ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଉଡ଼ନିଆ ଘାଟିରେ ନକ୍ସଲମାନେ ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକମାନେ ହେଲେ ମୁଣ୍ଡା ଡାଙ୍ଗୋ ଓ ବାଗୁନ ବୋଦ୍ରା। ସେମାନେ ମାଇଲପିଡ଼ି ଗାଁର…
Read More...

ବିଜୟୀ ପ୍ରାର୍ଥୀ ସାବିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ନବୀନ ଲେଖିଛନ୍ତି, ପାଟକୁରାରେ ବିଜେଡିକୁ ବିପୁଳ ଜନମତ…
Read More...

କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ବିଜେପିର ସଜବାଜ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମାତ୍ର ୧୪ ମାସ କ୍ଷମତାରେ ରହିବା ପରେ ଶେଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭୁଶୁଡ଼ି ଯାଇଛି। ମେଣ୍ଟ ସରକାରର ୧୫ ଜଣ ବିଧାୟକ ଓ ୨ ଜଣ ସ୍ୱାଧୀନ ବିଧାୟକ କଂଗ୍ରେସ ଓ ଜେଡିଏସ୍‌ ବିରୋଧରେ…
Read More...

ଫଳାଫଳ ମତେ ଆଶ୍ଚର୍ଯ୍ୟ କରିଛି: ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ତେବେ ଫଳାଫଳର…
Read More...

ଓଡ଼ିଶାରେ ରହିଛି ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଜାଲ ବିଶ୍ୱ ବିଦ୍ୟାଳୟ ତାଲିକାରେ ରହିଛି ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ । ଏହି  ୨ ଶିକ୍ଷାନୁଷ୍ଠାନ ହେଲା ବାରିପଦାରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଏବଂ ରାଉରକେଲାର…
Read More...

ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଭାରତ ଓ ଆମେରିକା ମଧ୍ୟରେ ଷ୍ଟ୍ରାଟେଜିକ୍ ଶକ୍ତି ସହଭାଗୀତା ଦୃଢ କରିବା ଉପରେ ଗୁରୁତ୍ୱଭୁବନେଶ୍ୱର : ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷ ତଥା ସିଇଓ ମୁକେଶ ଅଘିଙ୍କ ସହ ବୁଧବାର ସାକ୍ଷାତ୍…
Read More...

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ…
Read More...

ବାଚସ୍ପତିଙ୍କ ନିର୍ଦ୍ଦେଶ: ବିଧାନସଭାରେ ମୋବାଇଲ ବ୍ୟବହାର କଲେ ସିଜ ହେବ ଫୋନ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତି କଡା ରୁଲିଂ ଦେଇଛନ୍ତି । ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କିମ୍ବା ବ୍ୟବହାର କରୁଥିବାର ନଜର ଆସିବେ ତେବେ…
Read More...

ବଡ଼ ପରଦାକୁ ଶିଳ୍ପାଙ୍କ କମ୍‌ବ୍ୟାକ୍

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ ଆଇକନ୍‌ ଶିଳ୍ପା ଶେଟ୍ଟୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ  ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଏହି ବର୍ଷଗୁଡ଼ିକରେ ସେ କେବଳ ଛୋଟ ପରଦାର ରିଅଲିଟି…
Read More...

ପାଟକୁରା ଫଳାଫଳ: ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା…
Read More...