Odisha ମିସେସ୍ କ୍ୱିନ୍ ୟୁନିଭର୍ସ ଟାଇଟଲ୍ ଜିତିଲେ ଓଡ଼ିଆ ବୋହୂ OPA Jun 23, 2019 0 ଭୁବନେଶ୍ୱର: ଦିଲ୍ଲୀରେ ଆୟୋଜିତ ହୋଇଥିବା ‘ମିସେସ୍ କ୍ୱିନ୍ ୟୁନିଭର୍ସ’ ଟାଇଟଲ୍ ହାତେଇଛନ୍ତି ଓଡ଼ିଆ ବୋହୂ ପ୍ରତିମା ପଣ୍ଡା। ସେ ଭୁବନେଶ୍ୱରରେ ରହନ୍ତି। ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀଙ୍କୁ!-->… Read More...
Sports ଏଫ୍ଆଇଏଚ୍ ମହିଳା ହକି ସିରିଜ୍ : ଭାରତ ଫାଇନାଲରେ OPA Jun 23, 2019 0 ହିରୋସୀମା : ଭାରତୀୟ ପୁରୁଷ ହକି ଦଳ ପରି ମହିଳା ହକି ଦଳ ମଧ୍ୟ ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ବରରେ ଏହି କୃତିତ୍ବ ହାସଲ କରିଥିବା ବେଳେ ମହିଳା ଦଳ!-->… Read More...
National ୪ ଆତଙ୍କବାଦୀ ନିହତ OPA Jun 23, 2019 0 ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ!-->… Read More...
Politics ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ OPA Jun 23, 2019 0 ଭୁବନେଶ୍ବର: ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ । ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ । ବଧାୟକ ଦଳ ନେତା ଚୟନ ପାଇଁ ଆଜି ଏହି ବୈଠକ ବସୁଛି ।!-->… Read More...
Politics ଅଘୋଷିତ ମେଣ୍ଟ, ଗୁପ୍ତ ବୁଝାମଣା ଏସବୁ ଆକଳନ ନିରର୍ଥକ : ଧର୍ମେନ୍ଦ୍ର ପ୍ରଧାନ OPA Jun 23, 2019 0 ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗଭୁବନେଶ୍ବର : ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି!-->!-->!-->… Read More...
Corporate ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ,ରିଲିଫ୍ ପାଣ୍ଠିକୁ ଦେଲେ ୩ କୋଟି OPA Jun 23, 2019 0 ଭୁବନେଶ୍ୱର : ଫାନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍) ପକ୍ଷରୁ ଓଡ଼ିଶା!-->… Read More...
Bignews ୧୧ ରନରେ ଆଫଗାନିସ୍ତାନକୁ ପଛରେ ପକାଇଲା ଭାରତ OPA Jun 22, 2019 0 ସାଉଥମ୍ପଟନ୍: ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କୁ ଘାତକ ବୋଲି ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ୨୮ତମ ମ୍ୟାଚ୍କୁ ଭାରତ ୧୧!-->… Read More...
Odisha ‘କଟକ: ଦି ସିଟି ଅଫ୍ ମ୍ୟୁଜିୟମସ୍’ ପୁସ୍ତକ ଉନ୍ମୋଚିତ OPA Jun 22, 2019 0 ଭୁବନେଶ୍ୱର: “ହଜାର ବର୍ଷର ପୁରାତନ ସିଲଭର ସିଟି ଭାବେ ପରିଚିତ କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ୱପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ କଟକରେ ଅବସ୍ଥିତ ସଂଗ୍ରହାଳୟଗୁଡିକୁ ପରିଦର୍ଶପ!-->… Read More...
National ବଜେଟ୍ ୨୦୧୯: ହାଲ୍ୱା ଉତ୍ସବରୁ ଆରମ୍ଭ ହେଲା ନଥି ପ୍ରିଣ୍ଟିଂ OPA Jun 22, 2019 0 ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ଭାବରେ ହାଲ୍ୱା ଉତ୍ସବ ଆୟୋଜନ କରି ବଜେଟ୍ ୨୦୧୯ ପାଇଁ ନଥି ପ୍ରିଣ୍ଟିଂ ଆରମ୍ଭ କରାଇଛନ୍ତି। ସାଧାରଣ ବଜେଟ୍ର ପ୍ରିଣ୍ଟି ବା ପ୍ରକାଶନ ସମୟରେ!-->… Read More...
Bignews ଅଫିସ ସମୟ ୧୦ଟାରୁ ସାଢ଼େ ୫, ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି OPA Jun 22, 2019 0 ଭୁବନେଶ୍ୱର: ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହାସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।ସାଧାରଣ!-->!-->!-->… Read More...