ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା; ସ୍ଥିତି ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସକାଳ ୧୦ ଟାରେ ସରିଛି । ଗତ ଦୁଇ ବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଛନ୍ତି…
Read More...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ମାରିଦେବାକୁ ଧମକ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍‌ତାଲି ବେନେଟ୍‌ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଚିଠି ସହ ଗୁଳି ପଠାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ…
Read More...

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ପ୍ରଶାନ୍ତ ଓରଫ୍‌ ଗଣେଶ ଜଗଦ୍ଦେବ ଆଜି ବାଣପୁର ସବ୍-ଜେଲରୁ ମୁକୁଳିଛନ୍ତି । ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାତ୍ର ୭ ଦିନ ଅର୍ଥାତ ଏକ ସପ୍ତାହ ପାଇଁ…
Read More...

୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ ଟୀକା

୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଟୀକା ଦେବା ପାଇଁ DCGI ଜରୁରୀକାଳୀନ ଅନୁମତି ପ୍ରଦାନ କରିଛନ୍ତି । ଏହା ଉପରେ ଭାରତ ସରକାରଙ୍କ ଏକ୍ସପର୍ଟ ଗ୍ରୁପ ନିଷ୍ପତି ନେବେ । ପରେ ଭାରତ ସରକାର ରାଜ୍ୟଗୁଡ଼ିକୁ ମାର୍ଗଦର୍ଶିକା ଦେଲା…
Read More...

ପ୍ରବଳ ଖରାକୁ ଦେଖି ବଦଳିଲା ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍; କେବଳ ପ୍ରଥମ ସିଟିଂରେ ହେବ ପରୀକ୍ଷା

ହିଟ୍ ୱେଭ୍ କାରଣରୁ ବଦଳିଲା ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା…
Read More...

ହଲିଉଡ଼ରେ ଧନୁଷଙ୍କ ଯାଦୁ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ପୋଷ୍ଟର ମଧ୍ୟ…
Read More...

ତେଲରୁ ଟ୍ୟାକ୍ସ ହ୍ରାସ ପାଇଁ ରାଜ୍ୟମାନଙ୍କୁ ଅପିଲ କଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚ୍ଚୁଆଲ୍ ବୈଠକରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଟିକାକରଣ ଏବଂ ସତର୍କତାକୁ ଗୁରୁତ୍ୱ ଦେଇଛନ୍ତି । ଏହାସହ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ…
Read More...

ବଢୁଥିବା ସଂକ୍ରମଣ ପାଇଁ ସତର୍କ ରହିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଦେଶରେ କରୋନା ବିପଦ ଟଳିନି। ବିଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ, ପୁଣି ବୃଦ୍ଧି ପାଇବାରେ ଲାଗିଛି । ପୂର୍ବପରି ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା…
Read More...

ୟୁରୋପ ଯିବେ ପ୍ରଧାନମନ୍ତ୍ରୀ

ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁରୋପ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୨ ରୁ ୪ ମଧ୍ୟରେ ଜର୍ମାନୀ, ଡେନମାର୍କ, ଏବଂ ଫ୍ରାନ୍ସ ଗସ୍ତ କରି ରାଷ୍ଟ୍ରଧ୍ୟକ୍ଷଙ୍କ ସହ ସାକ୍ଷାତ କରିବେ। ଏହି ସମୟରେ ବିଭିନ୍ନ…
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା

ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ସାଂସଦଙ୍କ ପୁରୀ ଗସ୍ତକୁ ନେଇ ଦୀର୍ଘ ସମୟ ହାଇ ଭୋଲଟେଜ ଡ୍ରାମା ଚାଲିବା ପରେ ଶେଷରେ ପୁରୀରେ ପହଞ୍ଚିଲେ ସାଂସଦ । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ…
Read More...