ଦିଲ୍ଲୀ ପ୍ରଦୂଷଣ : ୫ ତାରିଖ ଯାଏ ସ୍କୁଲ୍‌ ବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀ‌େର ବାୟୁ ପ୍ରଦୂଷଣ ସ୍ତର ଆଜି ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି। ଜାତୀୟ ରାଜଧାନୀରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନରେ ମଧ୍ୟ କିଛି ଦେଖାଯାଉ ନାହିଁ। ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…
Read More...

ଆଜି ନୂଆପଡ଼ାରୁ ୪୭ ଓ କୋରାପୁଟରୁ ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା:ରାଜ୍ୟରେ ଦାଦନଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ତଥାପି କମିବାର ନାଁ ନେଉନାହିଁ । ପୋଲିସ ମଧ୍ୟ ବେଶ ତତ୍ପରତାର ସହ ଦାଦନ ଚାଲାଣ ରୋକିବା ପାଇଁ ଚେଷ୍ଟା ଜାରି କରିଛି । ପେଟ ପୋଷିବା…
Read More...

୫୦ ଫୁଟ୍‌ ଗଭୀର ବୋରେଓ୍ଵଲକୁ ଖସିପଡ଼ି ପାଞ୍ଚ ବର୍ଷୀୟ ଝିଅ ମୃତ

ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣଲ୍‌ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ୫୦ ଫୁଟ୍‌ ଗଭୀର ବୋରେଓ୍ଵଲ ମଧ୍ୟକୁ ପଡ଼ିଯାଇଥିବା ଗୋଟାଏ ପାଞ୍ଚ ବର୍ଷୀୟ ଝିଅକୁ ସୋମବାର ଦିନ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।ଉଦ୍ଧାରକାରୀ…
Read More...

କେନାଲ ଭିତରକୁ ଗଡ଼ିଗଲା ସ୍କୁଲ୍‌ ଭ୍ୟାନ୍‌: ଡ୍ରାଇଭର ଓ ୧୧ ପିଲା ଆହତ

ଚାରିଛକ: ସୋମବାର ସକାଳେ ପୁରୀ ଜିଲ୍ଲାର ବାହାରଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଇଦାବ କେନାଲ ଭିତରକୁ ଗୋଟାଏ ସ୍କୁଲ୍‌ ଭ୍ୟାନ୍‌ ଗଡ଼ିଯିବାରୁ ଡ୍ରାଇଭର୍‌ ଓ ୧୧ ଜଣ ପିଲା ସାମାନ୍ୟ ଆହତ ହୋଇଛନ୍ତି।ଆଜି ପରୀକ୍ଷା ଥିବାରୁ…
Read More...

ଓଡିଶାରେ ବାତ୍ୟା ହେବାର ସମ୍ଭାବନା

ଭୁବନେଶ୍ଵର:ପୁଣି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ଶେଷ ବେଳକୁ ବାତ୍ୟା…
Read More...

ଗିରଫ ହେଲେ କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ

କେନ୍ଦ୍ରାପଡ଼ା: ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପ଼ଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ ହୋଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ…
Read More...

ଆଜି ଆସିବ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ

ପୁରୀ:ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାରେ ଶୁଣାଣୀ ସରିଛି । ଆଜି ଶ୍ରୀମନ୍ଦିରର ସୁରକ୍ଷା ଶୃଙ୍ଖଳିତ ଦର୍ଶନ, ଉଚ୍ଛେଦ ପ୍ରକ୍ରିୟା ଓ  ସେବାପୂଜା ନେଇ ଆଜି ମଧ୍ୟବର୍ତ୍ତୀକାଳିନ ରାୟ ବା ଅନ୍ତରୀଣ…
Read More...

୫୦ ଫୁଟ୍‌ ଗଭୀର ବୋରେଓ୍ଵଲକୁ ଖସିପଡ଼ିଛି ପାଞ୍ଚ ବର୍ଷୀୟ ଝିଅ

ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣଲ୍‌ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ୫୦ ଫୁଟ୍‌ ଗଭୀର ବୋରେଓ୍ଵଲ ମଧ୍ୟକୁ ପଡ଼ିଯାଇଥିବା ଗୋଟାଏ ପାଞ୍ଚ ବର୍ଷୀୟ ଝିଅକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଥିବା କଥା ସୋମବାର ଦିନ ପୁଲିସ…
Read More...

ଆଜିଠୁ କାର୍ଯ୍ୟରେ ଯୋଗଦେବ ହାଇକୋର୍ଟ ଆଇନଜୀବୀ

କଟକ: ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ । ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ…
Read More...

ନେପାଳ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ବରଖାସ୍ତ ହେଲେ ସବୁ ରାଜ୍ୟର ରାଜ୍ୟପାଳ

କାଠମାଣ୍ଡୁ: ଦେଶରେ କେପି ଶର୍ମା ଓଲି ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ରବିବାର ନେପାଳ ସରକାର ରାଜ୍ୟର ସମସ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରିଛନ୍ତି । ରବିବାର ସଂଧ୍ୟାରେ କ୍ୟାବିନେଟର…
Read More...