ଲିଙ୍ଗରାଜ ମନ୍ଦିର ପଛପଟେ ବ୍ରାଉନ୍‌ସୁଗାର ବେପାର; ଜଣେ ଗିରଫ

ରାଜଧାନୀରେ ଖୁଲମ୍‌ଖୁଲା ଚାଲିଛି ବ୍ରାଉନ୍‌ସୁଗାର ବେପାର । ଲିଙ୍ଗରାଜ ମନ୍ଦିର ପଛପଟେ ଏହି ବେପାର ଚାଲିଥିବା ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ । ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ । ତେବେ ଚିକିତ୍ସା ପାଇଁ ସାତ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସେପଟେ ବାଣପୁର ବ୍ଲକ ସମ୍ମୁଖରେ ୧୨ ତାରିଖ ସକାଳେ ୨୦ଜଣରୁ ଅଧିକ ଲୋକଙ୍କ…
Read More...

ମା’ କଟକ ଚଣ୍ଡୀ ମନ୍ଦିର ପାଇବ ନୂଆ ରୂପ, ୭ଦିନ ଭିତରେ ସୌନ୍ଦର୍ଯ୍ୟୀକରଣ ଯୋଜନା ପ୍ରସ୍ତୁତ ହେବ: ଭି.କେ. ପାଣ୍ଡିଆନ

ମା’ କଟକ ଚଣ୍ଡୀ ମନ୍ଦିର ପାଇବ ନୂଆ ରୂପ । ଏକ ସପ୍ତାହ ମଧ୍ୟରେ ପରିପାର୍ଶ୍ଵିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ଯୋଜନା ପ୍ରସ୍ତୁତ ହେବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ୫ଟି…
Read More...

ଲାଲୁ ଯାଦବଙ୍କୁ ମିଳିଲା ଜାମିନ

ଡୋରଣ୍ଡା ଟ୍ରେଜରି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ତେବେ ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୧୩୯.୩୫ କୋଟି ଟଙ୍କାର ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ…
Read More...

କ୍ଷମା ମାଗିଲେ ଖିଲାଡୀ କୁମାର

ବଲିଉଡରେ ବିମଲ ପାନ ମସଲାକୁ ନେଇ ଏବେ ଖୁବ ଚର୍ଚ୍ଚା । ୩ ସୁପରଷ୍ଟାରଙ୍କୁ ନେଇ ସୁଟିଂ ହୋଇଥିବା ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଖାସ କରି ଅକ୍ଷୟ କୁମାରଙ୍କ ସଫେଇକୁ ନେଇ ଚର୍ଚ୍ଚା ହେଉଛି ।ବିମଲ ପାନ…
Read More...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା

ଭୁବେନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା ଦ୍ୱାରା ନିକଟରେ ଜଣେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ଅତ୍ୟାଧୁନିକ ବ୍ରାଭୋସ୍…
Read More...

ଭାରତକୁ ଆସି ବୋରିସ୍ ଜନସନ ପ୍ରଥମେ ଚରଖା ପରେ ଚଲାଇଲେ ଜେସିବି

ଗତକିଛି ଦିନ ହେବ ଭାରତରେ 'ବୁଲଡୋଜର' ଖବରର ଶିରୋନାମା ପାଲଟିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ‘ବୁଲଡୋଜର ଜ୍ୱର’ ମଧ୍ୟ ଗୁଜୁରାଟରେ ପହଞ୍ଚିଛି। ଆଉ ଏବେ ବୋଲଡୋଜର ପ୍ରେମରେ ବ୍ରିଟେନ…
Read More...

ଭାରତର ସୁରକ୍ଷାକର୍ମୀଙ୍କୁ ସଫଳତା; ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ଏନକାଉଣ୍ଟର

ପୁଣି ଆତଙ୍କୀ ଆକ୍ରମଣରେ ଭାରତର ସୁରକ୍ଷାକର୍ମୀ ଆଣିଛନ୍ତି ଏକ ବଡ ସଫଳତା । ଏଥର ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ମାରି ଦେଶର ଆଉ ଏକ ଶତ୍ରୁକୁ ବିନାଶ କରିଛନ୍ତି ଭାରତୀୟ ଯବାନ । ତେବେ ଦୀର୍ଘ ଦିନର ଲୁଚକାଳି ଖେଳ ପରେ…
Read More...

ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ

ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଓଡିଶା…
Read More...

ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶାରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାଭୁବନେଶ୍ବର : ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯…
Read More...