ଆମେରିକାକୁ ଖୁସି କରିବା ପାଇଁ ହାଫିଜକୁ ଗିରଫ କରାଯାଇଥିଲା: ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

ଇସଲାମାବାଦ: ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଗିରଫ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାବାସୀ ସାଉଁଟୁଛନ୍ତି। କିନ୍ତୁ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ଇମ୍ରାନ ସରକାରର ଅସଲ ଉଦ୍ଦେଶ୍ୟର ଗୁମର ଖୋଲିଛନ୍ତି।…
Read More...

୩୦ ଦିନ ପାରୋଲ୍‌ରେ ଗଲେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା ଦୋଷୀ ନଳିନୀ ଶ୍ରୀହରଣ ଏକ ମାସ ପାରୋଲ୍‌ରେ ଗୁରୁବାର ଦିନ ତାମିଲନାଡୁସ୍ଥିତ ବେଲୋର୍‌ କେନ୍ଦ୍ରୀୟ କାରାଗାରରୁ ମୁକୁଳିଛନ୍ତି।ଝିଅ ବାହାଘର ପ୍ରସ୍ତୁତି ନିମନ୍ତେ ନଳିନୀ…
Read More...

ପାରାଦୀପରେ ଜଳସଙ୍କଟ: ଦିନକୁ ଥରେ ମିଳିବ ପାଣି

ପାରାଦୀପ:  ପାରାଦୀପରେ ଉତ୍କଟ ହେଲାଣି ପାରାଦୀପରେ ଜଳ ସଙ୍କଟ । ଏଣିକି ପାରାଦୀପରେ ଦିନକୁ ଥରେ ମାତ୍ର ମିଳିବ ପାଣି । ଟାଉନସିପ୍‌ ଲାଗି ମହଜୁଦ୍ ଥିବା ଜଳସ୍ତର  କମିବାରେ ଲାଗିଛି ।ଆଜିଠୁ ପାରାଦୀପ…
Read More...

ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଗୁରୁତର

ରାଉରକେଲା: ବୁଧବାର ରାତିରେ ଲାଠିକଟା ପୁଲିସ ସହ ଗୁଳି ବିନିମୟ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗରୁତର ଆହତ ହୋଇଛନ୍ତି।ଆହତ ଅପରାଧୀ ହେଉଛି ସୁନୀଲ ମାଝୀ। ତା’ର ଡାହଣ ଗୋଡ଼ରେ ଗୁଳି ଚୋଟ ଲାଗିଛି। ଗୁରୁତର…
Read More...

ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଅଳଙ୍କାର ଓ କଏନ୍

କୋଲକାତା: ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ କଏନ୍‌ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ରମପୁରହଟ ସରକାରୀ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଡାକ୍ତରମାନେ ଅପରେସନ୍‌…
Read More...

ତିନିଦିନ ଯାଏଁ ବର୍ଷିବ!

ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା…
Read More...

ଲୋକସଭାରେ ପୁଣି ଆଗତ ହେବ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ: ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍…
Read More...

ଆଜି ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ଓଜେଇଇର ଫଳଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରେ ନିଜର ରେଜଲ୍ଟ ଜାଣିପାରିବେ ।ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ…
Read More...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ଟିମ୍‌ରେ ସ୍ଥାନ ପାଇଲେ ୩ ଭାରତୀୟ

ଲଣ୍ଡନ: ବ୍ରିଟେନରେ ଥେରେସା ମେ ସରକାରର ବେକ୍‌ଜିଟ୍‌ ପରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନ୍‌ଶନଙ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି ୩ ଜଣ ଭାରତୀୟ। ସେମାନଙ୍କ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି।…
Read More...

ମହାରାଷ୍ଟ୍ରରେ ୪ ଭୂକମ୍ପ ଝଟ୍‌କା

ମୁମ୍ବଇ: ମହାରାଷ୍ଟ୍ରର ପାଲଘର ଜିଲାରେ ବୁଧବାର ବିଳମ୍ବିତ ରାତିରେ ୪ଥର ଭୂକମ୍ପ ଅନୁଭୂତ ହୋଇଛି। ମାତ୍ର ୧୨ ମିନିଟ ମଧ୍ୟରେ ଏହି ୪ଟି ଝଟ୍‌କା ଲାଗିଛି। ବୁଧବାର ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ମୋଟ ୭ଥର ଭୂକମ୍ପ…
Read More...