Odisha ଯନ୍ତାପାଇରେ ୧୪୪ ଧାରା ଜାରି OPA Sep 20, 2019 0 ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳ ଯନ୍ତାପାଇରେ ରାଜୁ ହନ୍ତାଳ ନାମକ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଥମୁନାହିଁ। ଗତ ସପ୍ତାହର ଏହି ଘଟଣା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ରାଜୁ!-->… Read More...
Odisha ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଛାତ୍ରଙ୍କୁ ମାଡ଼ମରା ଘଟଣା: ୩ଜଣଙ୍କୁ ଧରିଲା ପୁଲିସ୍ OPA Sep 20, 2019 0 ସମ୍ବଲପୁର: ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଗତକାଲି ପୁଲିସ୍ ଧରି ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଛଡ଼ାଯାଇଛି। ଏହି!-->… Read More...
National ଗୁଗଲ୍ ଆପ୍ରେ ସ୍ଥାନ ପାଇବ ‘ଓଡ଼ିଆ’ ଭାଷା OPA Sep 20, 2019 0 ଭୁବନେଶ୍ୱର:ଓଡ଼ିଆମାନଙ୍କ ପାଇଁ ବଡ଼ ଘୋଷଣା କରିଛି ଗୁଗଲ୍ । ଏବେ ଗୁଗଲ୍ର ଲୋକପ୍ରିୟ ନ୍ୟୁଜ୍ ଫିଡ୍ ଆପ୍ଲିକେସନ୍ ‘ଗୁଗଲ୍ ଡିସ୍କଭର୍’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ!-->… Read More...
National ହ୍ଵାଇଟ୍ ହାଉସ୍ ନିକଟରେ ଆଖିବୁଜା ଗୁଳିବର୍ଷା, ୧ ମୃତ ୫ ଗୁରୁତର OPA Sep 20, 2019 0 ୱାସିଙ୍ଗଟନ୍ :ଆମେରିକାର ରାଜଧାନୀ ୱାସିଙ୍ଗଟନରେ ସ୍ଥାନୀୟ ସମୟ ମୁତାବକ ରାତି ୧୦ଟାରେ ଅଖିବୁଜା ଗୁଳିବର୍ଷା ହୋଇଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ହ୍ଵାଇଟ ହାଉସର କିଛି ମିଟର!-->… Read More...
Odisha ବୁର୍ଲା ମେଡ଼ିକାଲରେ ଅଗ୍ନିକାଣ୍ଡ OPA Sep 20, 2019 0 ସମ୍ବଲପୁର: ସର୍ଟ ସର୍କିଟ୍ରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଡାଇଲେସିସ୍ ରୁମ୍କୁ ଲାଗିଥିବା ବ୍ୟାଟେରୀ ରୁମ୍ରେ ପ୍ରଥମେ ଏହି ନିଆଁ ଲାଗିଥିଲା। ଫଳରେ ସବୁ ବ୍ୟାଟେରୀ ଜଳିଯିବା ସହ!-->… Read More...
National ଯୌନ ଶୋଷଣ ମାମଲାରେ ସ୍ୱାମୀ ଚିନ୍ମୟାନନ୍ଦ ଗିରଫ OPA Sep 20, 2019 0 ଲକ୍ଷ୍ନୌ: ଶାହଜାହାନପୁର ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ତାଙ୍କୁ!-->… Read More...
Odisha କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ଏକ ନୂଆ କିର୍ତୀ ସ୍ଥାପିତ ହେବ – ଧର୍ମେନ୍ଦ୍ର… OPA Sep 19, 2019 0 -ମୋଦିଙ୍କ ନୂଆ ଭାରତରେ ନୂଆ ଓଡିଶା ଓ ନୂଆ ଭୁବନେଶ୍ୱର ଜରୁରୀ -ରେଳ ଷ୍ଟେସନର ଉନ୍ନତିକରଣ ରାଜ୍ୟର ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସୁବିଧା ଯୋଗାଇବ -ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ!-->… Read More...
National ଭୁବନେଶ୍ୱର ରେଳ ଷ୍ଟେସନ ହେବ ବହୁମୁଖୀ ପରିବହନ କେନ୍ଦ୍ର OPA Sep 19, 2019 0 - ଓଡ଼ିଶା ସରକାର ଓ ରେଳ ମବଣାଳୟ ମଧ୍ୟରେ ବୁଝାମଣା - ତିନି ବର୍ଷ ମଧ୍ୟରେ ବିକଶିତ ହେବ ପ୍ରକଳ୍ପଭୁବନେଶ୍ୱର : ରେଳ ରେଳମନ୍ତ୍ରଣାଳ!-->!-->!-->… Read More...
Odisha ଜାମିନ ଆବେଦନ ଖାରଜ, ଜେଲ୍ ଗଲେ ଆଶୀର୍ବାଦ ବେହେରା OPA Sep 19, 2019 0 ଭୁବନେଶ୍ଵର:ଅର୍ଥ ତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ!-->… Read More...
National ବାୟୁସେନାର ମୁଖ୍ୟ ହେବେ ରାକେଶ କୁମାର ସିଂହ ଭଦୌରିଆ OPA Sep 19, 2019 0 ନୂଆଦିଲ୍ଲୀ: ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ହେବେ ଭାରତୀୟ ବାୟୁ ସେନାର ଆଗାମୀ ମୁଖ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋହର ମାରି ସାରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଜି କହିଛନ୍ତି। ଚଳିତ ମାସ!-->… Read More...