ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଶେୟାର ବଜାର ସରଗରମ:୨୨୦୦ ଅଙ୍କ ଉପରକୁ ଉଠିଲା ସେନସେକ୍ସ

ମୁମ୍ବାଇ:କର୍ପୋରେଟ୍ ଟ୍ୟାକ୍ସରେ ହ୍ରାସ ଓ କ୍ୟାପିଟାଲ ଗେନ୍ସ ସରଚାର୍ଜରେ ରିହାତି ଦେବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମାତ୍ରେ ଘରୋଇ ପୁଞ୍ଜି ବଜାର ଝୁମି ଉଠିଛି। ଅପରାହ୍ନ ୨ଟା ୨୦ ମିନିଟରେ ବମ୍ବେ ଷ୍ଟକ…
Read More...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରକେଟ୍ ମ୍ୟାନ୍ କେ. ଶିବନ୍। ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ…
Read More...

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର…
Read More...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା: ହ୍ରାସ ହେଲା କରପୋରେଟ ଟ୍ୟାକ୍ସ

ନୂଆଦିଲ୍ଲୀ :ଗୋଆରେ ଜିଏସଟି କାଉନସିଲ ବୈଠକ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କମ୍ପାନୀ ଏବଂ ବ୍ୟବସାୟୀମାନଙ୍କୁ ଆଶ୍ଵସ୍ତୀ ଦେଇଛନ୍ତି। ସୀତାରମଣ କରପୋରେଟ୍…
Read More...

କଲରାପତରିଆ ବାଘର ମୃତ୍ୟୁ ଘଟଣା: ୨ ବନକର୍ମଚାରୀ ସସପେଣ୍ଡ

କଟକ:କଟକ ତିଗିରିଆ ଫରେଷ୍ଟ ରେଞ୍ଜରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।ତିଗିରିଆ ଫରେଷ୍ଟ ରେଞ୍ଜରେ ମୃତ…
Read More...

୨୭ରେ ଓସିଏ ନିର୍ବାଚନ, ଆଜି ଦାଖଲ ହେବ ନାମାଙ୍କନ

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଆଜି ନାମାଙ୍କନ ପତ୍ର ଦାଖଲ କରିହେବ ।  ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।…
Read More...

ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ବୈଷ୍ଣୋଦେବୀ ଧାମ ପାଇଁ କିଛି ଦିନ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚାଲିବ । ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା…
Read More...

ପଞ୍ଚୁପାଳ ଗ୍ରାମ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ବାରଙ୍ଗ: ଶୁକ୍ରବାର ସକାଳେ ସ୍ଥାନୀୟ ପଞ୍ଚୁପାଳ ଗ୍ରାମର ପୁଲିସ ଜଣେ ଆତତାୟୀଙ୍କୁ ଗିରଫ କରିଛି। ଗିରଫ ଆତତାୟୀ ହେଉଛନ୍ତି ସୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ ଓରଫ ରାଜା।ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ…
Read More...

୭୫% ଉପସ୍ଥାନ ନ ଥି‌ଲେ ପରୀକ୍ଷା ଦେଇପାରିବେନି ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁକ୍ତ୨ ଓ ଯୁକ୍ତ୩ ପ‌ରେ ଏବେ ଡିପ୍ଲୋମା କଲେଜଗୁଡ଼ିକରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କଡ଼ାକଡ଼ି ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ନ ହେଲେ ସେମାନେ ପରୀକ୍ଷା ଦେଇପାରିବେ ନାହିଁ। ଫର୍ମ ବି…
Read More...

ଯୁକ୍ତ୨ରେ ଖାଲି ସିଟ୍‌ ପାଇଁ ୨୧ରେ ମେଧା ତାଲିକା

ଭୁବ‌ନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଖାଲିଥିବା ସିଟ୍‌ଗୁଡ଼ିକରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ପ୍ରଥମ ବର୍ଷ ନାମଲେଖା ପାଇଁ ୨୧ତାରିଖ ଅପରାହ୍‌ଣ ୨ଟାରେ ମେଧା…
Read More...