Corporate ଏସବିଆଇ ଦେଲା ଚେତାବନୀ; ଏହି ଦୁଇ ନମ୍ବରକୁ କଲ୍ ଆସିଲେ, ଦିଅନ୍ତୁ ନାହିଁ ବ୍ୟକ୍ତିଗତ ତଥ୍ୟ OPA Apr 23, 2022 0 ପ୍ରତିଦିନ ଆପଣ ଅନଲାଇନ୍ ସ୍କାମ ଓ ଠକେଇ ବିଷୟରେ ଜାଣିବାକୁ ପାଉଥିବେ । କିଛି କିଛି ଲୋକ ଏହାର ଶିକାର ମଧ୍ୟ ହୋଇସାରିଲେଣି । ଏପରି ସମୟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ… Read More...
National ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ OPA Apr 23, 2022 0 ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର… Read More...
National ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ OPA Apr 23, 2022 0 ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ… Read More...
Bignews ବଦଳିବ କ୍ୟାପିଟାଲ ହସ୍ପିଟାଲର ଚିତ୍ର; ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର OPA Apr 23, 2022 0 କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ସେବା । ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର ଓ ଆପେକ୍ସ ନିଦାନ କେନ୍ଦ୍ର । ଏଥିପାଇଁ ସ୍ଥାନ ଚିହ୍ନଟ ହୋଇସାରିଥିବା ବେଳେ ମିଳିଲା ୭୦କୋଟି ଟଙ୍କାର… Read More...
Bignews ଆଦିବାସୀ ମେଳା- ୨୦୨୨କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ OPA Apr 23, 2022 0 ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୨ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ। ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି ଝଲସୁଥିବା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ… Read More...
National ପୁଟିନଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ OPA Apr 23, 2022 0 ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ ।… Read More...
National ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ‘ଫୁଫା’; ଶତ୍ରୁକୁ ମିଳିବନି ମୃତ୍ୟୁର ଖବର OPA Apr 23, 2022 0 ଆକାଶ ମାର୍ଗରୁ ଶତ୍ରୁ ଉପରେ ଆକ୍ରମଣ କରିବାର ରଣନୀତି ଲଗାତାର ବଦଳିବାରେ ଲାଗିଛି । ଏବେ ଏୟାରକ୍ରାପ୍ଟ ଜରିଆରେ ଯୁଦ୍ଧ କଳା ଧିରେ ଧିରେ କମିବାରେ ଲାଗିଛି । ନିଜ ଦେଶରେ ବସି ଶତ୍ରୁ ଉପରେ କିଭଳି ଆକ୍ରମଣ କରାଯାଇପାରିବ ସେନେଇ… Read More...
National ଟିଭି ଚ୍ୟାନେଲମାନଙ୍କ ଉପରେ ଅସନ୍ତୋଷ ଜାହିର କଲେ ସରକାର; ଜାରି କଲେ ନିର୍ଦ୍ଦେଶନାମା OPA Apr 23, 2022 0 ଟିଭି ଚ୍ୟାନେଲଗୁଡିକ ସେମାନଙ୍କର ସୀମା ଅତିକ୍ରମ କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ , ଜାହାଙ୍ଗୀରପୁରୀ ହିଂସା ମାମଲା ଓ ଲାଉଡସ୍ପିକର ବିବାଦ ସହ ଟିଭି ଡିବେଟ ସୋକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି… Read More...
Odisha ଆଉ ଏକ ରସିକିଆ ଡାକ୍ତର ଗିରଫ OPA Apr 23, 2022 0 ରସିକିଆ ଡାକ୍ତର ଗିରଫ । କଟକ ଏସ୍ସିବି ମେଡିକାଲ୍ର ଡାକ୍ତରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ ଗିରଫ ହେଲେ ଡାକ୍ତର ଆଶିଷ ପଟ୍ଟନାୟକ । ପାହାଳ ନିକଟରୁ ତାଙ୍କୁ ଗିରଫ… Read More...
Odisha ରାଜଧାନୀ ଭୁବନେଶ୍ୱର ପାଲଟିଲା ରାଜ୍ୟର ଉତପ୍ତ ସହର OPA Apr 23, 2022 0 ରାଜ୍ୟବ୍ୟାପି ଅସହ୍ୟ ତାତି ଜାରି ରହିଛି । ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାୱା ରାଜଧାନୀକୁ ଉତପ୍ତ କରି ଦେଇଛି । ସକାଳ ୯ଟା ପେର ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ସନ୍ଧୟା ପର୍ଯ୍ୟନ୍ତ ଗରମ ବହନ ସମଗ୍ର… Read More...