National ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ OPA May 2, 2022 0 ଏଣିକି କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କୋରୋନା ଟୀକାକରଣକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ସୂଚନା ଅନୁସାରେ, ଟିକା ନେବାକୁ… Read More...
Bignews ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ OPA May 2, 2022 0 ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବିଧାୟକ ପଦ ପାଇଁ ହେବ ଉପ ନିର୍ବାଚନ । ମେ ୩୧ ତାରିଖରେ ଏହି ଉପ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଏହି ନିର୍ବାଚନ ପାଇଁ ମେ… Read More...
Sports ଦ୍ଵିତୀୟ ବିବାହ କଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ OPA May 2, 2022 0 ପୂର୍ବତନ କ୍ରିକେଟର ଅରୁଣ ଲାଲ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୬ ବର୍ଷୀୟ ଅରୁଣ ନିଜଠୁ ୨୮ ବର୍ଷ ସାନ ବୁଲ୍ବୁଲ ସାହାଙ୍କ ହାତ ଧରିଛନ୍ତି। ଏହା ଅରୁଣଙ୍କ ଦ୍ୱିତୀୟ ବିବାହ ଏବଂ କୋଲକାତାରେ ଆୟୋଜିତ ବିବାହ… Read More...
National ଯବାନଙ୍କ ପାଖରୁ ବାହାରିଲା ଗ୍ରେନେଡ OPA May 2, 2022 0 ଜମ୍ମୁକାଶ୍ମୀରର ଶ୍ରୀନଗର ବିମାନବନ୍ଦରରୁ ଗ୍ରେନେଡ ଉଦ୍ଧାର ହୋଇଛି । ଜଣେ ଯବାନଙ୍କ ପାଖରୁ ଏହି ଗ୍ରେନେଡ ଉଦ୍ଧାର ହୋଇଛି । ବ୍ୟାଗେଜ ସ୍କ୍ରିନିଂ ବେଳେ ଏହି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର ହୋଇଛି । ଏହା ପରେ ତାଙ୍କୁ ହେପାଜତରେ… Read More...
Odisha ସିମ କାର୍ଡ ଜାଲିଆତି ମାମଲା; ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ OPA May 2, 2022 0 ସିମ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିବେ ତିନି ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବେ । ବାଚସ୍ପତିଙ୍କ… Read More...
National ଗିରଫ ହେବେ ଇମ୍ରାନ ଖାନ ! OPA May 2, 2022 0 ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁସ୍କିଲ ଏବେ ବଢିବାରେ ଲାଗିଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ଏମିତି ଯେ ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ… Read More...
National କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି; ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ OPA May 2, 2022 0 କବି ତଥା ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ସମ୍ପର୍କ ଥିବା ବୟାନ ଦେଇଥିଲେ । ଏହି ମାମଲାରେ… Read More...
National ଜାମିନ ଆବେଦନ କଲେ ନବାବ ମଲିକ; ସେପଟେ ଯାଚିକାକୁ ବିରୋଧ କଲା ଇଡି OPA May 2, 2022 0 ନିଜର ସ୍ୱାସ୍ଥ୍ୟ ଅବସ୍ଥା ଭଲନଥିବା ଦର୍ଶାଇ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଯାଚିକା ଦାଖଲ କଲେ ମହାରାଷ୍ଟ୍ର ମନ୍ତ୍ରୀ ଓ ଏନସିପି ନେତା ନବାବ ମଲିକ। ହେଲେ ଇଡି ଏହି ଜାମିନ ଯାଚିକାକୁ ବିରୋଧ କରିଛି। ନବାବ ମଲିକଙ୍କୁ… Read More...
National ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା OPA May 2, 2022 0 ପୂର୍ବତନ ପେଟ୍ରୋଲିୟମ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଅଫିସର ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସୋମବାର ସରକାରଙ୍କ ଦ୍ଵାରା ଏହି ଆଦେଶ ଜାରି କରାଯାଇଛି। କପୁର… Read More...
Bignews ଆସନ୍ତାକାଲି ମିଳିବ କାଳିଆ ଟଙ୍କା OPA May 2, 2022 0 ଆସନ୍ତାକାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ… Read More...