Sports ପଦ୍ମ ସମ୍ମାନ ପାଇଁ ୯ ଜଣଙ୍କର ନାମ ପ୍ରସ୍ତାବ ପଠାଇଲା କ୍ରୀଡ଼ା ମନ୍ତ୍ରାଳୟ OPA Sep 12, 2019 0 ନୂଆଦିଲ୍ଲୀ: ଭାରତୀୟ ଖେଳ ଇତିହାସରେ ପ୍ରଥମ ଥର ମହିଳା ଆଥଲେଟିକକୁ ଦେଶର ଦ୍ୱିତୀୟ ସର୍ବବୃହତ୍ତ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ ଦିଆଯିବାକୁ ଉଦ୍ୟମ ହୋଇଛି । କ୍ରୀଡ଼ା ମନ୍ତ୍ରାଳୟ ୬ ଥର ବିଶ୍ୱ ଚାମ୍ପିଅନ ବକ୍ସର ଏମସି!-->… Read More...
Sports କୋହଲିଙ୍କ ନାମରେ ହେବ କୋଟଲା ଷ୍ଟାଡିୟମର ଷ୍ଟାଣ୍ଡ: ଆଜି ହେବ ଶୁଭାରମ୍ଭ OPA Sep 12, 2019 0 ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଫିରୋଜ ଶାହା କୋଟଲାର ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡର ନାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କନାମରେ ରଖିବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି ଏହାର!-->… Read More...
National ମୋଷ୍ଟ୍ ୱାଣ୍ଟେଡ୍ ଲସ୍କର ଆତଙ୍କବାଦୀ ଆସିଫ୍ ନିପାତ OPA Sep 12, 2019 0 ଶ୍ରୀନଗର : ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲା ସ୍ଥିତ ସୋପୁରରେ ଆଜି ସୁରକ୍ଷାବାହିନୀ ଗୁଳିରେ ମୋଷ୍ଟ୍ ୱାଣ୍ଟେଡ ଲସ୍କର ଆତଙ୍କବାଦୀ ଆସିଫ୍ ମକବୁଲ୍ ଭଟ୍ଟ ନିପାତ ହୋଇଛି। ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି!-->… Read More...
Odisha ଓଡ଼ିଶାରେ ଦୁଇ ଦିନ ଲାଗି ରହିବ ପ୍ରବଳ ବର୍ଷା OPA Sep 12, 2019 0 ଭୁବନେଶ୍ବର : ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଉତ୍ତର!-->… Read More...
Odisha ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାର ପ୍ରତି ଜିଲ୍ଲାରେ ଗାନ୍ଧୀଙ୍କ ନାମରେ ହେବ ରାସ୍ତା OPA Sep 12, 2019 0 ଭୁବନେଶ୍ବର : ଲୋକକଳାକୁ ତୃଣମୂଳ ସ୍ତରରେ ଗୁରୁତ୍ବାରୋପ ପୂର୍ବକ ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ ହେବ। ଏନେଇ ୨୪ଟି ଲୋକକଳା ଗ୍ରାମ ଚିହ୍ନଟ ହୋଇସାରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ!-->… Read More...
Odisha କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ OPA Sep 12, 2019 0 ବଲାଙ୍ଗିର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଭିଜିଲାନ୍ସ ବିଭାଗର ଚାରୋଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ!-->… Read More...
Odisha ମାନସ ମଙ୍ଗରାଜ ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କଲେ OPA Sep 12, 2019 0 ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’କୁ ସଫଳତାର ସହ କାର୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱଭୁବନେଶ୍ୱର : ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର!-->!-->!-->!-->!-->… Read More...
National ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର… OPA Sep 11, 2019 0 ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀଭୁବନେଶ୍ୱର : ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର!-->!-->!-->… Read More...
Odisha ୩୦ ଜିଲ୍ଲାରେ ବିଜେପି ପାଳିବ ରାଷ୍ଟ୍ରୀୟ ଏକତା ଅଭିଯାନ OPA Sep 11, 2019 0 ଭୁବନେଶ୍ୱ: ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତି ଏବେ ସାରା ଦେଶ ପାଇଁ ଏକ ଐତିହାସିକ ନିଷ୍ପତି । ଏହି ଅବସରରେ ବିଜେପି ସାରା!-->… Read More...
Odisha ଇଣ୍ଡିଆନ ଅଏଲ ପକ୍ଷରୁ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ”ର ଶୁଭାରମ୍ଭ OPA Sep 11, 2019 0 ଭୁବନେଶ୍ୱର:ଦେଶର ସବୁଠୁ ବଡ ପେଟ୍ରୋଲିୟମ ବିକ୍ରୟକାରୀ ସଂସ୍ଥା ଇଣ୍ଡିଆନ ଅଏଲ, ଭୁବନେଶ୍ୱର ଡିଭିଜନାଲ ଅଫିସ ମାଧ୍ୟମରେ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ” ନାମକ ଏକ ମେଗା ଅଭିଜାନର ଶୁଭାରମ୍ଭ କରିଛି । ଆଜି!-->… Read More...