Corporate ନାଲକୋକୁ ଡନ୍ ଆଣ୍ଡ ବ୍ରାଷ୍ଟ୍ରିଟ ସମ୍ମାନ OPA Aug 26, 2019 0 ରପ୍ତାନିରେ ଉକ୍ରର୍ଷତା ପାଇଁ NALCO ସମ୍ମାନିତଭୁବନେଶ୍ୱର : ଭାରତୀୟ ଅର୍ଥନୀତି ତଥା ଦେଶର ସାମାଜିକ ଓ ଆର୍ôଥକ ବିକାଶରେ ନାଲ୍କୋ ଦ୍ୱାରା ଗ୍ରହଣ କରାଯାଇଥିବା ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ସ୍ୱରୂପ ନବରତ୍ନ!-->!-->!-->… Read More...
Politics ୪ ରାଜ୍ୟରେ ଉପ-ନିର୍ବାଚନ ତାରିଖଘୋଷଣା OPA Aug 25, 2019 0 ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ!-->… Read More...
ବିବିଧ ପତଳା ଓଠ ଥିବା ଝିଅ ବେଶୀ ରୋମାଣ୍ଟିକ ! OPA Aug 25, 2019 0 ମୁମ୍ବାଇ : ଆପଣଙ୍କ ପ୍ରେମିକାଙ୍କ ଓଠ ଲମ୍ବା କି ? ତେବେ ଆପଣ ଜାଣନ୍ତୁ ଆପଣଙ୍କ ପ୍ରେମିକା ଅଧିକ ରୋମାଣ୍ଟିକ । ଏକ ଜାତୀୟ ସଂସ୍ଥାର ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଥିବା ଖବର ଆସିଛି । !-->… Read More...
Entertainment ଗୋଲାପି ବିକିନ, ସେକ୍ସି ପୋଜ ଫଟୋକୁ ନେଇ ସୋସିଆଲ ମିଡିଆରେ ନିଆଁ, ଦେଖନ୍ତୁ ଫଟୋ OPA Aug 25, 2019 0 ମୁମ୍ବାଇ : ଦେହରେ ଗୋଲାପି ରଙ୍ଗର ଅଧାଫୁଙ୍ଗୁ ବିକିନି । ତା ସାଙ୍ଗକୁ ସେକ୍ସି ପୋଜ । ଏମିତି ଫୋଟକୁ ନେଇ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଲାଇକ ପରେ ଲାଇକ , କମେଣ୍ଟ ପରେ କମେଣ୍ଟ ବଢି ବଢି ଚାଲିଛି । ଆମେ କହୁଛୁ ସୋସିଆଲ!-->… Read More...
Odisha ସଂଗ୍ରହ ହେଲା ରୋଗୀଙ୍କ ଫୋନ ନମ୍ବର, ଗାନ୍ଧୀ ଜୟନ୍ତିରେ କଥା ହେବେ ସିଏମ OPA Aug 25, 2019 0 ସ୍ୱାସ୍ଥ୍ୟ ବିଭାଗରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟରେ ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ। ଗାନ୍ଧୀ ଜୟନ୍ତିରେ ପ୍ରଥମେ!-->!-->!-->… Read More...
National ମ୍ୟାନ ଭର୍ସେସ୍ ୱାଇଲ୍ଡ ଟିଭି ସୋ’ର ପରଦା ପଛର ଗୁମର ଖୋଲିଲେ ମୋଦି OPA Aug 25, 2019 0 ନୂଆଦିଲ୍ଲୀ : ଡିସ୍କଭରୀ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପ୍ରସାରଣ ହେବା ଦିନଠାରୁ ନାନାଦି ବିଷୟ ଚର୍ଚ୍ଚାରେ ରହିଛି । କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନ ବି ଉଠୁଛି। ତେବେ ଏହି ସୋକୁ ନେଇ!-->… Read More...
Crime ଦେଖନ୍ତୁ ଭିଡିଓ, କୋରିଅର ପ୍ୟାକେଟରୁ ବାହାରିଲା ଜୀଅନ୍ତା ନାଗ ସାପ OPA Aug 25, 2019 0 ସାପ ଉପହାରରାଇରଙ୍ଗପୁର : କୋରିୟର ପେଟିରୁ ବାହାରିଲା ୬ ଫୁଟର ନାଗ ସାପ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ ନଂ ୫ରେ କୋକୁଆ ଭୟ । ସେଠାରେ ମୃତୁ କୁମାର ନାମରେ ଜଣେ ବ୍ୟକ୍ତି ଭଡାରେ ରହୁଥିଲେ । ସେ ପାଇପ!-->!-->!-->… Read More...
Bignews ଇତିହାସ ରଚିଲେ ସିନ୍ଧୁ OPA Aug 25, 2019 0 ନୂଆଦିଲ୍ଲୀ: ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଜି ବିଶ୍ଵ ଚମ୍ପିଆନସିପର ଫାଇନାଲ ଜିତି ଇତିହାସ ରଚିଛନ୍ତି। ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ!-->… Read More...
Sports ଓଡିଆ ପୁଅ ପ୍ରମୋଦଙ୍କ ବିଶ୍ୱ ରେକର୍ଡ OPA Aug 25, 2019 0 ସ୍ୱିଜରଲ୍ୟାଣ୍ଡ: ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ରେ ଓଡିଆ ପୁଅ ପ୍ରମୋଦ ଭଗତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ!-->… Read More...
Odisha ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ OPA Aug 25, 2019 0 ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି,!-->… Read More...