ବାଣ ଗୋଦାମରେ ଚଢ଼ାଉ; ୩ ଗିରଫ

କଟକ: ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ ଜଗତପୁର ଅଞ୍ଚଳରେ କେତେକ ବାଣ ଗୋଦାମରେ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣାରେ କମିସନରେଟ ପୁଲିସ ୩ଜଣଙ୍କୁ ଗିରଫ କରାଯାଇଥିବା ସହିତ ପ୍ରାୟ ଗୋଟିଏ ଟ୍ରକ୍ ବାଣ ଜବତ…
Read More...

ଆସନ୍ତାକାଲି ଶପଥ ନେବେ ଖଟ୍ଟର

ଚଣ୍ଡିଗଡ: ଆସନ୍ତାକାଲି ଦୀପାବଳି। ଏହି ଅବସରରେ ଅପରାହ୍ନ ୨ଟାରେ ଦ୍ୱିତୀୟ ଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର। ଆଜି ଚଣ୍ଡିଗଡରେ ନବ ନିର୍ବାଚିତ ବିଧାୟକଙ୍କୁ ନେଇ ବିଜେପିର ବୈଠକ…
Read More...

ସାମୁଦ୍ରିକ ବାତ୍ୟା ‘କିଆର୍‌’; କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପବନ ସହ ପ୍ରବଳ ବୃଷ୍ଟିପାତ ସମ୍ଭାବନା

ମୁମ୍ବାଇ: ଶୁକ୍ରବାର ପ୍ରତ୍ୟୁଷରେ ‘କିଆର୍‌’ ନାମକ ସାମୁଦ୍ରିକ ଝଡ଼ ପୂର୍ବ କେନ୍ଦ୍ରୀୟ ଆରବସାଗର ଉପରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିଛି।ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ରତ୍ନଗିରିର ପଶ୍ଚିମକୁ ୧୯୦ କିଲୋମିଟର ଦୂର ଏବଂ…
Read More...

ମାଲକାନଗିରିରେ ରୋଗୀ ଓ ସହାୟକଙ୍କ ପାଇଁ ମାଗଣା ବସସେବା

ଭୁବନେଶ୍ୱର:ରୋଗୀ ଓ ସେମାନଙ୍କ ସହାୟକଙ୍କ ଯିବାଆସିବା ପାଇଁ ମାଲକାନଗିରି ଜିଲ୍ଲାରେ ମାଗଣା ଓଏସ୍ଆ‌ରଟିସି ବସ୍‌ସେବା ଆସନ୍ତା ୨୬ତାରିଖରୁ ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସ୍ଆ‌ରଟିସି ଦ୍ୱାରା…
Read More...

ତେଜରାତି ଦୋକାନୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ତେଜରାତି ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ନାଁ ସୁଶାନ୍ତ ପାତ୍ର। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ  ସଞ୍ଜୟ ବାରିକ।…
Read More...

କମଲେଶ ତିୱାରୀଙ୍କ ପତ୍ନୀ କିରଣ ତିୱାରୀ ହେବେ ହିନ୍ଦୁ ସମାଜ ପାର୍ଟିର ସଭାପତି

ଲଖନଉ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ହତ୍ୟା କରାଯିବା ପରେ ପାର୍ଟି ପାଇଁ ନୂତନ ସଭାପତି ଘୋଷଣା ହୋଇଛି । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ…
Read More...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ୪କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ମାସ ୪ ତାରିଖରେ ଆଦେଶ ଶୁଣାଇବେ। ଖଣ୍ଡପୀଠଙ୍କର ପୂର୍ବ ନିର୍ଦ୍ଧାରିତ ତାରିଖ ଅନ୍ତର୍ଗତ ଆଜି ଆଦେଶ ଶୁଣାଇବାର ଥିଲା। ହେଲେ ମାମଲାରେ ବିଚାରପତି ଅରୁଣ…
Read More...

ହରିୟାଣାରେ ବିଜେପି-ଜେଜେପି ସରକାର

ଚଣ୍ଡିଗଡ଼/ମୁମ୍ବଇ : ନିର୍ବାଚନ ଫଳାଫଳ ଘୋଷଣା ପରେ ହରିୟାଣା ଓ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ବିଜେପି ତତ୍ପର ହୋଇଉଠିଛି। ହରିୟାଣାରେ ବିଜେପି ମ୍ୟାଜିକ୍‌ ନମ୍ବରଠାରୁ ଦୂରରେ ରହିଥିଲେ ବି ଜେଜପି, ଆଇଏନ୍‌ଏଲ୍‌ଡି,…
Read More...

ଇରାକରେ ବିକ୍ଷୋଭ ବେଳେ ହିଂସାକାଣ୍ଡ :୨୪ ମୃତ, ଶତାଧିକ ଆହତ

ଇରାକ : ଇରାକରେ ବେରୋଜଗାରକୁ ରୋଜଗାର ଯୋଗାଇ ଦେବାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ୨୪ ଜଣ ମୃତ୍ୟୁବରଣ କରିଛନ୍ତି। ଶତାଧିକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସର୍ବନିମ୍ନ ସୁବିଧା,…
Read More...

ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେଲେ ଓଡ଼ିଆ ପୁଅ ଗିରୀଶ

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର…
Read More...