National ଜାପାନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂହ OPA Sep 3, 2019 0 ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଅଗଗତ କରାଇଛନ୍ତି। କଶ୍ମୀର ଭାରତର ଅଙ୍ଗ, ପାକିସ୍ତାନର କୌଣସି!-->… Read More...
National ଓଏନ୍ଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୫ ମୃତ, ୮ଆହତ OPA Sep 3, 2019 0 ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇ ଅନ୍ତର୍ଗତ ଉରାନ ଅଞ୍ଚଳରେ ଥିବା ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ(ଓଏନ୍ଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ!-->… Read More...
National ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣୀ OPA Sep 3, 2019 0 ନୂଆଦିଲ୍ଲୀ:ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ୍ର ଆଜି ଶୁଣାଣୀ ହେବ । ସଲିସିଟର୍ ଜେନେରାଲ ତୁଷାର ମେହେତାଙ୍କ ଅନୁରୋଧ କ୍ରମେ!-->… Read More...
Odisha ପୁରୀ ବେଳାଭୂମିରେ ନୂଆଁଖାଇକୁ ନେଇ ବାଲୁକା କଳା OPA Sep 3, 2019 0 ପୁରୀ: ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଦୂରଦୂରାନ୍ତ ରହୁଥିବା!-->… Read More...
Odisha ଆଜି ନୂଆଁଖାଇ OPA Sep 3, 2019 0 ସମ୍ବଲପୁର:ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ । ଓଡିଶାର ପଶ୍ଚିମାଂଚଳର ଲୋକପର୍ବ ନୁଆଁଖାଇ ବା ନବାନ୍ନ ଏକ କୃଷି ଭିତିକ ଧାର୍ମିକ ଉତ୍ସବ । ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ପକ୍ଷ ପଂଚମୀ ତିଥୀ ଅର୍ଥାତ ଗଣେଶ ପୂଜା!-->… Read More...
Odisha ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Sep 3, 2019 0 ଭୁବନେଶ୍ୱର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ମା’ ସମଲେଇ, ମା’ପାଟଣେଶ୍ୱରୀ,!-->… Read More...
National ପଠାନକୋଟ ଏୟାରବେସରୁ ମିଗ-୨୧ ଉଡାଣ ଭରିଲେ ଅଭିନନ୍ଦନ OPA Sep 2, 2019 0 ନୂଆଦିଲ୍ଲୀ: ବିମାନ ଉଡାଇଲେ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଥିବା ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ୍-୨୧ ବିମାନରୁ ଏଫ୍-୧୬ ବିମାନକୁ ଧ୍ବଂସ କରିଥିଲେ ।!-->… Read More...
National କାଲି ବାୟୁସେନାରେ ସାମିଲ ହେବ ଆପାଚ ହେଲିକପ୍ଟର OPA Sep 2, 2019 0 ନୂଆଦିଲ୍ଲୀ: ସାବଧାନ ପାକ୍ । ଆଉ ଚଳିବନି ଧମକ । ଏଣିକି ଧମକ ଦେଲେ ସିଧା ହମଲା । କାରଣ ଆସନ୍ତା କାଲିଠାରୁ ବାୟୁସେନା ହେବ ଆହୁରି ଶକ୍ତିଶାଳୀ । ବାୟୁସେନାରେ ସାମିଲ ହେବ ଆପାଚ ହେଲିକପ୍ଟର । । ଏହି ଅତ୍ୟାଧୁନିକ!-->… Read More...
Sports ଗିରଫ ହେବେ ମହମ୍ମଦ ସାମି OPA Sep 2, 2019 0 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଡ଼ୁଆ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ଥିବା ସାମିଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଛି।!-->… Read More...
Odisha କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓଙ୍କ ପରଲୋକ OPA Sep 2, 2019 0 କଳାହାଣ୍ଡି: କଳାହାଣ୍ଡିର ରାଜା ଉଦିତ ପ୍ରତାପ ଦେଓଙ୍କର ସୋମବାର ସଂଧ୍ୟାରେ ୭୧ ବର୍ଷ ବୟସରେ ହେହାନ୍ତ ହୋଇଛି। କିଛି ଦିନ ତଳୁ ସେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଥିଲେ।!-->… Read More...