ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ; ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଆଉ ଜଣେ ହାର୍ଡକୋର ମାଓବାଦୀ । ତା ନାଁ ଲାଲସୁ ଓରଫ ଲକ୍ଷ୍ମଣ ଆପକା । ଆଜି ଏହି ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡିଶା ମାଓ…
Read More...

ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ

ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱରରୁ ଦେବଗଡ କୋର୍ଟକୁ ସ୍ଥାନାନ୍ତର କରୁଥିଲା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ କୋର୍ଟକୁ ନିଆଯାଉଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅସୁସ୍ଥ ଅନୁଭବ…
Read More...

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

ମାସ ଆରମ୍ଭରୁ ମହଙ୍ଗା ମାଡ । ଦେଶରେ ପୁଣି ବଢିଲା ଗ୍ୟାସ ଦର । ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ପୁଣିଥରେ ମହଙ୍ଗା ହୋଇଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ୧୦୪ ଟଙ୍କା ବୃଦ୍ଧି ପାଇଛି । ଦର ବଢିବା…
Read More...

ପୁଣି ଚେନ୍ନାଇ ସୁପର କିଙ୍ଗସ ମଙ୍ଗ ଧରିବେ ଧୋନି

ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ମଝିରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର। କ୍ରିକେଟର ରବିନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର…
Read More...

ବଦଳିଲା ସ୍କୁଲ ଖୋଲିବା ସମୟ, ସକାଳ ୬ ଟାରୁ ୯ଟା ଯାଏ ହେବ ପାଠପଢ଼ା

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଏ ନେଇ ସ୍କୁଲ ଓ…
Read More...

ଭୁଶୁଡ଼ିଲା କୋଠା; ୨୦ରୁ ଅଧିକ ଜଣ ଫସିରହିଥିବା ସୂଚନା

ଚାଇନାର ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ ଅଧିକ ଜଣ ଫସି ରହିଛନ୍ତି। ଚାଇନାର ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ବିଲ୍ଡିଂରେ ଫସି…
Read More...

ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ବୃଦ୍ଧି ପାଇଲା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ…
Read More...

ଋଷ୍‌ର କଡା ଆଭିମୁଖ୍ୟ; ୪ଟି ପାଶ୍ଚାତ୍ୟ ଦେଶର ୩୧ ନାଗରିକଙ୍କ ଉପରେ ଲଗାଇଲା ବ୍ୟାନ୍

ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ନିଜ କୂଟନୀତିଜ୍ଞ ଏବଂ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଋଷ ମଧ୍ୟ ଲଗାତର ପ୍ରତିବାଦ କରୁଛି । ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ…
Read More...

୪୦ ରୁଷୀୟ ବିମାନ ଖସାଇଥିବା ୟୁକ୍ରେନୀୟ ପାଇଲଟ୍‌ ‘ଘୋଷ୍ଟ୍‌ ଅଫ୍ କିବ୍‌’ ନିହତ

ଗୁଳି ମାରି ପ୍ରାୟ ୪୦ ରୁଷୀୟ ଲଢୁଆ ବିମାନ ଖସାଇଥିବା 'ଘୋଷ୍ଟ୍‌ ଅଫ୍‌ କିବ୍' (କିବ୍‌ର ଅଶରୀରୀ) ନାଁରେ ସୁପରିଚିତ ଜଣେ ୟୁକ୍ରେନୀୟ ପାଇଲଟ୍‌ ଗତ ମାସରେ ନିହତ ହୋଇଥିବା କଥା 'ଦି ଟାଇମ୍‌ସ୍‌' ରିପୋର୍ଟ କରିଛି। ମୃତ୍ୟୁ…
Read More...

୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏପରି…
Read More...