ଆସନ୍ତାକାଲିଠାରୁ ଓଟିପିଏଲର ତୃତୀୟ ସଂସ୍କରଣ

ଭୁବନେଶ୍ୱର : ନୀଳାଚଳ ସ୍ପୋର୍ଟ୍ସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ (ଓଟିପିଏଲ୍‌)ର ତୃତୀୟ ସଂସ୍କରଣ ଆସନ୍ତାକାଲିଠାରୁ କିଟ୍ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଫେସନାଲ୍ ଟେନିସ୍…
Read More...

୨୦୨୨ ସୁଦ୍ଧା ମୋଦୀ ସରକାର ନିର୍ମାଣ କରିବେ ନୂତନ ସଂସଦ ଭବନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ନକ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି ମୋଦୀ ସରକାର। ଏହି ଯୋଜନା ଅଧୀନରେ ରାଷ୍ଟ୍ରପତି ଭବନକୁ ଲାଗିକରି ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ନୂତନ ଆବାସ ନିର୍ମାଣ ସହ…
Read More...

ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ନେଲେ ସତ୍ୟପାଲ ମଲ୍ଲିକ

ପାନାଜୀ: ଗୋଆର ନୂତନ ରାଜ୍ୟପାଳ ରୂପେ ସତ୍ୟପାଲ ମଲ୍ଲିକ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ…
Read More...

ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଘନ କୁହୁଡ଼ି ଯୋଗୁଁ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୩୨ ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ପାଗ ଖରାପ ହେବା ସହ ଘନ କୁହୁଡ଼ି ସୃଷ୍ଟି ହେବା ଯୋଗୁଁ ଦିନରେ…
Read More...

ଭାରତର ନୂତନ ମାନଚିତ୍ରକୁ ଭୁଲ ଓ ବେଆଇନ ଦର୍ଶାଇଲା ପାକିସ୍ତାନ

ଇସଲାମାବାଦ:ଜାମ୍ମୁ-କାଶ୍ମୀର  ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇବା ପରେ ଭାରତ ସରକାର ନୂତନ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି, ଯାହାକୁ ମାନିବାକୁ ପାକିସ୍ତାନ ପ୍ରସ୍ତୁତ ନୁହଁ। ପାକିସ୍ତାନ…
Read More...

ଫାର୍ସ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ପୀଡିତା ପରିବାରକୁ ନ୍ୟାୟ ଦେବା ନାଁରେ ବିଜେପି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫାର୍ସ କରୁଛି । ଏହାଦ୍ୱାରା ଦଳ ମାମଲାର ତଦନ୍ତକୁ ଅଧିକ ବାଟବଣା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।…
Read More...

ଉଦ୍‌ଘାଟନ ପୂର୍ବରୁ କର୍ତ୍ତାରପୁର କରିଡରର ଫଟୋକୁ ଟୁଇଟରରେ ଛାଡ଼ିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ବହୁ ଚର୍ଚ୍ଚିତ କର୍ତ୍ତାରପୁର କରିଡର ସମେତ କର୍ତ୍ତାରପୁର କମ୍ପ୍ଲେକ୍ସ ଓ ଗୁରୁଦ୍ବାରା ଦର୍‌ବାର ସାହିବର ଫଟୋକୁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିଛନ୍ତି।…
Read More...

ଛଟ୍‌ ପୂଜା ଚାଲିଥିବା ବେଳେ ଭୁଶୁଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

ପାଟନା: ଆଜି ଛଟ୍‌ ପୂଜା ଚାଲିଥିବା ବେଳେ ବିହାରର ସମସ୍ତିପୁର ଠାରେ ଘଟିଯାଇଛି ଏକ ଅଘଟଣ। ଛଟ୍‌ପୂଜା ଉଦ୍ଦେଶ୍ୟରେ ଏକ ନଦୀର ଘାଟରେ ନଦୀ ଜଳରେ ପ୍ରବେଶ କରି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥିବା ବେଳେ ଘାଟ କୂଳରେ ଥିବା ଏକ…
Read More...

ପ୍ରଣବଙ୍କ ନିଆରା ଜନଶୁଣାଣି : ପଂଚାୟତରେ କଲେ ରାତ୍ରିଯାପନ, ବୁଝିଲେ ଲୋକଙ୍କ ଦୁଃଖ

ଯାଜପୁର : ରାଜଧାନୀ ଛାଡ, ନିର୍ବାଚନ ମଣ୍ଡଳିରେ ଅଧିକ ସମୟ କାଟ । ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅ। ରାତିରେ ଜିଲ୍ଲାରେ ରାତ୍ରିଯାପନ କର କ୍ଷ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କୁ ଏପରି ନିର୍ଦେଶ ଦେଇଥିଲେ…
Read More...

ପୋଖରୀ ହୁଡ଼ା ଅରମାରୁ ନବଜାତ ପୁତ୍ର ଉଦ୍ଧାର

କେନ୍ଦୁଝର: ରବିବାର ବଡ଼ି ସକାଳୁ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର ଗ୍ରାମର ମନୋହର ସାହିର ପୋଖରୀ ହୁଡ଼ାରେ ଥିବା ଅରମାବଣରୁ ଏକ ସଦ୍ୟଜାତ ପିଲା ଉଦ୍ଧାର କରାଯାଇଛି।ସକାଳୁ ସକାଳୁ ଲୋକେ ପୋଖରୀକୁ ଗଡୁଥିବା ବେଳେ…
Read More...