କରାଚୀ ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏହି ଧମାକାର ଶବ୍ଦରେ ଥରି ଯାଇଛି ସାରା ସହର । ଦେଶରେ ଏଭଳି ଏକ ଭୟଙ୍କର ବିସ୍ଫୋରଣର କାରଣ କ'ଣ ଏବେ ଚର୍ଚ୍ଚାର ପିଷୟ ପାଲଟିଛି । ଏହି ଦୁର୍ଘଟଣାରେ ୪…
Read More...

ଆହୁରି ୫ଦିନ ଜଳିବ

ଜଳୁଛି ସାରା ଓଡ଼ିଶା । ରାଜ୍ୟରେ ଆଉ ୫ ଦିନ ଗ୍ରୀଷ୍ମପ୍ରବାହ । ୩୦ ତାରିଖ ଯାଏ ନିସ୍ତାର ନାହିଁ। କିଛି ଜିଲ୍ଲାକୁ ଜାରି ହୋଇଛି ହିଟ୍‌ ୱେଭ୍‌ ୱାର୍ଣ୍ଣିଂ । ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା…
Read More...

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର । ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋର। କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ୨୦୨୪…
Read More...

୨୭ ରୁ ୨ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ୟୁଜି ଏବଂ ପିଜି ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ୟୁଜି ଏବଂ ପିଜି ଶ୍ରେଣୀଗୃହ ଶିକ୍ଷାଦାନ ଆସନ୍ତା କାଲିଠାରୁ ଅର୍ଥାତ୍ ୨୭.୦୪.୨୦୨୨ ରୁ ୦୨.୦୫.୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏ ନେଇ ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ…
Read More...

୬ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ଗୋଟିଏ ପଟେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ୬ରୁ ୧୨…
Read More...

ଆସନ୍ତା ଏପ୍ରିଲ ୨୯ରେ ମାଟ୍ରିକ୍ ପରୀକ୍ଷା; କପି ରୋକିବାକୁ ୩୮ଟି ସ୍ପେସିଆଲ ସ୍କ୍ଵାଡ୍ ହେଲା ଗଠନ

ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପରିଚାଳନା ଏବଂ କପି ରୋକିବା ପାଇଁ ଗଠନ ହୋଇଛି ସ୍ପେସିଆଲ ସ୍କ୍ଵାଡ୍। ମୋଟ ୩୦ଟି ଜିଲ୍ଲା ପାଇଁ ୩୮ଟି ସ୍ପେସାଲ ସ୍କ୍ଵାଡ୍ ଗଠନ କରାଯାଇଛି।…
Read More...

ଆକ୍ସନ ମୋଡରେ ବିଏମ୍‌ସି; ଗାଡ଼ି ପାର୍କିଂରେ ଲୋକଙ୍କୁ ଲୁଟିବାରେ ଲାଗିବ ରୋକ୍‌

ଦୀର୍ଘ ବର୍ଷ ଧରି ପାର୍କିଂ ସ୍ଥାନରେ ଚାଲିଥିବା ଲୁଟ୍‌ ପ୍ରସଙ୍ଗରେ ନିରବ ରହିବା ପରେ ଏବେ ବିଏମ୍‌ସି ହଠାତ୍‌ ଚେଇଁ ଉଠିଛି। ଘନ ଘନ ବୈଠକ ପରେ ଏକାଧିକ ନିଷ୍କର୍ଷ ବାହାରିଛି । ପାର୍କିଂ ଫି' ଆଦାୟ ନାଁରେ ଚାଲିଥିବା ଲୁଟ୍‌ରେ…
Read More...

ମା ସାରଳା ଙ୍କ ପୀଠ ର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା…
Read More...

କରୋନାମୁକ୍ତ ହେଲା ନାଗାଲାଣ୍ଡ

ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରୁ ଖୁସି ଖବର ସାମ୍ନାକୁ ଆସିଛି । ଗତକାଲି ରାଜ୍ୟର ଏକ ମାତ୍ର କୋଭିଡ ସଂକ୍ରମିତ ସୁସ୍ଥ ହେବା ପରେ କୋଭିଡ ଶୂନ୍ୟ ହୋଇଛି ରାଜ୍ୟ । ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ଦିମାପୁର ଜିଲ୍ଲାର…
Read More...

୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କଲେ ସରକାର

ସାମାଜିକ ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଆପତ୍ତିଜନକ ତଥା ଦେଶ ବିରୋଧୀ ମନ୍ତବ୍ୟ ପ୍ରସାରଣ କାରଣରୁ ୧୬ଟି ଚ୍ୟାନେଲକୁ ବ୍ୟାନ୍‌…
Read More...