ଦୀପାବଳି ଓ କାଳୀପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଦୀପାବଳି ଓ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଟୁଇଟ୍‌ କରି ସେ ଲେଖିଛନ୍ତି, ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ…
Read More...

ଆଜି ହେଉଛି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର:ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହା କାର୍ତ୍ତିକ ମାସ ଅମାବାସ୍ୟା ଦିନ ପଡ଼ିଥାଏ । ସାରା ଦେଶ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି । ରାତିରେ ଦୀପଜାଳି ପାଳନ କରିବେ ଦୀପାଳବି । ହିନ୍ଦୁ, ଶିଖ, ଜୈନ ଓ…
Read More...

ଶ୍ରୀଲଙ୍କାରେ ଚମକିଲେ ଓଡ଼ିଆ ଝିଅ ଶେଫାଳୀ

ଭୁବନେଶ୍ୱର : ଓଡ଼ିଆ ମଡ଼େଲ ଶେଫାଳୀ ଉଦଗାତା ଏବେ ବିଦେଶରେ ଚମକିଛନ୍ତି । ଶ୍ରୀଲଙ୍କାରେ ଆୟୋଜିତ କରାଯାଇଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା  ମିସ୍‌ ବ୍ରିଟିଶ ଏମ୍ପୟାର-୨୦୧୯ରେ ସେ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଥିବା ଜଣାପଡ଼ିଛି…
Read More...

ଫେସବୁକ ଆପରେ ସମାଚାର ସେବା

ନୂଆଦିଲ୍ଲୀ :ସୋସିଆଲ ସାଇଟ୍ ଫେସବୁକ ଏବେ ଆପରେ ସମାଚାର ସେବା ଆରମ୍ଭ କରିଛି। ଏଥିପାଇଁ କିଛି ବଛା ବଛା ସମାଚାର ସଂସ୍ଥାକୁ ଖବର ପ୍ରସାରଣ କରିବାକୁ ଚୟନ କରାଯାଇଛି। ଏଥିପାଇଁ ଫେସବୁକ ଏକ ଅଲଗା ଏବଂ ନୂଆ ନ୍ୟୁଜ୍ ଟ୍ୟାବ୍…
Read More...

ହ୍ୱାଇଟ୍‌ ହାଉସ୍‌ରେ ପାଳନ ହେଲା ଦୀପାବଳୀ

ନ୍ୟୁୟର୍କ:ଆମେରିକା ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ଜଳାଇଛନ୍ତି । ଏହା ସହିତ ସେ ଆମେରିକାରେ ରହୁଥିବା ସବୁ ଧର୍ମର ଲୋକ ହିନ୍ଦୁ, ଜୈନ, ଶିଖ ଓ ବୌଦ୍ଧ ଲୋକଙ୍କୁ…
Read More...

୨ ଓଏଏସ୍ ଅଧିକାରୀ ଚାକିରିରୁ ବହିଷ୍କୃତ, ୯ ଜଣଙ୍କ ପେନସନ୍ ବନ୍ଦ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ପୁଣି ପଡ଼ିଲା ଚଡ଼କ । ୧୧ଜଣ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଜସ୍ୱ ବିଭାଗ । ସବୁଠାରୁ ବଡକଥା ହେଉଛି ଦୁଇଜଣ ଓଏଏସ ଅଧିକାରୀଙ୍କୁ ଚାକିରିରୁ…
Read More...

ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ୱର ନଂ୧ ଧନୀ

ସାନ ଫ୍ରାନସିସକୋ : ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ପୁଣି ଥରେ ବିଶ୍ୱର ନଂ୧ ଧନୀର ମାନ୍ୟତା ପାଇଛନ୍ତି । ଏହା ସହିତ ସେ ମାଇକ୍ରୋସଫଟ ପ୍ରତିଷ୍ଠାତା ବିଲ ଗେଟସଙ୍କୁ ୨ୟ ସ୍ଥାନକୁ ଠେଲିଦେଇଛନ୍ତି ।ଗତ ମାସରେ…
Read More...

ଦଳ ଛାଡ଼ିବେ ତେଜ୍‌ ବାହାଦୁର ଯାଦବ

ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନରେ ମନୋହର ଲାଲ୍‌ ଖଟ୍ଟରଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଜେଜେପି ଦଳର ନେତା ତଥା ସେନାରେ ଯବାନଙ୍କୁ ନିମ୍ନମାନରେ ଖାଦ୍ୟ ପରିବେଷଣର ଭିଡିଓ ଭାଇରାଲ…
Read More...

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

ଭୁବନେଶ୍ୱର: ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ତାନରେ ହୋଇଥିବା ଲଗାଣ ବର୍ଷାରେ ରାଜ୍ୟରେ ଅନେକ ଲୋକ ବାସଗୃହ ହରାଇବା ସହିତ ଫସଲରେ ବି ଅନେକ କ୍ଷୟକ୍ଷତି ହୋଇଛି। ଲୋକମାନଙ୍କ ଲଗାଣ ବର୍ଷା ଜନିତ ହୋଇଥିବା…
Read More...

ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର

ଭୁବନେଶ୍ୱର:ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀିତି ହେଉଛି । ଏହି ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ୱଚ୍ଛତା ପାଇଁ କରାଯିବ କଲ ସେଣ୍ଟର । ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ସବୁ…
Read More...