ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘାଟିରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧି ଅଭିଯାନରେ ବଡ ସଫଳତା ମିଳିଛି…
Read More...

କ୍ଷମା ମାଗିଲେ ପୁଟିନ

ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ ବିବାଦୀୟ ବୟାନ ପାଇଁ ପୁଟିନ ନିଃସର୍ତ୍ତ କ୍ଷମା ମାଗିଛନ୍ତି।…
Read More...

ସ୍ଥଗିତ ହେଲା ଚଳିତ ଏସିଆନ୍ ଗେମ୍ସ

ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି । ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ…
Read More...

ନିଜ ଉତ୍ପାଦ ସାମଗ୍ରୀର ମୂଲ୍ୟ ବଢ଼ାଇଲା ହିନ୍ଦୁସ୍ତାନ ୟୁନିଲିଭର

ତେଲ ତାତିରେ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଯୋଗୁ ବିନିର୍ମାଣ କ୍ଷେତ୍ରରେ ପ୍ରାୟ ସବୁ ସାମଗ୍ରୀ ମୂଲ୍ୟରେ ବୃଦ୍ଧି ଘଟିଛି। ଦେଶର ସର୍ବବୃହତ ଏଫ୍‌ଏମ୍‌ସିଜି ବ୍ରାଣ୍ଡ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (ଏଚ୍‌ୟୁଏଲ୍‌) ଏହାର…
Read More...

PhD ନାମ ଲେଖାଇବା ପାଇଁ NET-JRF ଉତ୍ତୀର୍ଣ୍ଣଙ୍କ ପାଇଁ ରହିବ ୬୦% ସଂରକ୍ଷଣ

PhD ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ UGC ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ପିଏଚଡିରେ ୬୦ ପ୍ରତିଶତ ସ୍ଥାନରେ NET ଓ JRF ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ଦିଆଯିବ।…
Read More...

ଥରିଲା ପାକିସ୍ତାନ

ଆଜି ସକାଳୁ ସକାଳୁ ପାକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସକାଳ ୬ଟା ୧୮ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି | ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟ୍‌କା…
Read More...

୧୫ କ୍ୱିଣ୍ଟାଲ ଫୁଲରେ ସଜ୍ଜିତ ହୋଇଛି କେଦାରନାଥ ଧାମ

କେଦାର ବାବାଙ୍କର ଉତ୍ସବ ଡୋଲି ଗୁରୁବାର ସନ୍ଧ୍ୟାରେ ଗୌରୀକୁଣ୍ଡରୁ ବାହାରି କେଦାରନାଥରେ ପହଞ୍ଚିଛି । ଏବେ ଶୁକ୍ରବାର ଅର୍ଥାତ୍‌ ଆସନ୍ତା କାଲି ସକାଳ ୬.୨୫ଟାରେ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ। କବାଟ…
Read More...

ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ପାଇଁ ସ୍ଥାନ ସଂରକ୍ଷଣ

ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ଜମ୍ମୁ-କାଶ୍ମୀରର ସୀମା ନିର୍ଦ୍ଧାରଣ କରିବାକୁ ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ଏବେ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି ।…
Read More...

ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ ରହିବ କଟକଣା

ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ମାତ୍ର ଡିଗ୍ରୀ କଲେଜରେ କଟକଣା ରହିବନି ବୋଲି କୁହାଯାଇଛି । କେବଳ ବିଶ୍ୱବିଦ୍ୟାଳୟରେ କଟକଣା ରହିବ । ଆଜି ରାଜଭବନ ରେ ଉତ୍କଳ, ରମାଦେବୀ, ରେଭେନ୍ସା…
Read More...

ଅମରନାଥ ଯାତ୍ରାକୁ ସୁରକ୍ଷା ଦାୟିତ୍ୱ ନେବେ ଗୁଇନ୍ଦା ହେଲିକପ୍ଟର ଓ ଡ୍ରୋନ୍

ଦେଶରେ ଅମରନାଥ ଯାତ୍ରାକୁ ନେଇ ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୁନ୍ ମାସରେ ପ୍ରସ୍ତାବିତ ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଯବାନ। ସିଆରପିଏଫ ଫୋର୍ସର ଅଧିକାରୀମାନେ…
Read More...