କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା…
Read More...

ଛୁଟି ଦିନରେ ବି କରିପାରିବେ ଗାଡି କାଗଜପତ୍ର କାମ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ…
Read More...

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର : ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମତ ରଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା…
Read More...

ବଢ଼ିବ ଓମ୍‌ଫେଡ୍‌ କ୍ଷୀର ଦର!

ଭୁବନେଶ୍ୱର: ଆଗକୁ ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିପାରେ। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଲି ଦର ଧାର୍ଯ୍ୟ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।  ସେ କହିଛନ୍ତି,“ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ୍‌ ବୃଦ୍ଧି…
Read More...

ଓଡ଼ିଆ ଫିଲ୍ମ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ।  ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀ ସ୍ତରରେ ସମ୍ମାନିତ…
Read More...

କୋର୍ଟରୁ ମହମ୍ମଦ ଶାମୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ପଶ୍ଚିମବଙ୍ଗର ଜିଲ୍ଲା ଅଦାଲତରୁ ଆଶ୍ୱସ୍ତି ମିଳିଛି । କୋର୍ଟ ଶାମୀଙ୍କ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିଛନ୍ତି । ଶାମୀଙ୍କ ନାଁରେ ନିଜର ପତ୍ନୀ ହାସିନ ଜହାଁଙ୍କ…
Read More...

ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବତନ ବିଧାୟକ ମାଗିଲେ ଭାରତର ଶରଣ

ନୂଆଦିଲ୍ଲୀ: କଶ୍ମୀରରେ ମାନବାଧିକାର ଉଲଂଘନ ଅଭିଯୋଗ ଆଣିଥିବା ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଅଧିକାର କିଭଳି ହ୍ରାସ କରାଯାଉଛି, ଏହାର ଖୁଲାସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବତନ…
Read More...

ବିଦେଶ ଗସ୍ତ ପାଇଁ ଦିଲ୍ଲୀ କୋର୍ଟଙ୍କ ଅନୁମତି ମାଗିଲେ ଭଦ୍ରା

ନୂଆଦିଲ୍ଲୀ : ପିଏମଏଲ୍‌ଏ ଆଇନ ଅଧୀନରେ ତଦନ୍ତ ସାମ୍ନା କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରା ବିଦେଶ ଗସ୍ତ ପାଇଁ ଆଜି ଦିଲ୍ଲୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଚଳିତମାସ ୨୧ରୁ ଅକ୍ଟୋବର…
Read More...

ଖୁବ ଶୀଘ୍ର ରେଳବାଇର ନୂଆ କ୍ୟାଟରିଙ୍ଗ ନୀତି, ୫୦ ଟଙ୍କାରେ ମିଳିବ ଭୋଜନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଖୁବ ଶୀଘ୍ର ନୂଆ କ୍ୟାଟରିଙ୍ଗ ନୀତି ଆଣିବାକୁ ଯାଉଛି । ନୂଆଁ କ୍ୟାଟରିଂ ନୀତିରେ ବର୍ତ୍ତମାନ ଟ୍ରେନରେ ଯେଉଁ ଭୋଜନ ଦିଆଯାଉଛି, ଏଥିରେ କିଛି ପରିବର୍ତ୍ତନ ହେବ । ନୂଆଁ କ୍ୟାଟରିଙ୍ଗ ନୀତିରେ ଅଧକ…
Read More...