ଚାଷ କରିବା ଲାଗି ପ୍ୟାରୋଲ ପାଇଁ ଆବେଦନ କଲା ବିବାଦୀୟ ଧର୍ମଗୁରୁ ଗୁରମୀତ

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛି। ସିରସାରେ ଥିବା ତା’ ଜମିରେ ସେ ଚାଷ କରିବାକୁ…
Read More...

ଘର ଭିତରୁ ଉଦ୍ଧାର ହେଲା ନାଗୁଣୀ ସହ ୪୦ରୁ ଅଧିକ ନାଗ ଛୁଆ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବିରିପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ମାଆ ନାଗ ସହ ୪୦ରୁ ନାଗ ଛୁଆ ଉଦ୍ଧାର ହୋଇଛି ।ଭଦ୍ରକ ଜିଲ୍ଲା ବିରିପଡ଼ା ଗାଁର ବାସିନ୍ଦା ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ଘରେ…
Read More...

ସର୍ବ ସମ୍ମୁଖରେ ପାକ୍‌ ଅଧିନାୟକଙ୍କୁ ‘ମୋଟା ଘୁଷୁରୀ’ କହି ଅପମାନିତ କଲେ ପ୍ରଶଂସକ

ଲଣ୍ଡନ: ବିଶ୍ଵକପ କ୍ରିକେଟରେ ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାଜିତ ହେବା ପରେ ଖେଳାଳିମାନେ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ନିଜ ଦେଶର ପୂର୍ବତନ କ୍ରିକେଟର ଏବଂ ପ୍ରଶଂସକମାନେ ଖେଳାଳିମାନଙ୍କୁ ଅପମାନିତ…
Read More...

୧କିମିରୁ ଦୂରରେ ଥିବା ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟତ ଖର୍ଚ୍ଚ

କୋରାପୁଟ :ରାଜ୍ୟରେ ୧୦ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ତଥା ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଗୁଡିକର…
Read More...

ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ବିରାଟ ବାହିନୀ

ସାଉଥମ୍ପଟନ୍:  ଆଜି ଭାରତ ନିଜ ବିଶ୍ବକପ୍ ଅଭିଯାନର ପଞ୍ଚମ ମୁକାବିଲାରେ  ଆଫଗାନିସ୍ତାନକୁ ଭେଟୁଛି । ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିଣି ଭାରତ ବ୍ୟାଟିଂ କରିବାକୁ…
Read More...

ବନ୍ୟା ବିପତ୍ତି ଆଟଲାସ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ବନ୍ୟା ବିପତ୍ତି ଆଟଲାାସ (Flood Hazard Atlas for Odisha) ଉନ୍ମୋଚନ କରିଛନ୍ତି। ଏହି ଆଟଲାସକୁ ଉନ୍ମୋଚିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ…
Read More...

ସଡ଼କ ଦୁର୍ଘଟଣାରେ ମାଆ ଓ ନବଜାତ କନ୍ୟା ମୃତ

କେନ୍ଦ୍ରାପଡ଼ା: ଶନିବାର ପୂର୍ବାହ୍ନରେ ଚଣ୍ଡିଖୋଲ-ପାରଦୀପ (୫ ନମ୍ବର (କ)) ଜାତୀୟ ରାଜପଥର ଛଘରିଆ ପାଖ ଖମରପଡ଼ା ଠାରେ ଗୋଟାଏ ଅଟୋ ରିକ୍ସା ସହ ଗୋଟାଏ ଟ୍ରକ୍‌ ଧକ୍କା ହେବାରୁ ଜଣେ ନବଜାତ କନ୍ୟା ଏବଂ ତା’ର ମାଆଙ୍କର ମୃତ୍ୟୁ…
Read More...

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି।ସେ ଭୁବନେଶ୍ୱର ରେ ଥିବା ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ…
Read More...

ସହିଦଙ୍କୁ ଅସମ୍ମାନ: ଦଳରୁ ୩ ବିଜେଡି ନେତାଙ୍କୁ ନିଲମ୍ବନ

ଭୁବନେଶ୍ୱର: ସହିଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଘୋଡ଼ାଯିବା ଘଟଣାରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ଆଜି ନିଜର ୩ ଜଣ ନେତାଙ୍କୁ ନିଲମ୍ୱିତ କରାଯାଇଛି। ବିଜେଡି ସାଧାରଣ…
Read More...

ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଲେଖିକା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ଲେଖିକା। ୧୯୯୫ କିମ୍ବା ୧୯୯୬ରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଲେଖିକା ଜଣକ ତାଙ୍କର ସଦ୍ୟ ପ୍ରକାଶିତ ଏକ…
Read More...