Bignews ଲ୍ୟାଣ୍ଡଫଲ କରିବନି ବାତ୍ୟା OPA May 7, 2022 0 ସ୍ଥଳଭାଗ ଛୁଇଁବ ନାହିଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଏନେଇ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବନି।… Read More...
Odisha ରାୟଗଡ଼ାରେ ୨ଟି ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ OPA May 7, 2022 0 ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ଜଣ ପିଲାଙ୍କୁ କରୋନା । ରାୟଗଡା କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି… Read More...
National ଅସଲ ରୂପ ଦେଖାଇଲା ତାଲିବାନ; ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ଦେଲା ନିର୍ଦ୍ଦେଶ OPA May 7, 2022 0 ଆଫଗାନିସ୍ତାନରେ କ୍ଷମତାକୁ ଅକ୍ତିଆର କରିବାର କିଛି ମାସରେ ନିଜର ଅସଲ ରୂପ ଦେଖାଇଛି ତାଲିବାନ । ପୂର୍ବ ଅପେକ୍ଷା ଏଥର ଉତ୍ତମ ଶାସନର ଦାବି କରୁଥିବା ତାଲିବାନ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରିବା ସହ ନିଜର ଉଦ୍ଦେଶ୍ୟ… Read More...
Entertainment କେଜିଏଫ୍ ଚାପ୍ଟର-୨ ଫିଲ୍ମର ଅଭିନେତା ମୋହନ ଜୁନେଜାଙ୍କ ପରଲୋକ OPA May 7, 2022 0 ପରଲୋକରେ କେଜିଏଫ୍ ଚାପ୍ଟର-୨ ଫିଲ୍ମର ଅଭିନେତା ମୋହନ ଜୁନେଜା। ଶନିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଯକୃତ ସମସ୍ୟାକୁ ନେଇ ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।… Read More...
National ଦିଦିଙ୍କ ଭଣଜା ବୋହୂଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ କୋର୍ଟ OPA May 7, 2022 0 କୋଇଲା ଘୋଟାଲାରେ ସମ୍ପୃକ୍ତ ମମତା ବନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜିଙ୍କ ସ୍ତ୍ରୀ ରୁଜିରୋ ବାନାର୍ଜୀଙ୍କ ବିରୋଧରେ ଜାମିନଯୋଗ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । କୋଇଲା… Read More...
National ହୋଟେଲରେ ଭୟଙ୍କର ବିସ୍ଫୋରଣ; ୨୨ ମୃତ, ୭୪ ଆହତ OPA May 7, 2022 0 ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୭୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗ୍ୟାସ ଲିକ କାରଣରୁ ଏହି ଧମାକା ହୋଇଥିବା କୁହାଯାଉଛି । କ୍ୟୁବା ରାଜଧାନୀ ହବାନାର ଏକ ଲକଜୁରୀ… Read More...
Bignews ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ କମର୍ସ ଡିଗ୍ରୀଧାରୀ OPA May 7, 2022 0 ଏଣିକି ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ୍ ଗ୍ରାଜୁଏଟ୍)ମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା… Read More...
National ଗାଙ୍ଗୁଲୀଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ OPA May 7, 2022 0 କୋଲ୍କାତା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାତିରେ 'ବିସିସିଆଇ'ର ମୁଖ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରିଭୋଜନ କରିଥିଲେ। କେନ୍ଦ୍ର… Read More...
Crime ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ OPA May 7, 2022 0 ଉତ୍ତର ପ୍ରଦେଶର ଝାନ୍ସିରେ ସ୍ୱାମୀକୁ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ। ସେ ରୁମ୍ ବନ୍ଦ କରି ପାଖାପାଖି ୧୦ ମିନିଟ୍ ଧରି ସ୍ୱାମୀକୁ ଲାଠିରେ ପିଟିଥିଲା। ଘର ଲୋକ ବାରମ୍ବାର କବାଟ ବାଡ଼େଇଲେ ମଧ୍ୟ ସେ ଖୋଲି ନଥିଲା। ଗାଁ… Read More...
Bignews ପୁଣି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ମୂଲ୍ୟ OPA May 7, 2022 0 ପୁଣି ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ଼ । ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୫୦ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଏଲପିଜି ବଢିଥିବା ଦାମ୍ ଆଜିଠାରୁ ଲାଗୁ ହେବ। ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୯୯୯.୫୦ ଟଙ୍କା ବୃଦ୍ଧି… Read More...