National ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ OPA Jul 24, 2019 0 ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ!-->… Read More...
Crime କଟକରେ ୨୪ ଘଣ୍ଟା ନ ପୁରୁଣୁ ଡବଲ ମର୍ଡର OPA Jul 24, 2019 0 କଟକ: କଟକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ୨୪ ଘଣ୍ଟା ମଧ୍ୟରେ କଟକରେ ୨ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ଗତ କାଲି ରାଣୀହାଟ ପଟ ତାଳଦଣ୍ଡା!-->!-->!-->… Read More...
Odisha କୋଇଲା ଖଣିରେ ଧସିଲା ମାଟି : ୧୦ ଶ୍ରମିକ ଆହତ, ଫସି ରହିଛନ୍ତି ୪ OPA Jul 24, 2019 0 ଅନୁଗୋଳ: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସି ଯାଇଛି।ଉକ୍ତ ସମୟରେ ସେଠାରେ କାର୍ଯ୍ୟରତ ପ୍ରାୟ ୫୦ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ମାଟି ତଳେ ଫସି!-->… Read More...
Politics ପାଟକୁରା ଫଳାଫଳ: ସରିଲା ୧୬ ରାଉଣ୍ଡ, ଆଗେଇ ଚାଲିଛି ବିଜେଡି OPA Jul 24, 2019 0 କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଜେଡି। ୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା!-->!-->!-->… Read More...
Odisha ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା OPA Jul 24, 2019 0 ଅନୁଗୁଳ : ଅନୁଗୁଳ ସହରରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସ୍ବରୂପ ୫୫ ନମ୍ବର ଜାତୀୟ ରାଜପଥର ହୁଲୁରିସିଂଘା ଛକ ଓ ତୁରଙ୍ଗ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ!-->… Read More...
National ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ: ଇମ୍ରାନ୍ ଖାନ୍ OPA Jul 24, 2019 0 ଓ୍ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୀମାରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା କହିଛନ୍ତି ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆମେରିକାର ସାଂସଦ!-->… Read More...
Sports ଦିନିକିଆରୁ ସନ୍ନ୍ୟାସ ନେବେ ମାଲିଙ୍ଗା OPA Jul 24, 2019 0 କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ଦଳର ପ୍ରମୁଖ ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଖୁବଶୀଘ୍ର ଦିନିକିଆ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍!-->… Read More...
Bignews ପାଟକୁରା ଫଳାଫଳ: ୧୩ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ OPA Jul 24, 2019 0 କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଗେଇ ଚାଲିଛି ଭୋଟ୍ ଗଣତି । ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୫୨୫ ଭୋଟରେ ଆଗୁଆ ଅଛି।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୭୪, ୭୪୫ ଭୋଟ ପଡ଼ିଥିବା ବେଳେ ,!-->!-->!-->… Read More...
National ବଢ଼ିଲା ଆୟକର ରିଟର୍ଣ୍ଣ ଅବଧିର ତାରିଖ OPA Jul 24, 2019 0 ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଅବଧି ଅଗଷ୍ଟ ୩୧କୁ ବୃଦ୍ଧି କଲେ କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର!-->… Read More...
National ରମଣ ସିଂହ ହସ୍ପିଟାଲରେ ଭର୍ତ୍ତି OPA Jul 24, 2019 0 ନୂଆଦିଲ୍ଲୀ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ!-->… Read More...