ଆଜି ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୈାଦ୍ଧ: ୩ ଦଫା ଦାବୀରେ ବୈାଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି । କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁ କାମ ଓ ସହରରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀ…
Read More...

୨୦ କୋଟି ଟଙ୍କାରେ ପୁନଃରୁଦ୍ଧାର ହେବ ଶିବାଜୀ ଦୁର୍ଗ

ମୁମ୍ବାଇ: ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଗୁରୁବାର ରାତି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସର୍ବ…
Read More...

ହୀରାକୁଦରେ ରୋପ ୱେ ସେବା ଆରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିକାଶ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ହୀରାକୁଦରେ ଆରମ୍ଭ ହେଲା ରୋପ ୱେ ସେବା । ଏଣିକି ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଡ୍ୟାମ ବୁଲିବା ସହ ରୋପ ୱେର ମଧ୍ୟ ମଜା ନେଇପାରିବେ ।…
Read More...

ଘନ କୁହୁଡ଼ି : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଜାରି ରହିଛି ଘନ କୁହୁଡ଼ି। ଲଗାତାର ତିନି ଦିନ ହେଲା ରଜ୍ୟର ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ‌ଠିକ୍‌ ଭାବେ…
Read More...

ଉଦଘାଟନ ହେବ ଇସ୍ରୋର ପ୍ରଥମ ଇନୋଭେସନ ସେଣ୍ଟର

ସମ୍ବଲପୁର : ଆସନ୍ତା ୩୦ ତାରିଖ କେବଳ ସମ୍ବଲପୁର କି ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ପ୍ରଥମ ଇନୋଭେସନ ସେଣ୍ଟର ବୁର୍ଲାସ୍ଥିତ ବୀର…
Read More...

୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍‌

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୧ ମସିହା ଜାନୁଆରିରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଏ ନେଇ କେନ୍ଦ୍ର ମାନବ…
Read More...

ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ବର : ତାଳ, ମୁଦ୍ରା ଓ କମନୀୟ ଅଙ୍ଗଭଙ୍ଗୀରେ ମଜିବେ ଦର୍ଶକ। ଏସିଆର ସର୍ବବୃହତ୍‌ ବାଲୁକା କଳାରେ ବିଭୋର ହେବେ ପର୍ଯ୍ୟଟକ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠୁ ନେଇ ସମ୍ପୂର୍ଣ୍ଣ ପରିବେଶ ଆଲୋକମାଳାରେ ଝଲସିବ।…
Read More...

ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାର ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ବିଧାନସଭାର…
Read More...

ମହାରାଷ୍ଟ୍ର: ଆରମ୍ଭ ହେଲା ଠାକରେ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଐତିହାସିକ ଶିବାଜୀ ପାର୍କରେ ବିପୁଳ ଜନ ସମାଗମ ମଧ୍ୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।…
Read More...

ଓଡ଼ିଶା ମୁଖ୍ୟ ସଚିବ ଖାଇଲେ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ

ଭବାନୀପାଟଣା: ଓଡ଼ିଶା ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଗାନ୍ଧୀଛକ ନିକଟସ୍ଥ ଆହାର କେନ୍ଦ୍ର କିପରି ଚାଲିଛି,…
Read More...