ଗିରଫ ହେଲେ ଓଡ଼ିଆ ଟେଲି ଅଭିନେତା

ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ…
Read More...

ଗୁଜୁରାଟ କଂଗ୍ରେସକୁ ଝଟକା; ଆପରେ ସାମିଲ ହେଲେ ପ୍ରାୟ ୩୦୦ ସମର୍ଥକ

ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ତାତି ମଧ୍ୟ ବଢିଛି | ଗୁଜରାଟ କଂଗ୍ରେସ ନେତା କୈଳାଶ ଗାଢ଼ବି ରବିବାର ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ରାଜ୍ୟରେ 'ଅହଂକାରୀ'…
Read More...

ଖୁବଶୀଘ୍ର ଓଡିଶା ଆସିବ ଡାକୋଟା ବିମାନ

ପ୍ରବାଦ ପୁରୁଷ ଜନନାୟକ ବିଜୁ ପଟ୍ଟନାୟକ ଉଡାଇଥିବା ଡାକୋଟା ବିମାନ ଖୁବଶୀଘ୍ର ଓଡିଶା ଆସିବ । ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଓଡିଶା ଆଣିବାକୁ କାଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…
Read More...

ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା

ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା । ତେବେ ଚାଇନାର ନାଗରିକମାନଙ୍କୁ ଦିଆଯାଇଥିବା ଭାରତର ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତଜାତୀୟ ବିମାନ ପରିବହନ ସଂସ୍ଥା ସ୍ପଷ୍ଟ କରିଛି । ସରକାରୀ…
Read More...

ଆତ୍ମସମର୍ପଣ କଲେ ଆଶିଷ ମିଶ୍ର

ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକଙ୍କ ଉପରକୁ ଗାଡ଼ି ଚଢ଼ାଇବା ମାମଲାରେ ଆଶିଷ ମିଶ୍ର ଆତ୍ମସମର୍ପଣ କରିଛନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କୁ ଦେଇଥିବା ଜାମିନକୁ ବାତିଲ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ…
Read More...

ଶ୍ରୀମନ୍ଦିର ପାଇଁ ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍

ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨୩୭କୋଟି ୫୮ ଲକ୍ଷ ଟଙ୍କାର ବଜେଟ୍‍ ଉପସ୍ଥାପନ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆସନ୍ତା ୨୫…
Read More...

ମନ କୀ ବାତ୍; ଦେଶବାସୀଙ୍କୁ ଜଳ ସଂରକ୍ଷଣ ଓ ଡିଜିଟାଲ ପେମେଂଟ ଉପରେ ଗୁରୁତ୍ୱ ଦେବାକୁ କହିଲେ ମୋଦି

ଦେଶବାସୀଙ୍କୁ ମନ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ୮୮ତମ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ ହେବାକୁ…
Read More...

୪୯ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ଜନ୍ମଦିନ। ଆଜି ୪୯ ବର୍ଷରେ ପାଦ ଦେଲେ କ୍ରିକେଟ୍‌ ଗଡ୍। ସଚିନ କ୍ରିକେଟ ଇତିହାସରେ ଜଣେ କମ୍ବଦନ୍ତୀ ଖେଳାଳି। ବ୍ୟକ୍ତିତ୍ୱ ଯେମିତି କ୍ରିକେଟ୍‌କୁ ତାଙ୍କ ଅବଦାନ ବି ସେମିତି। ସେ…
Read More...

ରିଷଭ ପନ୍ତ ଓ କୋଚ ପ୍ରବିଣଙ୍କୁ ୧୦୦ ପ୍ରତିଶତ ଜରିମାନା

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ରିଷଭ ପନ୍ତଙ୍କୁ ୧୦୦ ପ୍ରତିଶତ ମ୍ୟାଚ୍ ଦେୟ ଜରିମାନା କରାଯାଇଛି। ମୁମ୍ବାଇର ଓ୍ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ୍ ଆଦର୍ଶ ଆଚରଣ ବିଧି…
Read More...

ପୁଣି ବଢିବ ରନ୍ଧନ ତୈଳ ଦାମ !

ଭାରତରେ ଖାଇବା ତେଲର ମୂଲ୍ୟ ଏବେ କିଛି କମ୍‌ ନୁହେଁ । ଖାଉଟିଙ୍କୁ ଇନ୍ଧନ ଦର ଯେତିକି ବାଧୁଛି ତା'ଠାରୁ ଅଧିକ ବାଧୁଛି ରନ୍ଧନ ତୈଳ ଦର । ଦର ଏବେ ଆକାଶଛୁଆଁ । କିନ୍ତୁ ଏହା ମଧ୍ୟରେ ପୁଣିଥରେ ଖାଇବା ତେଲ ଦର ବଢ଼ିପାରେ ।…
Read More...