ଜେଲରେ୧୫ କିଲୋ ଓଜନ କମାଇଲେ ରାମ ରହିମ

ରୋହତକ: ହରିଆଣାର ସୁନାରିଆ ଜେଲରେ ବିଗତ ୨ ବର୍ଷ ହେବ କଏଦୀ ୮୬୪୭ ଓରଫ ଡେରା ମୁଖ୍ୟ ରାମ ରହିମ ୧୮ ହଜାର ଟଙ୍କା ରୋଜଗାର କରିଛନ୍ତି। ରାମ ରହିମ୍‌ ଜେଲ ପରିସରରେ ପରିବା ଚାଷ କରି ଏହି ଟଙ୍କା ରୋଜଗାର କରିଛନ୍ତି। ମାତ୍ର ଏହି…
Read More...

ଅଗଷ୍ଟ ୨୯ରେ ଆରମ୍ଭ ହେବ ‘ଫିଟ୍ ଇଣ୍ଡିଆ ଅଭିଯାନ, ୨ରୁ ପ୍ଲାଷ୍ଟିକ ବର୍ଜନ

ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖକୁ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ସାରା ଦେଶରେ କେନ୍ଦ୍ର ସରକାର ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ :ଶେଷ ଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆଜି ଦିନ ୩ଟା ୨୦ଟାରେ ଅରୁଣ ପଂଚଭୂତରେ ଲୀନ ହୋଇଛନ୍ତି ଜେଟଲି । ସେ ଏବେ ଆମ ଗହଣରେ ଆଉ ନାହାଁନ୍ତି । ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ହିନ୍ଦୁ…
Read More...

ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଭୂପିନ୍ଦର ସିଂହ ହୁଡା

ଚଣ୍ଡୀଗଡ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନରତା ଭୂପେନ୍ଦ୍ରର ସିଂହ ହୁଡା ରୋହତକରେ ଆୟୋଜିତ ପରିବର୍ତ୍ତନ ରାଲିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହା ସହ ସେ ବିଧାନସଭା…
Read More...

ବାହାରୀନର ଶ୍ରୀନାଥଜୀ ମନ୍ଦିରରେ ପୁନର୍ନିମାଣ ପରିଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାହାରୀନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରୀନର ୨୦୦ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପହଁଚିଛନ୍ତି । ସେଠାରେ ସେ ମନ୍ଦିରର ପୁନନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା…
Read More...

ଋଷିକୂଲ୍ୟା ନଦୀରେ ବୁଡ଼ି ନାବାଳିକା ନିଖୋଜ

ବ୍ରହ୍ମପୁର : ଖୁଦୁରୁକୁଣୀ ପୂଜା ପାଇଁ ଋଷିକୂଲ୍ୟା ନଦୀକୁ ପାଣି ଆଣିବାକୁ ଯାଇ ତିନି ଜଣ ନାବାଳିକା ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଆଉ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ…
Read More...

‘ମନ୍ କି ବାତ୍’: ଶ୍ରୀକୃଷ୍ଣ-ସୁଦାମାଙ୍କ ମିତ୍ରତା ସମ୍ପର୍କରେ ଗାଥା ବଖାଣିଲେ ମୋଦି

ନୂଆଦିଲ୍ଲୀ: ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟ 'ମନ କି ବାତ' କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ମାସର…
Read More...

ଖୁଦୁରୁକୁଣୀ ଓଷା ପାଇଁ ନଦୀକୁ ଯାଇଥିବାବେଳେ ଭାସିଗଲେ ୩ ଝିଅ: ୨ ଉଦ୍ଧାର, ଜଣେ ନିଖୋଜ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ପୂଜା ପାଇଁ ନଦୀ ପାଣି ଆଣିବାକୁ ଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଛି । ଆଉ ଦୁଇ ଜଣ ବାଳିକାଙ୍କୁ…
Read More...

ସଙ୍ଗୀତା ଜେଟଲୀଙ୍କୁ ଭେଟିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଜେଟଲୀଙ୍କ ପତ୍ନୀ ସଙ୍ଗୀତାଙ୍କୁ ପତ୍ର ଲେଖି ନିଜର ଦୁଃଖ ଜାହିର କରିଛନ୍ତି ।…
Read More...

ବାଲୁକା କଳାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା…
Read More...