Odisha ଜ୍ଞାନପୀଠ ବିଜେତା ପ୍ରତିଭା ରାୟଙ୍କ ସ୍ୱାମୀଙ୍କ ପରଲୋକ OPA Sep 21, 2019 0 ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ସାହିତ୍ୟିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।!-->!-->!-->… Read More...
Odisha ଚନ୍ଦ୍ରଯାନ -୨ ମିଶନରେ ୯୮% ସଫଳତା ମିଳିଛି : କେ. ଶିବନ OPA Sep 21, 2019 0 ଭୁବନେଶ୍ୱର : ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ପହଞ୍ଚିଛନ୍ତି। ଶନିବାର ସେ ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଏଠାକୁ ଆସିଛନ୍ତି। ଉତ୍ସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->… Read More...
National ଶସ୍ତା ହେଲା ସୁନା ଦର OPA Sep 20, 2019 0 ନୂଆଦିଲ୍ଲୀ:ସୁନା କ୍ରେତାଙ୍କ ପାଇଁ ଖୁସିଖବର । ଲଗାତାର ୪ଦିନ ହ୍ରାସ ପାଇଲା ସୁନାରୂପା ଦର । ଦିଲ୍ଲୀ ସରଫା ବାଜାରରେ ସୁନା ମୂଲ୍ୟରେ ୧୭୦ଟଙ୍କା କମ ହୋଇ ୧୦ଗ୍ରାମକୁ ୩୮,୩୯୦ ଟଙ୍କାରେ ପହଂଚିଛି । ସେହିପରି ରୂପା ମୂଲ୍ୟ!-->… Read More...
Odisha ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ: ଧର୍ମେନ୍ଦ୍ର ପ୍ରଧାନ OPA Sep 20, 2019 0 -ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ପାଇଁ ପ୍ରୟାସ -ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରରେ ସହଯୋଗ -ଗୋପାଳନରେ ସହଯୋଗ ମାଧ୍ୟମରେ ଅର୍ଥନୀତି ବିକାଶରେ!-->… Read More...
Corporate ନବରତ୍ନ ଉଦ୍ୟୋଗ ନାଲକୋରେ ହିନ୍ଦୀ ପକ୍ଷ ପାଳିତ OPA Sep 20, 2019 0 ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଓ ୟୁନିଟ୍ଗୁଡ଼ିକରେ ସେପ୍ଟେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳିତ ହୋଇଥିଲା । କର୍ମଚାରୀମାନଙ୍କ!-->… Read More...
National ଦୋଷ ସ୍ଵୀକାର କଲେ ସ୍ଵାମୀ ଚିନ୍ମୟାନନ୍ଦ OPA Sep 20, 2019 0 ଶାହାଜହାଂପୁର :ପୂର୍ବତନ ଗୃହରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ଓ ୟୁପି ପୁଲିସ ଗିରଫ କରି ଜେଲ ପଠାଇଛି। ତେବେ ପଚରାଉଚୁରାରେ ସ୍ଵାମୀ ଚିନ୍ମୟାନନ୍ଦ ପୀଡିତା ଛାତ୍ରୀଙ୍କୁ ମସାଜ ପାଇଁ ଡାକିଥିବା କଥା!-->… Read More...
Sports ଇତିହାସ ରଚିଲେ ବକ୍ସର ଅମିତ୍ OPA Sep 20, 2019 0 ଏକାତେରିବର୍ଗ:ଭାରତର ତାରକା ବକ୍ସର ଅମିତ ପଙ୍ଘାଲ ଶୁକ୍ରବାର ଇରିହାସ ରଚିଛନ୍ତି। ସେ ବିଶ୍ଵ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ହେବାର ଉପଲବ୍ଧି ହାସଲ କରିଛନ୍ତି। ରୁଷର!-->… Read More...
Odisha ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର OPA Sep 20, 2019 0 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଅଫିସ୍ରେ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏବେ ମଧ୍ୟ!-->… Read More...
Odisha ନର୍ସ ନିହାରିକା ହତ୍ୟା ମାମଲା: ଧରା ଦେଲା ବୟଫ୍ରେଣ୍ଡ OPA Sep 20, 2019 0 ଜଗତସିଂହପୁର:ନର୍ସ ନିହାରିକା ପାତ୍ର ହତ୍ୟା ମାମାଲରେ ସନ୍ଦେହ ଘେରରରେ ଥିବା ତାଙ୍କ ପ୍ରେମିକ କିଶୋର ଆଞ୍ଚଲ ଓରଫ୍ ରାଜା ଧରା ଦେଇଛି । ତାଙ୍କୁ ଅଜ୍ଞାତ ସ୍ଥାନରେ ପୋଲିସ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ମାତ୍ର!-->… Read More...
Odisha ଓଡ଼ିଆ ପୁଅ ସଞ୍ଜୟ ମହାନ୍ତି ହେଲେ ଦକ୍ଷିଣପୂର୍ବ ରେଳୱେର ନୂଆ ଜେନେରାଲ ମ୍ୟାନେଜର OPA Sep 20, 2019 0 ଭୁବନେଶ୍ୱର:ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ଦକ୍ଷିଣପୂର୍ବ ରେଳୱେର ନୂଆ ଜେନେରାଲ ମ୍ୟାନେଜର ଭାବେ ଓଡ଼ିଆ ଅଫିସର ସଞ୍ଜୟ ମହାନ୍ତି ନିଯୁକ୍ତି ପାଇଛନ୍ତି । ଓଡ଼ିଆ ଅଫିସର ସଞ୍ଜୟ ମହାନ୍ତିଙ୍କୁ ନୂଆ!-->!-->!-->… Read More...