Entertainment “ଫୁଲ ଓ କାଣ୍ଟେ “ର ଆସିବ ରିମେକ OPA Apr 25, 2022 0 ସମସ୍ତେ ଜାଣନ୍ତିଯେ ଅଜୟ ଦେବଗନ ୧୯୯୧ ମସିହାରେ ଫିଲ୍ମ "ଫୁଲ ଓ କାଣ୍ଟେ " ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ସମୟରେ "ଫୁଲ ଓ କାଣ୍ଟେ" ଖୁବ ହିଟ ମଧ୍ୟ ହୋଇଥିଲା । ଖାଲି ଅଜୟ ନୁହନ୍ତି ଏହି ଫିଲ୍ମ ଅକ୍ଷୟ କୁମାରଙ୍କୁ… Read More...
Bignews ଆସନ୍ତାକାଲିଠୁ ୫ ଦିନ ସ୍କୁଲ ଛୁଟି OPA Apr 25, 2022 0 ରାଜ୍ୟରେ ଆସନ୍ତାକାଲିଠୁ ୫ ଦିନ ସ୍କୁଲ ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲିଠାରୁ ୩୦… Read More...
National ଆଫ୍ଗାନିସ୍ତାନରେ ଟିକ୍ ଟକ୍ ଆପ୍ ଓ ପବ୍ଜି ଅନ୍ଲାଇନ ଗେମକୁ ବାତିଲ OPA Apr 25, 2022 0 ଆଫ୍ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଇତିମଧ୍ୟରେ ଟିକ୍ ଟକ୍ ଆପ୍ ଓ ପବ୍ଜି (ପିପୁଲ୍ସ ଅନ୍ନୋନ୍ ବ୍ୟାଟେଲ ଗ୍ରାଉଣ୍ଡସ) ଅନ୍ଲାଇନ ଗେମକୁ ବାତିଲ ଘୋଷଣା କରିଛନ୍ତି । ଟିକ୍ ଟକ୍ ଓ ପବ୍ଜି କବଳରେ ପଡି… Read More...
National ଜାମିନ ମିଳିବାର କିଛି ସମୟ ଭିତରେ ପୁଣିଥରେ ଗିରଫ ହେଲେ ଜିଗ୍ନେଶ ମେୱାନୀ OPA Apr 25, 2022 0 ଜାମିନ ମିଳିବାର କିଛି ସମୟ ଭିତରେ ଜିଗ୍ନେଶ ମେୱାନୀ ପୁଣି ଗିରଫ। ଆସମ ପୋଲିସ ପୁଣି ଥରେ ଗୁଜରାଟର ବିଧାୟକ ଜିଗ୍ନେସ ମେୱାନୀଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ନେଇ କରିଥିବା ଟ୍ୱିଟ ସହ ଜଡିତ ମାମଲାରେ… Read More...
Sports ୨ଥର ଦେଲେଣି ଫାଇନ; ଆଉଥରେ ହେଲେ ହୋଇପାରନ୍ତି ବ୍ୟାନ OPA Apr 25, 2022 0 ଆଇପିଏଲ ୨୦୨୨ରେ ରବିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ମୁମ୍ବାଇକୁ ୩୬ ରନରେ ପରାସ୍ତ କରିଛି । ଏହି ବିଜୟ ସତ୍ତ୍ୱେ ରାହୁଲଙ୍କ ଦଣ୍ଡ ମିଳିଛି ।… Read More...
Bignews ଏଣିକି ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି OPA Apr 25, 2022 0 ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ଏକ ଖୁସିଖବର । ଏଣିକି 'ମୋ ବସ୍'ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି । ସେମାନଙ୍କ ପାଇଁ ୫୦% ଭଡ଼ା ଛାଡ଼ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ । ତେବେ… Read More...
Sports ୬୬ ବର୍ଷରେ ପୁଣିଥରେ ବିବାହ କରିବେ ପୂର୍ବତନ କ୍ରିକେଟର ଅରୁଣ ଲାଲ OPA Apr 25, 2022 0 ପୂର୍ବତନ କ୍ରିକେଟର ତଥା ବାଂଲାର ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ କରିବାକୁ ଯାଉଛନ୍ତି । ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ମେ ୨ ରେ ସେ ବିବାହ କରିବେ । ବୁଲବୁଲଙ୍କୁ ୩୭ ବର୍ଷ ହୋଇଥିବାବେଳେ ଅରୁଣ ଲାଲଙ୍କୁ… Read More...
Odisha ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି OPA Apr 25, 2022 0 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ। ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର… Read More...
National ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା ; ଉଦ୍ଧାର କାର୍ଯ୍ୟ ଜାରି OPA Apr 25, 2022 0 ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ କୋଠା ଭୁଶୁଡି ପଡିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି ୭ଜଣ ଶ୍ରମିକ। କୋଠା ଭୁଶୁଡ଼ିବା ସମୟରେ ୭ଜଣ ଶ୍ରମିକ… Read More...
Bignews ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଜାରି ରଖ OPA Apr 25, 2022 0 ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ବିଦୂତ କାଟ | ବୋଝ ଉପରେ ଲଳିତା ବିଡା ସଦୃଶ୍ୟ | ତେବେ ଏହାରି ମଧ୍ୟରେ ବିଦୂତ କାଟ ନ କରିବା ପାଇଁ ଏଥିସହ ‘ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ… Read More...