ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତଙ୍କ ଯୋଗଦାନ ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ…
Read More...

ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ପ୍ରତିନିଧି ଦଳ

ଭୁବନେଶ୍ୱର:କଟକ ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ରଙ୍କୁ ହତ୍ୟା କରାଯାଇ ବସ୍ତାରେ ବାନ୍ଧି ବିଲୁଆଖାଇ ନଦୀ ପଠାରେ ପକାଇବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ।  ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥିତ ଓ …
Read More...

କୋର୍ଟ ଗଲେ ଆର୍ଶୀବାଦ ବେହେରା

ଭୁବନେଶ୍ୱର:  ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ସକାଳେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ କୋର୍ଟରେ ହାଜର…
Read More...

ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ

କଟକ:କଟକ ଜିଲ୍ଲା ସାଲେପୁର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ହୋଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…
Read More...

ଶ୍ରୀମନ୍ଦିରରେ ପୁଣି ନୀତି ବିଳମ୍ବ

ପୁରୀ:ପୁଣି ଥରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି । ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ୨ ଘଣ୍ଟା ନୀତି ବିଳମ୍ବ । ଫଳରେ ଆଜି ଶ୍ରୀଜୀଉଙ୍କ ନିକଟରେ ବଲ୍ଲଭ ଭୋଗ ଲାଗି ହୋଇ ପାରି ନାହିଁ ।ଆଜି…
Read More...

‘ବିକ୍ରମ’କୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ :ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛି। କିନ୍ତୁ ଏଯାଏଁ ତାହା ସହ କୌଣସୀ ସମ୍ପର୍କ ସ୍ଥାପନ କରି ହେଉ ନାହିଁ। ଚନ୍ଦ୍ରରେ ଏବେ…
Read More...

ମୁମ୍ବାଇରେ ପ୍ରବଳ ବର୍ଷା; ୨ ଦିନ ସ୍କୁଲ-କଲେଜ ଛୁଟି ଘୋଷଣା

ମୁମ୍ବାଇ: ମୁମ୍ବାଇରେ ବର୍ଷାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ସହରରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ପରେ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ମୁମ୍ବାଇ…
Read More...

ପାକିସ୍ତାନ ଆକାଶରେ ଉଡ଼ିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଆମେରିକା ଗସ୍ତରେ ପାକିସ୍ତାନ ଆକାଶମାର୍ଗରେ ବିମାନ ଉଡ଼ାଣ ଭରିବା ପାଇଁ କରଯାଇଥିବା ଅନୁରୋଧକୁ ପାକିସ୍ତାନ ମନା କରିଦେଇଛି। ଆସନ୍ତା ୨୧-୨୭ ମୋଦି ଆମେରିକା ଗସ୍ତ…
Read More...

ଆଶୀର୍ବାଦ ବେହେରାଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ପୁଅ ସଞ୍ଜୟ

କଟକ(: ଅର୍ଥତତ୍ୱ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସଞ୍ଜୟ କହିଛନ୍ତି.“ ଘଟଣାଟି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ  ଆଧାର କରି ଘଟିଛି।…
Read More...

ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଉଦଳା : ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର । ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ…
Read More...