ଜୁନ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆସନ୍ତାଜୁନ୍ ୨୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ।୨୨ତାରିଖରୁ ପରୀକ୍ଷା ଆରମ୍ଭ ହୋଇ୨୯ତାରିଖରେ ଶେଷହେବ ।ପରୀକ୍ଷା ପାଇଁଗୁରୁବାରଠାରୁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହୋଇ ୩୧ରେ ସରିବ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣକଥା ହେଉଛିଏହିମାଟ୍ରିକ ୍ସପ୍ଲିମେଣ୍ଟାରୀ ପରୀକ୍ଷାରେ ତୃତୀୟ ଭାଷା ଅର୍ଥାତ୍ ହିନ୍ଦୀଏବଂସଂସ୍କୃତ ଅଲଗା ଅଲଗା ଦିନରେ ଅନୁଷ୍ଠିତହେବ ।ହିନ୍ଦୀ ପରୀକ୍ଷା ୨୫ତାରିଖରେ ହେବାକୁ ଥିବାବେଳେସଂସ୍କୃତ ପରୀକ୍ଷା ୨୬ରେ ହେବ ।

Leave A Reply

Your email address will not be published.