କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସର୍ବଭାରତୀୟ ସ୍ତରରେ ହେବ ଏକକ ପ୍ରବେଶିକା ପରୀକ୍ଷା । ଓଡ଼ିଶା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ ସାମିଲ ହୋଇଛି । "ଗୋଟିଏ ଦେଶ -ଏକ ପରୀକ୍ଷା"…
Read More...

ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କ ଗିରଫ ପରେ ଉଭୟଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ | ମୁମ୍ବାଇ ସେସନ କୋର୍ଟ ଉଭୟଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି |ଗିରଫ…
Read More...

ରାଜ୍ୟ ସରକାରଙ୍କ ବଡ ଘୋଷଣା; ସହିଦଙ୍କ ପରିବାରକୁ ସହାୟତା ରାଶି ୧୦ ଲକ୍ଷକୁ କଲେ ବୃଦ୍ଧି

ଯୁଦ୍ଧ ଏବଂ ଉଗ୍ରବାଦର ମୁକାବିଲା ସମୟରେ ସହିଦ ହେଉଥିବା ଓଡ଼ିଆ ଯବାନମାନଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ରାଶି ପରିମାଣକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବଢିଲା ରେପୋ ରେଟ

ବଢିଲା ରେପୋ ରେଟ । ୨୦୧୮ ପରେ ପ୍ରଥମ ଥର ପାଇଁ ବଢିଲା ରେପୋ ରେଟ୍ । ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି । ଏହି ସୂଚନା ଦେଲେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚ ୨୭ ସୁଦ୍ଧା…
Read More...

କ୍ରୀଡା ସାମ୍ବାଦିକ ବୋରିଆ ମୁଜୁମଦାରଙ୍କ ଉପରେ ଲାଗିଲା ୨ ବର୍ଷ ପାଇଁ ବ୍ୟାନ୍

ଟିମ୍ ଇଣ୍ଡିଆର ଓ୍ବିକେଟ କିପର ରିଦ୍ଧିମାନ୍ ଶାହାଙ୍କୁ ଧମକ ଦେବା ମାମଲାରେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ବିସିସିଆଇ ଏକ ନିର୍ଦେଶ ଜାରି କରି କ୍ରୀଡା…
Read More...

ପୁରୀ-ପାରାଦୀପ ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା !

ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ରୂପ କ'ଣ ରହିବ? ଏହା କେଉଁଠି ସ୍ଥଳଭାଗ ଛୁଇଁବ ଓ କେଉଁ ଦିଗରେ ଗତି କରିବ? ବାତ୍ୟା ଭୀଷଣ ନା କମ୍‌ ପ୍ରଭାବୀ ହେବ? ବିଶେଷଜ୍ଞମାନେ କରିଥିବା ପ୍ରାକ୍‌ ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ…
Read More...

ବ୍ରଜରାଜନଗର ଉପନିର୍ବାଚନ; ପ୍ରକାଶ ପାଇଲା ବିଜ୍ଞପ୍ତି

ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା ।…
Read More...

ଚାପ ଖେଳିଲେ ମହାପ୍ରଭୁ

ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପର୍ଵ ଆରମ୍ଭ ହୋଇଛି ।ନରେନ୍ଦ୍ର ପୁଷ୍କରିଣୀରେ ଏହି ଚନ୍ଦନ…
Read More...

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼େନମାର୍କରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇଥିଲେ।…
Read More...

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଉପହାର; ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଚାଷୀଙ୍କ ଖାତାକୁ ଆସିଲା 'କାଳିଆ' ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୮୦୪ କୋଟି…
Read More...