ଭୁବନେଶ୍ୱରରେ ନିର୍ମାଣଧୀନ କୃଷି ଭବନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର   :  ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ନିକଟରେ ନିର୍ମାଣଧୀନ ଥିବା କୃଷି ଭବନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ବିଭାଗୀୟ କର୍ତ୍ତୃପକ୍ଷ , ନିର୍ଦ୍ଦେଶକ, ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧିକାରୀ ଓ ପୂର୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 

Leave A Reply

Your email address will not be published.