୫ରେ ରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର:ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆସନ୍ତା ୫ରେ ରାଜରାସ୍ଥାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯ୍ୟାତନା ପ୍ରସଙ୍ଗ ନେଇ…
Read More...

୫ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଗଜପତି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରୁ ୫ଜଣ ସ୍କୁଲ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସେମାନେ ଗତକାଲିଠାରୁ ସ୍କୁଲ ଯାଇଥିବା ବେଳେ ଆଉ ଘରକୁ ଫେରିନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ…
Read More...

୯ ଫୁଟିଆ ଅଜଗର ଉଦ୍ଧାର

ଆଗ୍ରା: ତାଜମହଲର ପଶ୍ଚିମପଟକୁ ଥିବା ପାର୍କିଙ୍ଗ୍‌ସ୍ଥଳରୁ ଦଳେ ବନ୍ୟପ୍ରାଣୀ ବିଶେଷଜ୍ଞ ଗୋଟାଏ ୯ ଫୁଟିଆ ଅଜଗର (ଇଣ୍ଡିଆନ୍‌ ରକ୍‌ ପାଇଥନ୍‌) ଧରିଛନ୍ତି। ତା’ଉପରେ ଚଢ଼ି ଯାଉ ଯାଉ ଅଟକି ଯାଇଥିବା କେତେକ ନିର୍ମାଣ କର୍ମଚାରୀ…
Read More...

ଭୁବନେଶ୍ବର ଓ କଟକ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ ହୋଇଛି ।ଶ୍ରଦ୍ଧାଳୁମାନେ ପ୍ରଥମ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ ଆଜି ପ୍ରାତଃ ସମୟରେ ଉଦିତ ସୂର୍ଯ୍ୟଙ୍କୁ…
Read More...

ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଟିମ୍‌, ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍‌ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍‌ ଟୋକିଓ…
Read More...

ଡିସେମ୍ବର ୧୪ରୁ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର କୋଣାର୍କଠାରୁ ୮ କିଲୋମିଟର ଦୂରରେ ୧୪ ଡିସେମ୍ବରରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଦେଶ ବିଦେଶର…
Read More...

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଇଟାଲିୟନ ଗୋଲ୍ଡେନ ଆୱାର୍ଡ଼

ଭୁବନେଶ୍ୱର: ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଅନ୍ତର୍ଜାତୀୟ ସମ୍ମାନ। ତାଙ୍କର ଚୟନ ପ୍ରତିଷ୍ଠିତ ‘ଇଟାଲିୟନ ଗୋଲ୍ଡେନ ସାଣ୍ଡ୍ ଆର୍ଟ ଆୱାର୍ଡ଼ ୨୦୧୯’ ପାଇଁ ହୋଇଛି। ନଭେମ୍ବର ୧୩ରୁ ୧୮ ଭିତରେ…
Read More...

ଡିସେମ୍ବର ୩୧ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ:ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ବିଶ୍ୱର ସବୁଠାରୁ ବଡ ମୁକ୍ତ ରଙ୍ଗମଂଚ ଭାବେ ପରିଚିତ ଏହି ଯାତ୍ରୀ ଡିସେମ୍ବର ୩୧ରୁ ଜାନୁଆରୀ ୧୦ ଯାଏଁ ଅନୁଷ୍ଠିତ ହେବ । ବରଗଡ଼ ପୌରାଞ୍ଚଳର…
Read More...

ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରାଇବାର ଦ୍ୱିତୀୟ ପ୍ରୟାସ ଆରମ୍ଭ କରିଛି ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର  ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ…
Read More...

ଦୁର୍ନୀତି ଅଭିଯୋଗରେ ରାୟଗଡ଼ା ଡିଏଫଓ ନିଲମ୍ବିତ

ରାୟଗଡ଼ା: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଛାଡୁ ନାହାନ୍ତି। ସରକାର ଶନିବାର ରାୟଗଡ଼ା ବନଖଣ୍ଡର ଡିଏଫ୍‌ଓ ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଡିଏଫ୍‌ଓ ଦେବାର୍ଚ୍ଚନଙ୍କ ନାଁରେ…
Read More...