ଝାଡ଼ଖଣ୍ଡ ନିର୍ବାଚନ: ଭୋଟିଂବେଳେ ବୋମାରେ ସେତୁ ଉଡ଼ାଇଲେ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବାବେଳେ ନକ୍ସଲ ହିଂସାକାଣ୍ଡ କରିଛନ୍ତି | ନକ୍ସଲମାନେ ଗୁମଲା ଜିଲ୍ଲା ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ଗୋଟିଏ ପୋଲ(ସେତୁ)କୁ ବୋମାରେ ଉଡାଇ ଦେଇଛନ୍ତି ।…
Read More...

ମହାରାଷ୍ଟ୍ରରେ ସଡକ ଦୁର୍ଘଟଣା: ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଧୂଲେର ବିଂଛୁରରେ ଏକ ପୋଲ ଉପରୁ ପିକଅପ ଭ୍ୟାନ ନଦୀ ଗର୍ଭକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି | ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତି…
Read More...

ଦିଶାଙ୍କ ହଟ୍‌ ଫଟୋ ଭାଇରାଲ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଅଧିକାଂଶ ସମୟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଟ୍‌ ଫଟୋ ଅପ୍‌ଲୋଡ୍‌ କରି ଫ୍ୟାନଙ୍କୁ ନିଜ ଆଡ଼କୁ…
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ ହୋଇଯାଇଛି । ୧୯୮୨ ନଭେମ୍ବରରୁ ୧୯୮୭ ମସିହା ଯାଏଁ ନାକାସୋନେ ଜାପାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଜାତୀୟ ଗଣମାଧ୍ୟମ…
Read More...

ବାଲେଶ୍ୱରରେ ଗଣବିବାହ: ୭୫ ଯୋଡ଼ି ଯୁବକଯୁବତୀ ପାଲଟିଲେ ଜୀବନସାଥୀ

ବାଲେଶ୍ୱର: ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୁଳିହୁଳିରେ କମ୍ପି ଉଠିଲା ପରିବେଶ। ଏହାବ୍ୟତୀତ  ସିନ୍ଦୁର ପିନ୍ଧା ସହ ହାତଗଣ୍ଠି ମଧ୍ୟ ପଡ଼ିଲା। ବାପ ଘରୁ ବିଦା ହେବା ପରି ଗହଣାଗାଣ୍ଠି ଧରି ଶାଶୁ ଘରକୁ ଗଲେ ଝିଅ।…
Read More...

ଲଣ୍ଡନ: ଆତଙ୍କବାଦୀ ଆକ୍ରମଣରେ ୨ ମୃତ, ଆକ୍ରମଣକାରୀ ନିହତ

ଲଣ୍ଡନ: ଐତିହାସିକ ଓ ପ୍ରସିଦ୍ଧ ଲଣ୍ଡନ ବ୍ରିଜରେ ଶୁକ୍ରବାର ଅପରାହ୍ନରେ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆକ୍ରମଣକାରୀକୁ ମଧ୍ୟ ନିହତ…
Read More...

ଅଚାନକ ପେଟ୍ରୋଲ ପମ୍ପ କଲେ ଚଢ଼ାଉ, ସିଜ କରିବାକୁ ଦେଲେ ନିର୍ଦ୍ଦେଶ

ରାଉରକେଲା : ନିମ୍ନ ମାନର ପେଟ୍ରୋଲ ବିକ୍ରି କରି ଲୋକଙ୍କୁ ଠକୁଥିଲା ପେଟ୍ରୋଲ ପମ୍ପ | ତେବେ ଶୁକ୍ରବାର ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ପରେ ସିଜ ହୋଇଛି ପେଟ୍ରୋଲ ପମ୍ପ | ସୁନ୍ଦରଗଡ ଜିଲ୍ଲା କୋଇଡାରେ କିଛି ଏଭଳି ଘଟଣା…
Read More...

ଡିସେମ୍ବର ୪କୁ ବୃଦ୍ଧି ପାଇଲା ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆବେଦନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମପୂରଣ ଆସନ୍ତା ଡିସେମ୍ବର ୪ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ଲକ୍ ଶିକ୍ଷାଧିକାରୀ ଓ ସେକେଣ୍ଡାରି…
Read More...

ଜ୍ଞାନପୀଠ ପୁରସ୍କାର ପାଇବେ ମାଲୟାଲମ ଲେଖକ ଅକ୍କିଥମ୍‌

ନୂଆଦିଲ୍ଲୀ : ବିଶିଷ୍ଟ ଗାନ୍ଧିବାଦୀ ମାଲୟାଲମ ଲେଖକ ଅକ୍କିଥମ ଅଚ୍ୟୁତନ ନମ୍ବଦିରିଙ୍କୁ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଘୋଷଣା ହୋଇଛି। ଏହା ପୂର୍ବକୁ ଅକ୍କିଥମଙ୍କୁ ୨୦୧୭ରେ ପଦ୍ମଶ୍ରୀ…
Read More...

ପିଆଜ ଦର ୧୦୦ ଟପିଲା

ନୂଆଦିଲ୍ଲୀ : ଦେଶରେ ପିଆଜର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଭିନ୍ନ ସହରରେ ପିଆଜ କିଲୋ ଏବେ ୧୦୦ ଟଙ୍କା ଟପିଗଲାଣି। କିଛି ସହରରେ ପିଆଜ ଦର କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି।…
Read More...