି ନିର୍ବାଚନ । ୨୪ରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଏନେଇ ଆଜି ବିଂଗ୍ୟପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନ ଏହି ବଂଗ୍ୟପ୍ତି ପ୍ରକାଶ!-->…
Read More...
Read More...
ମୋତିଲାଲ ଭୋରା ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା!-->…
Read More...
Read More...
