Politics ଅକ୍ଟୋବରରେ ବିଜେପୁର ଉପନିର୍ବାଚନ! OPA Sep 11, 2019 0 ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି।!-->… Read More...
Odisha ଓଏଏସ୍ ସ୍ତରରେ ଅଦଳବଦଳ OPA Sep 11, 2019 0 ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୪ଜଣ ଓଏଏସ୍ଙ୍କୁ ବଦଳି କରିଛନ୍ତି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର!-->… Read More...
Odisha ଆଜିଠୁ ୧୪ ଯାଏ ବର୍ଷିବ OPA Sep 11, 2019 0 ଭୁବନେଶ୍ବର: ଛତିଶଗଡ଼-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି!-->… Read More...
National ନୂଆ ମୋଟର ଯାନ ଆଇନ: ଜରିମାନା ହ୍ରାସ କଲେ ଗୁଜରାଟ ସରକାର OPA Sep 11, 2019 0 ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ!-->… Read More...
National ଦଳାଚକଟାରେ ୩୧ ମୃତ, ୧୦୦ ଆହତ OPA Sep 11, 2019 0 ବାଗଦାଦ୍: ମଙ୍ଗଳବାର ଇରାକ୍ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍!-->… Read More...
National ଶାଶୂଙ୍କୁ କାନ୍ଧ ଦେଲେ ୪ ବୋହୂ OPA Sep 11, 2019 0 ମୁମ୍ବାଇ : ମହାରାଷ୍ଟ୍ରର ବିଡ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅଙ୍କ ପରି ଝିଅମାନେ ମଧ୍ୟ ନିଜ ବାପା ମା’ଙ୍କ ମୃତ୍ୟୁ ପରେ ଶେଷ ସଂସ୍କାର କରୁଛନ୍ତି ଏବଂ ମୁଖାଗ୍ନି ଦେଉଛନ୍ତି। କିନ୍ତୁ ମହାରାଷ୍ଟ୍ରର!-->… Read More...
Crime ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା OPA Sep 11, 2019 0 ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଦୀପକ ବେହେରା ଓରଫ ଲଣ୍ଡା। ତାଙ୍କ ଘର ରଙ୍ଗମାଟିଆ ଅଞ୍ଚଳରେ। ଗତକାଲି!-->!-->!-->… Read More...
National ‘ବିକ୍ରମ’ ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ OPA Sep 11, 2019 0 ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟା୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ!-->… Read More...
Odisha ଆଜିଠୁ ସ୍କ୍ୱାର୍ଡ ପରଖିବେ ସ୍କୁଲ ବ୍ୟାଗ୍ ଓଜନ OPA Sep 11, 2019 0 ଭୁବନେଶ୍ୱର: କୁନି କୁନି ପିଲାଙ୍କ କାନ୍ଧରେ ପଡ଼ୁଛି ଅତ୍ୟଧିକ ପାଠର ବୋଝ । ସ୍କୁଲ ବ୍ୟାଗ୍ର ନିର୍ଦ୍ଧାରିତ ଓଜନ ନେଇ ସରକାର ପୂର୍ବରୁ ଗାଇଡ଼ଲାଇନ ପ୍ରକାଶ କରିସାରିଥିବା ବେଳେ ଆଜିଠୁ ଯାଞ୍ଚ କଡ଼ାକଡ଼ି ହେବ। ଭୁବନେଶ୍ୱର!-->… Read More...
Odisha କଟକରେ ଏନ୍କାଉଣ୍ଟର: ଟିଟୋର ସହଯୋଗୀ ବୁଦ୍ଧିଆ ଗୁରୁତର OPA Sep 11, 2019 0 କଟକ:ପାର୍ବଣ ପୂର୍ବରୁ ଅପରାଧିଙ୍କୁ କାବୁ କରିବାକୁ କଟକ କମିଶନରେଟ୍ ପୋଲିସ ଆରମ୍ଭ କରିଛି ଅପରେସନ୍ । ସିଡିଏ ସେକ୍ଟର-୧୩ରେ ପୋଲିସ ଜଣଙ୍କୁ ଏନ୍କାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ଦାସ ଆହତ!-->… Read More...