National କ୍ରିକେଟର ଶ୍ରୀଶାନ୍ତଙ୍କ ଘରେ ଅଗ୍ନିକାଣ୍ଡ OPA Aug 25, 2019 0 କୋଚି: କ୍ରିକେଟର ଏସ୍ ଶ୍ରୀଶାନ୍ତଙ୍କ କୋଚିର ଏଡାପ୍ପାଲ୍ଲୀ ଅଞ୍ଚଳରେ ଥିବା ବାସଭବନରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବେଳେ ଶ୍ରୀଶାନ୍ତ ମୁମ୍ବାଇରେ ଫିଲ୍ମ ଶୁଟିଂରେ ବ୍ୟସ୍ତଥିଲେ। ତେବେ ଘରେ ତାଙ୍କ!-->… Read More...
Odisha ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ OPA Aug 25, 2019 0 କଟକ : ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଦୋଷୀ ସାବ୍ୟସ୍ତ ଅନାମ ଦେହୁରୀ ଓରଫ୍ ଶ୍ରୀନିବାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।!-->… Read More...
National ଆଜି ଅପରାହ୍ନରେ ଜେଟଲୀଙ୍କ ଶେଷକୃତ୍ୟ OPA Aug 25, 2019 0 ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ହେବ। ଏବେ ତାଙ୍କ ମର ଶରୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଦଳୀୟ ନେତା, କର୍ମୀ ଓ ସମର୍ଥକ ଜେଟଲୀଙ୍କ ଶେଷ ଦର୍ଶନ କରୁଛନ୍ତି।!-->… Read More...
National ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ OPA Aug 25, 2019 0 ଆବୁ ଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍ ଜାୟେଦ୍’ରେ ସମ୍ମାନିତ ହୋଇଛନ୍ତି। ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ!-->… Read More...
National ବିଜେପି ମୁଖ୍ୟାଳୟରେ ପହଁଚିଲା ଜେଟଲୀଙ୍କ ପାର୍ଥିବ ଶରୀର OPA Aug 25, 2019 0 ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି ମୁଖ୍ୟାଳୟରେ ପହଁଚିଛି । ଦ୍ୱିପ୍ରହର ୨ଟା ୩୦ରେ ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ । ବିଜେପି ମୁଖ୍ୟାଳୟରେ ଜେଟଲୀଙ୍କ ଅନ୍ତିମ!-->… Read More...
Odisha ଏସଆରସି ବିଷ୍ଣୁପଦ ସେଠୀ ବିଶ୍ୱକୁ ବାଣ୍ଟିବେ ଓଡିଶାର ସଫଳ ବିପର୍ଯ୍ୟୟ ମୁକାବିଲା ସୁତ୍ର OPA Aug 25, 2019 0 ୨୬ରୁ ବ୍ୟାଙ୍କକକରେ ଜାତୀୟ ବିପର୍ୟ୍ୟୟ ମୁକାବିଲା ସପ୍ତାହଭୁବନେଶ୍ୱର : ବିଶ୍ୱ ଶୁଣିବ ଓଡିଶାର ସଫଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ବିପର୍ଯ୍ୟୟ ପରର ସଫଳ ପୁନରୁଦ୍ଧାର ଏବଂ ଥଇଥାନ କାହାଣୀ । ବିଶ୍ୱ ଦରବାରରେ!-->!-->!-->… Read More...
Odisha ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Aug 24, 2019 0 ଭୁବନେଶ୍ୱର: ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ!-->… Read More...
National ଆସନ୍ତାକାଲି ନିଗମବୋଧ ଘାଟରେ ହେବ ଜେଟଲୀଙ୍କ ଅନ୍ତିମ ସଂସ୍କାର OPA Aug 24, 2019 0 ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମର ଶରୀର ଏମ୍ସରୁ ଘରକୁ ଅଣାଯାଇଛି। ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କ ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ!-->… Read More...
Odisha ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ପ୍ରତାପ ଜେନା OPA Aug 24, 2019 0 ମାହାଙ୍ଗା: ନିଶ୍ଚନ୍ତକୋଇଲି ବ୍ଲକ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘର ର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ!-->… Read More...
Odisha ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ OPA Aug 24, 2019 0 ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ!-->… Read More...