Browsing Category

Politics

ବିଜେପି ଦାୟିତ୍ୱକୁ ଆସିଲେ କେନ୍ଦ୍ରାପଡାରେ ଯୁବକଙ୍କୁ ମିଳିବ ରୋଜଗାର:ଧର୍ମେନ୍ଦ୍ର ପ୍ରଧାନ

ପାଟକୁରା: ୧୯ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ଏଠାରେ ଯୁବକମାନଙ୍କ ରୋଜଗାର ପାଇଁ ଛୁଂଚି ତିଆରି କରଖାନା ନିର୍ମାଣ ହୋଇପାରିଲାନାହିଁ । ଓଡିଶାରେ ବିଜେପି ଦାୟିତ୍ୱକୁ ଆସିଲେ କେନ୍ଦ୍ରାପଡା ଜିଲ୍ଲାରେ ଯୁବକଙ୍କୁ ରୋଜଗାର…
Read More...

ଅଚ୍ୟୁତଙ୍କ ପାଇଁ ଦୂତୀ ପ୍ରଚାର କରୁଥିବା ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ଆମ୍ବାସାଡର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାମରେ ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସେ ଅଚ୍ୟୁତଙ୍କ ପାଇଁ ଭୋଟ୍…
Read More...

ପ୍ରଥମେ ଚୌକିଦାରକୁ ଗାଳି ଦେଉଥିଲେ ଏବେ ସବୁ ମୋଦି ନାମଧାରୀ ବ୍ୟକ୍ତିକୁ ଗାଳି ଦେଉଛନ୍ତି : ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶରେ ନିର୍ବାଚନୀ ତାତି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ପୁଣି ଥରେ ସତ୍ତାକୁ ଆସିବା ପାଇଁ ମାରାଥନ୍ ପ୍ରଚାର ଚଳାଇଛନ୍ତି । ଗତକାଲି ଓଡ଼ିଶାରେ ଆସିଥିବା ବେଳେ ଆଜି…
Read More...

ପ୍ରଚାର ବେଳେ ବିଜେପିର କର୍ମୀଙ୍କୁ ଆକ୍ରମଣ ଅଭିଯୋଗ: ୯ଜଣ ଆହତ

ଭୁବନେଶ୍ବର : ଭୁବନେଶ୍ବରର ନିଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟିକ ପ୍ରାର୍ଥୀ ଅପରାଜିତା…
Read More...

ବିଜେପିରେ ଯୋଗଦେଲେ ସାଧ୍ୱୀ ପ୍ରଜ୍ଞା: ଭୋପାଳରୁ ନିର୍ବାଚନ ଲଢିବେ!

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରୁ ଚର୍ଚ୍ଚାକୁ ଆସିଥିବା ହିନ୍ଦୁ ସନ୍ୟାସିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ବୁଧବାର ବିଜେପିରେ ଯୋଗଦେଇଛନ୍ତି। ସେ ବୁଧବାର ସକାଳେ ଭୋପାଳସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ…
Read More...

ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକସଭା, ୩୫ ବିଧାନସଭା କ୍ଷେତ୍ରରେ ହେବ ଭୋଟଗ୍ରହଣ

ଭୁବନେଶ୍ଵର: ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ୩୫ଟି…
Read More...

ମାଆମାନେ ବିକାଶର ଡବଲ୍‌ ଇଞ୍ଜିନ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌। ମିସନ ଶକ୍ତି ପାଇଁ ମୋ ସରକାର କାମ କରିଚାଲିଛି ବୋଲି ବୁଧବାର ପୂର୍ବାହ୍ନରେ ମୟୂରଭଞ୍ଜରର ଠାକୁମୁଣ୍ଡା ଠାରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ…
Read More...

ପ୍ରଚାର ମଇଦାନରେ ନବୀନ : ଆଜି କରଞ୍ଜିଆରୁ ଆରମ୍ଭ, କଟକରୁ ଭୁବନେଶ୍ୱର ରୋଡ୍ ସୋ’ରେ ଶେଷ

ଭୁବନେଶ୍ୱର :ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ଆରମ୍ଭ ହେବ…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥ୍ ଅଭିମୁଖେ ପୁଲିଂ ପାର୍ଟି

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ସନ୍ଧ୍ୟାରୁ ପୁଲିଂ ପାର୍ଟି ସମସ୍ତ ନିର୍ବାଚନ ସାମଗ୍ରୀ ଧରି ମତଦାନ…
Read More...

ତାମିଲନାଡୁର ଭେଲୋର୍‌ ଲୋକସଭା ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର୍‌ ଲୋକସଭା ଆସନର ଭୋଟ୍‌ ଗ୍ରହଣ ବାତିଲ କରାଯାଇଛି ବୋଲି ମଙ୍ଗଳବାର ଦିନ ନିର୍ବାଚନ କମିସନ କହିଛନ୍ତି। ଏପ୍ରିଲ୍‌ ୧୮ ତାରିଖରେ ଭୋଟ୍‌ ଗ୍ରହଣ ସେ ଆସନରୁ ଭୋଟ୍‌ ଗ୍ରହଣ କରାଯିବା ପାଇଁ ଦିନ…
Read More...

ଆଜି କଟକରେ ନବୀନ ଓ ଅମିତ ଶାହାଙ୍କ ରୋଡ-ଶୋ’

କଟକ : ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଉଭୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଓ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ବରମୁଣ୍ଡା ଜନସମାବେଶରେ ପୁଣି ଡବଲ ଇଞ୍ଜିନ କଥା ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ସମ୍ବଲପୁରର ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଜଧାନୀ ଭୁବେନଶ୍ୱରରେ ପହଞ୍ଚିବାପରେ ବିମାନ ବନ୍ଦରଠାରୁ ବରମୁଣ୍ଡା ସମାବେଶ ପଡ଼ିଆ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ଏହାପରେ ସେ ବରମୁଣ୍ଡା ପଡିଆରେ ଆୟୋଜିତ…
Read More...

କେନ୍ଦ୍ର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ଅଛି: ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜିର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ରହିଛି। ଦିଲ୍ଲୀରେ ଏକ ମଜବୁତ ସରକାର ବସିଛି ବୋଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାଧାରଣ ଜନତାଙ୍କୁ କହିଛନ୍ତିି। ଭାରତୀୟ ଜନତା ପାର୍ଟି ପକ୍ଷରୁ…
Read More...

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପରେ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ…
Read More...