ଏଥର ଅନଲାଇନରେ ହେବ ଏସସିବି ମେଡିକାଲର ଓପିଡି ଟିକେଟ ବୁକିଂ

ଅନଲାଇନରେ ଏସସିବି ଆଇଟଡୋର ଟିକେଟ ବ୍ୟବସ୍ଥା।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୁବ୍‌ଶୀଘ୍ର ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।ଧାଡିରେ ଛିଡା ନ…
Read More...

ୟୁକ୍ରେନକୁ ସହାୟତା ଯୋଗାଇବା ପାଇଁ ଆମେରିକା କଂଗ୍ରେସର ସହଯୋଗ ଲୋଡିଲେ ବାଇଡେନ୍

ଋଷ-ୟୁକ୍ରେନ ଯୁଦ୍ଧ ୩ ମାସରେ ପହଂଚିଥିବା ବେଳେ ୟୁକ୍ରେନକୁ ଆର୍ଥିକ ସହାୟତା ବଢାଇ ଚାଲିଛି ଆମେରିକା । ୟୁକ୍ରେନକୁ ଆଉ ୩୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ ୫୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ଆମେରିକା…
Read More...

ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଅଧିବେଶନରେ ତାଙ୍କ ମନ୍ତବ୍ୟ ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ, ସେମି କଣ୍ଡକ୍ଟର ଶିଳ୍ପ ସମୂହ,…
Read More...

ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ

ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ। ମେ' ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ…
Read More...

ଆମେରିକାରୁ ଚିହ୍ନଟ ହେଲେ ଦ୍ୱିତୀୟ ବାର୍ଡ ଫ୍ଲୁ ସଂକ୍ରମିତ

ଆମେରିକାରୁ ଚିହ୍ନଟ ହେଲେ ବାର୍ଡ ଫ୍ଲୁ ଏଚ ୫ରେ ସଂକ୍ରମିତ ଦୁନିଆର ଦ୍ୱିତୀୟ ବ୍ୟକ୍ତି । ଆମେରିକାର ରୋଗ ନିୟନ୍ତ୍ରକ ଏବଂ ସୁରକ୍ଷା କେନ୍ଦ୍ର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ କୋଲୋରାଡୋର ହୋଇଥିବା…
Read More...

ତୁରନ୍ତ ବେଲୋଚିସ୍ତାନ ଛାଡ଼, ନଚେତ୍ ଭୋଗିବ ଭୟଙ୍କର ପରିଣତି

ପାକିସ୍ତାନ ଓ ଚୀନକୁ ବେଲୋଚିସ୍ତୋନ ଲିବରେସନ ଆର୍ମିର ଖୋଲା ଚେତାବନୀ । ତୁରନ୍ତ ବେଲୋଚିସ୍ତାନ ଛାଡ଼, ନଚେତ୍ ଭୋଗିବ ଭୟଙ୍କର ପରିଣତି । କରାଚି ଆତ୍ମଘାତୀ ଆକ୍ରମଣରେ ୩ ଚୀନି ନାଗରିକଙ୍କୁ ହତ୍ୟା କରିବା ପରେ ଏଭଳି ବାର୍ତ୍ତା…
Read More...

ମ୍ୟାଚ୍‌ ପୂର୍ବରୁ ସଡ଼କ ଦୁର୍ଘଟଣା: ଲକ୍ଷ୍ନୌ ଟିମ୍‌ର ସିଇଓଙ୍କ ସମେତ ୩ ଆହତ

ଆଉ କିଛି ସମୟ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଚଳିତ ଆଇପିଏଲର ଆଉ ଏକ ହାଇଭୋଲଟେଜଜ ମ୍ୟାଚ୍‌ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ଟିମ୍‌ ସହ ଘଟିଛି ବଡ଼ ଅଘଟଣ। ଟିମ ବସ୍‌ ସହ ମୁମ୍ବାଇରୁ ପୁଣେ ଯାଉଥିବା…
Read More...

ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର

ଏପ୍ରିଲ ୨୯ ତାରିଖଠାରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର। ଆଜିଠାରୁ ଉଭୟ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି ଭକ୍ତ।…
Read More...

IPS ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ

ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । କଟକ ଡିସିପି ଦାୟିତ୍ୱରେ ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର DCP…
Read More...

ତାତିରୁ ମିଳିବ ତ୍ରାହି ; ମେ’ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ନେବ ଲଘୁଚାପର ରୂପ

ତାତିରୁ ମିଳିବ ନିସ୍ତାର । ହିଟଓ୍ୱେଭରେ ଲାଗିବ ବ୍ରେକ୍ । ଆସନ୍ତା ମେ' ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୫ ତାରିଖ ସୁଦ୍ଧା ଏହା…
Read More...