ପିଲାଙ୍କ ସହ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଆରା ଭାବରେ ଦୀପାବଳୀ ପାଳନ କରିଛନ୍ତି । ରାଜଧାନୀରେ ଥିବା ସଓଏସ ଭିଲେଜର ପିଲାମାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ଶପଥ ନେଲେ ଖଟ୍ଟର

ଚଣ୍ଡିଗଡ଼: ଦୀପାବଳି ଅବସରରେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ନେଇଛନ୍ତି ମନୋହରଲାଲ ଖଟ୍ଟର। ସେହିପରି ଜନନାୟକ ଜନତା ପାର୍ଟିର ପ୍ରମୁଖ ନେତା ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ…
Read More...

ପିଲାମାନଙ୍କ ସହ ଦିପାବଳୀ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏଥର ପିଲାମାନଙ୍କ ସହ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ଆଜି ସଂଧ୍ୟାରେ ଏସଓଏସ ଭିଲେଜ ଯିବାର କାର୍ଯ୍ୟକ୍ରମ ରହିଛି । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ…
Read More...

ଡାକ୍ତର ବିକୁଥିଲେ ନିଶା ଔଷଧ !

କୋରାପୁଟ : କୋରାପୁଟ ସହରର ବସ୍‌ଷ୍ଟାଣ୍ଡରେ ଥିବା ଏକ ହୋମିଓପାଥି କ୍ଲିନିକ୍‌ ଉପରେ ପୁଲିସ୍ ଚଢ଼ଉ କରି ବହୁ ନିଶା ଔଷଧ ଜବତ କରିଛି। ଏଥିସହ ଏହି କ୍ଲିନିକ୍‌ର ଡାକ୍ତରଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ…
Read More...

ପର୍ବପର୍ବାଣି ନିମନ୍ତେ ସ୍ଥାନୀୟ ଜିନିଷ କିଣି ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମ୍ଭମାନଙ୍କ ଜୀବନରେ ଉତ୍ସବ ନୂତନ ଉନ୍ମାଦନା ପ୍ରଜ୍ଜ୍ୱଳିତ କରେ। ପର୍ବପର୍ବାଣି ନିମନ୍ତେ ଆମେ ସ୍ଥାନୀୟ ଜିନିଷ କିଣି ବ୍ୟବହାର କରିବା। ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କିଛି କିଣାକିଣି କରିବାକୁ ମୁଁ…
Read More...

ଆଜି ଶପଥ ନେବେ ଖଟ୍ଟର, ଦୁଶ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମନୋହରଲାଲ ଖଟ୍ଟର ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ କରିବେ। ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଧ୍ୟ ପରିସମାପ୍ତି ଘଟିଛି।…
Read More...

ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି, ଦୀପାବଳିର ପବିତ୍ର ବେଳାରେ…
Read More...

ଦୀପାବଳିରେ ପାଳିଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କ : ପ୍ରାଚୀନ ଉତ୍କଳୀୟ ପରମ୍ପରାର ମହତ୍ତ୍ୱ ଦେଶ ବିଦେଶର ପର୍ଯ୍ୟଟକଙ୍କୁ କିଭଳି ପ୍ରଭାବିତ କରିଛି ଆଜି ତାହାର ଏକ ଜ୍ବଳନ୍ତ ଉଦାହରଣ କୋଣାର୍କରେ ଦେଖିବାକୁ ମିଳିଛି। ଦୀପାବଳିର ଅବ୍ୟବହିତ ପୂର୍ବରୁ କୋଣାର୍କ…
Read More...

ଦୀପାବଳିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ଦେଶ ତଥା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ…
Read More...

ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ: ଧର୍ମେନ୍ଦ୍ର ପ୍ରଧାନ

ଜାପାନ/ଭୁବନେଶ୍ୱର: ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି…
Read More...