ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ଭୋଟ ଗ୍ରହଣ ଜାରି

ରାଞ୍ଚି: ଆଜି ଝାଡଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏବଂ ଅପରାହ୍ନ ୩ଟାରେ ଏହା ଶେଷ ହେବ । ଆଜି ରାଜ୍ୟର ୬ଟି ଜିଲ୍ଲାର ୧୩ଟି…
Read More...

ଡିସେମ୍ବର ପହିଲାରୁ ହ୍ରାସ ପାଇବ ‘ମୋ ବସ୍‌’ ଯାତ୍ରୀ ଭଡା

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ ‘ମୋ ବସ’ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। କ୍ୟାପିଟାଲ ରିଜିନ ଅରବାନ୍‌ ଟ୍ରାନ୍ସପୋର୍ଟ’ (କ୍ରୁଟ) ଆଗାମୀ ୨ ମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡାରେ ଅହେତୁକ ରିହାତି କରି…
Read More...

ଭେଟେରିନାରୀ ଡାକ୍ତର ଯୁବତୀଙ୍କ ହତ୍ୟା ମାମଲା: ପୀଡ଼ିତାଙ୍କ ମା’ କହିଲେ ଦୋଷୀଙ୍କୁ ଜୀଅନ୍ତା ଜାଳିଦିଅ

ହାଇଦ୍ରାବାଦ: ସବୁ ସପ୍ତାହ ପରି ଏଥର ବି ତାଙ୍କ ପାଇଁ ସାଧାରଣ ବୁଧବାରଟିଏ ଥିଲା। କିନ୍ତୁ ବିପଦରେ ପଡ଼ି ସହାୟତା ମାଗିବା ତାଙ୍କ ପାଇଁ କାଳରାତ୍ରି ପାଲଟିଗଲା। ସହାୟତା ନାଁରେ କିଛି ଅପରାଧୀ ଜଣେ ୨୬ ବର୍ଷର ଭେଟେରିନାରୀ…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମୈୟାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ

ବେଙ୍ଗାଲୁରୁ :ବେଙ୍ଗାଲୁରୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମୈୟାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି । ସେହିପରି ପୂର୍ବତନ ମନ୍ତ୍ରୀ ପରମେଶ୍ୱର ଏବଂ ଡିକେ ଶିବକୁମାରଙ୍କ ଏବଂ ବେଙ୍ଗାଲୁରୁ…
Read More...

ନିର୍ଦ୍ଧାରିତ ଅବଧି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା ବନ୍ଦକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ନିର୍ଦ୍ଧାରିତ ଅବଧିର ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଛନ୍ତି | କଂଗ୍ରେସ ବିଧାୟକ ତାରା ବାହିନୀପତି…
Read More...

ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଉଦ୍ଧବ ସରକାର

ମୁମ୍ବାଇ : ମହାରାଷ୍ଟ୍ରରେ ଗତକାଲି ଶପଥ ନେଇଥିବା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ଶନିବାର ଦିନ ଆସ୍ଥାଭୋଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନ ମଣ୍ଡଳ ସୁତ୍ରରୁ ଜଣାପଡିଛି ଯେ ଶନିବାରଦିନ…
Read More...

ରାସ୍ତାରେ ଟ୍ରାଫିକ ପୁଲିସଙ୍କ କଣ୍ଢେଇ ହେଲେ ମୁତୟନ

ବାଙ୍ଗାଲୋର: ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯାଉଛି | ଏବେ ବାଙ୍ଗାଲୋର ଟ୍ରାଫିକ ପୁଲିସ ପକ୍ଷରୁ ଏକ ଭିନ୍ନ ବ୍ୟବସ୍ଥା ଆପଣାଯାଇଛି | ଯାହାଦ୍ୱାରା…
Read More...

ଗୋଡ଼ସେ ବୟାନ: କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଲୋକସଭାରେ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ହରଡ଼ଘଣାରେ ପଡ଼ିଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ପୁନର୍ବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଥର ସେ ଗୋଟିଏ ବାକ୍ୟରେ କହିଛନ୍ତି ଯେ, ନଭେମ୍ବର…
Read More...

ଆଇଟମ୍ ସଙ୍ଗରେ ସନ୍ନି

ମୁମ୍ୱାଇ: ପୁଣିଥରେ ସନ୍ନି ଲିୟୋନି ରାଗିନୀ ଏମଏମଏସ୍ ସିରିଜ୍ ରେ ଯୋଡି ହୋଇଯାଇଛନ୍ତି । ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହାପୂର୍ବରୁ ଏହି ଫିଲ୍ମର ଏକ ଗୀତର ଟିଜର ସାମ୍ନାକୁ ଆସିଛି । ଯାହାକୁ ଫିଲ୍ମମେକର ଏକତା…
Read More...

ରାଜଧାନୀରେ ମଣିଷ କଙ୍କାଳ ଠାବ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ମଣିଷ କଙ୍କାଳ ଠାବ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ମଣିଷ କଙ୍କାଳ ଠାବ ହୋଇଛି। ଏକ ପଲିଥିନରେ ହାଡ଼ ଓ ଖପୁରିବନ୍ଧା…
Read More...