ଆତଙ୍କବାଦୀ ଘୋଷିତ ହେଲା ଲସ୍କର-ଏ-ତଏବା କମାଣ୍ଡର ଶେଖ ସଜ୍ଜାଦ

ଶ୍ରୀନଗରରେ ୨୦୧୮ରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତଏବାର ସଦସ୍ୟ ଶେଖ୍‌ ସଜ୍ଜାଦ ବା ସଜ୍ଜାଦକୁ ମଙ୍ଗଳବାର କେନ୍ଦ୍ର ଆତଙ୍କବାଦୀ ବୋଲି ଘୋଷଣା କରିଛି । ଗତ ୧୪…
Read More...

ବଢ଼ିଲା କୋଭିଡ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି

କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ…
Read More...

ଅପରାଧୀ ଚିହ୍ନଟ ପ୍ରକ୍ରିୟା ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ କୁ ଅନୁମୋଦନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଚଳିତ ବଜେଟ୍ ଅଧିବେଶନରେ ପାରିତ ହୋଇଥିବା ଦୁଇଟି ବିଲ୍ କୁ ଅନୁମୋଦନ କରି ଆଇନରେ ପ୍ରଣୀତ କରିଛନ୍ତି । କ୍ରିମିନାଲ ପ୍ରୋସିଜର(ଆଇଡେଣ୍ଟିଫିକେସନ) ଆକ୍ଟ-୨୦୨୨ ଏବଂ ଦିଲ୍ଲୀ ମହାନଗର…
Read More...

ମା’ ହେଲେ କାଜଲ ଅଗ୍ରୱାଲ

ସାଉଥ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ। କାରଣ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏ ନେଇ ବେଶ ଖୁସି ଅଛନ୍ତି ସ୍ୱାମୀ ଗୌତମ କିଚଲୁ | କାଜଲ ମା' ହେବାର ଖବର ସୋସିଆଲ ମିଡିଆରେ ପ୍ରଚାର ହେବା…
Read More...

୨୯ ତାରିଖରୁ ମାଟ୍ରିକ ପରୀକ୍ଷା; ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ…
Read More...

ଦିଲ୍ଲୀ କ୍ୟାପିଟାଲସ୍‌ର ୫ ସଦସ୍ୟଙ୍କୁ କରୋନା; ପୁନେରୁ ସ୍ଥାନାନ୍ତର ହେଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍

ଆଇପିଏଲରେ ପୁଣି କରୋନା ଆତଙ୍କ। ଦିଲ୍ଲୀ କ୍ୟାପିଟାଲସ୍‌ର କ୍ୟାମ୍ପରେ ଏବେ ହୋଇଛି କରୋନା ବିସ୍ଫୋରଣ। ଗୋଟିଏ ନୁହେଁ, ବଂର ୫ଟି କରୋନା କେସ୍‌ ଦେଖିବାକୁ ମିଳିଛି। ଏହାପରେ ବିସିସିଆଇ ନେଇଛି ବଡ ନିଷ୍ପତ୍ତି। ଏବେ ଦିଲ୍ଲୀ…
Read More...

ଭାରତୀୟ ରେଳବାଇର ନୂଆ ଗାଇଡଲାଇନ ଜାରି; ବଦଳିଲା ଟ୍ରେନରେ ରାତିରେ ଶୋଇବାର ନିୟମ

ଆପଣ ଟ୍ରେନ ଯାତ୍ରା କରୁଥିବା ସମୟରେ ଅନେକ ଜରୁରୀ କଥାକୁ ନିଶ୍ଚିତ ଧ୍ୟାନରେ ରଖିଥିବେ। ଟ୍ରେନରେ ଯାତ୍ରା କରିବା ସମୟରେ ମାତ୍ର ଗୋଟିଏ ଛୋଟ ଭୁଲ୍‌ ଆପଣଙ୍କୁ ସମସ୍ୟାରେ ପକାଇପାରେ। ତେଣୁ ଟ୍ରେନରେ ଯାତ୍ରା କରିବା ପୂର୍ବରୁ…
Read More...

ବଢିଲା ଓମ୍‌ଫେଡ୍ କ୍ଷୀର ଦର

ରାଜ୍ୟରେ ବଢିବ ପ୍ୟାକେଟ କ୍ଷୀର ଦର। ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏପ୍ରିଲ୍‌ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର…
Read More...

କାବୁଲର ଏକାଧିକ ସ୍କୁଲରେ ବଡ଼ ବଡ଼ ବିସ୍ଫୋରଣ; ୨୫ ଜଣ ଶିକ୍ଷାର୍ଥୀ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି। ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ…
Read More...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି:କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି 

ଭୁବନେଶ୍ୱର : ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨…
Read More...