ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ ଦେହାନ୍ତ ଘଟିଛି। ଜେଟଲୀଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି।…
Read More...

ନକ୍ସଲ-ଯବାନ ମୁହାଁମୁହିଁ, ୫ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମାରରେ ଆଜି ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି…
Read More...

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…
Read More...

ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ତ୍ରିଦେଶୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟର ଅର୍ଥନୈତିକ ରାଜଧାନୀ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନିଜର ୟୁଏଇ ପ୍ରତିପକ୍ଷଙ୍କ ସହ ଉଭୟ ରାଷ୍ଟ୍ର…
Read More...

୪ ମହଲା କୋଠା ଭୁଶୁଡ଼ି ୨ ମୃତ

ମୁମ୍ୱାଇ: ମହାରାଷ୍ଟ୍ର ଭିଓ୍ୱଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ୪ ଆହତଙ୍କୁ ସ୍ଥାନୀୟ…
Read More...

ଜର୍ମାନୀ ନିକଟରେ ଗୁହାରୀ କଲା ପାକିସ୍ତାନ

ଲାହୋର:ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇ ପଡିଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଭିନ୍ନ ଦେଶଠାରୁ ସମର୍ଥନ ମାଗି ବୁଲୁଛନ୍ତି । କିନ୍ତୁ କୌଣସୀ ଦେଶ ଇମରାନଙ୍କୁ ସମର୍ଥନ ଦେଉନାହିଁ । ଏବେ ସେ ଜର୍ମାନୀର…
Read More...

ଆଜିଠୁ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ

ଭୁବନେଶ୍ବର : ଶନିବାରଠାରୁ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ(ୟୁଟିଏସ୍‌) ପ୍ରଚଳନ ହେବ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ଓଡ଼ିଶାରେ…
Read More...

ଆଜି ଶ୍ରୀନଗର ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଥମ କରି ଶ୍ରୀନଗର ଗସ୍ତରେ ଯିବେ। ରାହୁଲଙ୍କ ସହିତ ସିପିଆଇ-ଏମ୍‌, ସିପିଆଇ, ଆରଜେଡି, ଏନସିପି, ଟିଏମସି ଓ ଡିଏମକେ ଭଳି…
Read More...

୪୯ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧ ମାମଲା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ରେକର୍ଡ ସଂଖ୍ୟକ ଦାଗୀ ବିଧାୟକ। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଦାଗୀ ନେତା ଓ କୋଟିପତି ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।…
Read More...

ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ…
Read More...